Browsing Category
ଦେଶ ବିଦେଶ
ପ୍ରଦୀପ ରାଓତ ହେବେ ଚୀନରେ ଭାରତୀୟ ରାଷ୍ଟ୍ରଦୂତ, ଖୁବ୍ଶୀଘ୍ର ଗ୍ରହଣ କରିବେ ଦାୟିତ୍ୱ
ନୂଆଦିଲ୍ଲୀ: ବର୍ତମାନ ନେଦରଲ୍ୟାଣ୍ଡରେ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଚୀନରେ ଭାରତର ପରବର୍ତୀ ରାଷ୍ଟ୍ରଦୂତ ହେବେ । ସେ ଶୀଘ୍ର ନିଜର ଦାୟିତ୍ୱ ଗ୍ରହଣ କରିବେ । ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହି ସୂଚନା…
ଦଲାଇ ଲାମାଙ୍କ ସହ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆଲୋଚନା; ଏହି ସବୁ ପ୍ରସଙ୍ଗକୁ ନେଇ ଆଲୋଚନା
ନୂଆଦିଲ୍ଲୀ: ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ହିମାଚଳ ଗସ୍ତରେ ସୋମବାର ବୌଦ୍ଧଗୁରୁ ଦଲାଇ ଲାମାଙ୍କ ସହ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ୫୦ ମିନିଟ୍ ଧରି ହୋଇଥିଲା ରୁଦ୍ଧଦ୍ୱାରା ବୈଠକ । ଉଭୟଙ୍କ ମଧ୍ୟରେ ହୋଇଥିବା…
EDରେ ଅନେକ ଘଣ୍ଟା ଧରି ଜେରା ହେଲେ ଐଶ୍ଵର୍ଯ୍ୟା, ସଂସଦରେ ତାତି ଉଠିଲେ ଶାଶୁ ଜୟା ବଚ୍ଚନ
ନୂଆଦିଲ୍ଲୀ : ପାନାମା ପେପର୍ସ ମାମଲାରେ ବୋହୂ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ଜେରା କରିବାକୁ ସହଜରେ ହଜମ କରି ପାରିନାହାନ୍ତି ଶାଶୁ ଜୟା ବଚ୍ଚନ। ବୋହୂଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜେରା କରାଯାଉଥିବା ଅଭିଯୋଗ କରି…
ଚଳିତ ବର୍ଷ ୮୫ ହଜାର କୋଟି ଟ୍ୟାକ୍ସ ଦେବେ ଶିଳ୍ପପତି: ଆମେରିକା ଇତିହାସରେ ସର୍ବାଧିକ, ଟ୍ୱିଟ୍ କରି ଘୋଷଣା କଲେ
ନୂଆଦିଲ୍ଲୀ: ଆମେରିକା ଇତିହାସରେ ସର୍ବାଧିକ ଟ୍ୟାକ୍ସ ପ୍ରଦାନ କରିବାକୁ ଯାଉଛନ୍ତି ଶିଳ୍ପପତି ଏଲନ୍ ମସ୍କ । ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ଏଲନ ମସ୍କ ଆସନ୍ତା ବର୍ଷ ପାଇଁ ପ୍ରାୟ ୧୧ ବିଲିୟନ ଡଲାରର ଟ୍ୟାକ୍ସ ଦେବେ…
ପାକିସ୍ତାନୀ ଡଙ୍ଗାରୁ ଉଦ୍ଧାର ହେଲା ୪୪୦ କୋଟିର ହେରୋଇନ୍: ଗୁଜରାଟ ଉପକୂଳରୁ ୬ ଗିରଫ
ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳବର୍ତ୍ତୀ ଭାରତୀୟ ଜଳରାଶିରେ ୬ ଜଣ କ୍ରୁ ସଦସ୍ୟଙ୍କ ସହ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଏବଂ ପ୍ରାୟ ୪୦୦ କୋଟି ଟଙ୍କାର ୭୭ କିଲୋଗ୍ରାମ ହେରୋଇନ ଜବତ କରିଛନ୍ତି ତଟରକ୍ଷୀ ବାହିନୀ । ରବିବାର…
ଖୁସିଖବର! ୧ ଲକ୍ଷ ଯୁବକଙ୍କୁ ମାଗଣାରେ ମିଳିବ ସ୍ମାର୍ଟଫୋନ୍ ଓ ଟ୍ୟାବଲେଟ୍
ଲଖନଉ: ଯୁବକମାନଙ୍କୁ ମାଗଣାରେ ସ୍କାର୍ଟଫୋନ ଓ ଟ୍ୟାବଲେଟ୍ ଯୋଗାଇବେ ଉତ୍ତରପ୍ରଦେଶର ଯୋଗୀ ସରକାର । ଡିସେମ୍ବ ୨୫ ତାରିଖରେ ଯୁବକମାନଙ୍କୁ ମାଗଣା ସ୍ମାର୍ଟଫୋନ୍ ଓ ଟ୍ୟାବଲେଟ୍ ବିତରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଶେଷ…
ବୁଷ୍ଟର ଡୋଜ୍ ର ଅନୁମତି ମାଗିଲା ଭାରତ ବାୟୋଟେକ୍
ନୂଆଦିଲ୍ଲୀ: କୋଭାକ୍ସିନ ବୁଷ୍ଟର ଡୋଜ୍ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍ । ଫେଜ୍-୩ ଟ୍ରାଏଲ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍ ।
ଭାରତ ବାୟୋଟେକ୍ ନାକ ମାଧ୍ୟମରେ ଦିଆଯାଉଥିବା କୋଭିଡ ଭାକ୍ସିନର ବୁଷ୍ଟର…
ପୁଣି ଆକ୍ଟିଭ୍ ହେଲା Joker Virus, ଫୋନରୁ ତୁରନ୍ତ ହଟାନ୍ତୁ ଏହି ଆପ୍
ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଗତକିଛି ବର୍ଷ ହେବ ଜୋକର ଭାଇରସ୍ ବିପଦ ସୃଷ୍ଟି କରୁଛି । ପୁଣିଥରେ ଜୋକର ମାଲୱେୟାର ପ୍ଲେ ଷ୍ଟୋରର ଅନେକ ଆପକୁ ପ୍ରଭାବିତ କରିବାରେ ଲାଗିଛି । ଯଦି ଆପଣ…
ପାସ୍ ହେଲା ନିର୍ବାଚନ ସଂଶୋଧନ ବିଲ୍, ଏଣିକି ଭୋଟର ପଞ୍ଜୀକରଣ ପାଇଁ ଦରକାର ହେବ ଆଧାର ନମ୍ବର
ଲୋକସଭାରେ ପାସ୍ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ ୨୦୨୧ । ସୋମବାର ବିରୋଧ ସତ୍ତେ୍ୱ ଲୋକସଭାରେ ପାସ୍ ହୋଇଛି ଏହି ସଂଶୋଧନ ବିଲ୍ । ଏହି ସଂଶୋଧନ ଅନୁଯାୟୀ ଏଣିକି ଭୋଟର ପଞ୍ଜୀକରଣ ପାଇଁ ଦରକାର ହେବ ଆଧାର ନମ୍ବର ।…