Browsing Category
ଦେଶ ବିଦେଶ
ଜାମିନ ସର୍ତ୍ତରେ କୋହଳ କରିବାକୁ ଆର୍ଯ୍ୟନ୍ ଖାନ୍ଙ୍କ ଆବେଦନ, ଆସନ୍ତା ସପ୍ତାହରେ ଶୁଣାଣି ହେବାର ସମ୍ଭାବନା
ମୁମ୍ବାଇ:ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ୍ ସୁପର୍ ଷ୍ଟାର୍ ଶାହରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ । ଡ୍ରଗ୍ସ ମାମଲାରେ ଜାମିନ ସର୍ତ୍ତରେ ସଂଶୋଧନ କରିବାକୁ ଆର୍ଯ୍ୟନ୍ ଖାନ୍ କୋର୍ଟଙ୍କୁ…
ଜାନୁଆରୀ ପ୍ରଥମ ସପ୍ତାହରେ ହେବ ଅଯୋଧ୍ୟା ଏୟାରପୋର୍ଟର ଶିଳାନ୍ୟାସ
ଲଖନଉ: ଅଯୋଧ୍ୟାରେ ପ୍ରସ୍ତାବିତ ହୋଇଥିବା ଶ୍ରୀରାମ ଅନ୍ତର୍ଜାତୀୟ ଏୟାରପୋର୍ଟର ଶିଳାନ୍ୟାସ୍ ନୁତନ ବର୍ଷରେ ହେବାକୁ ଯାଉଛି । ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭାଗୀୟ ଅଧିକାରୀଙ୍କ ସହ ଏକ…
ଟ୍ରେନରେ ରହିବେ ହୋଷ୍ଟେସ୍, ଜାଣନ୍ତୁ କେଉଁ ରେଳରେ ପାଇବେ ଏହି ସୁବିଧା
ନୂଆଦିଲ୍ଲୀ: ଏଣିକି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳିବ ବିମାନ ଭଳି ସୁବିଧା । ଏ ଦିଗରେ ବିଚାର ଚଳାଇଛି ରେଳବାଇ । ଏହି ପରିପ୍ରେକ୍ଷୀରେ ଏୟାର ହୋଷ୍ଟେସଙ୍କ ଭଳି ଟ୍ରେନରେ ଆଟେଣ୍ଡାଣ୍ଟ୍ ବ୍ୟବସ୍ଥା ପ୍ରଚଳନ…
ଚିନ୍ତା ବଢ଼ାଉଛି ଓମିକ୍ରନ୍: ମାସ୍କ ନଖୋଲିବାକୁ ‘WHO’ ର ଚେତାବନୀ
ବିଶ୍ୱରେ କାୟା ମେଲାଉଥିବା ଓମିକ୍ରନ ଭାରିଆଣ୍ଟ ଚିନ୍ତା ସୃଷ୍ଟି କରିଛି । ଏହାରି ମଧ୍ୟରେ ସତର୍କ ସୂଚନା ଜାରି କରିଛି ‘ହୁ’ । ‘ହୁ’ କହିଛି ଓମିକ୍ରନ୍ ଯୋଗୁଁ ଆମେ ଏକ ବିପଜ୍ଜନକ ସ୍ଥିତିରେ ରହିଛେ, ଏଥିରୁ ରକ୍ଷା ପାଇବା…
ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ୭ ଓମିକ୍ରନ ଆକ୍ରାନ୍ତ: ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩
ମୁମ୍ବାଇ: ଦେଶର ଓମିକ୍ରନ ହବ ପାଲଟିବାରେ ଲାଗିଲାଣି ମହାରାଷ୍ଟ୍ର । ଶୁକ୍ରବାର ମହାରାଷ୍ଟ୍ରରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି । ଏହା ସହିତ କେବଳ…
୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଆର୍ଥକ ସହାୟତା; ଜାଣନ୍ତୁ କାହିଁକି ଓ କେତେ ଟଙ୍କା ମିଳିବ
ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା । ଜଣେ କି ଦୁଇ ଜଣ ନୁହେଁ ବରଂ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଆକାଉଣ୍ଟରେ ମିଳିବ ଏହି ଅର୍ଥରାଶି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ରହିଥିବା ସମସ୍ତ…
କାଶ୍ମୀରର ବାନ୍ଦିପୋରାରେ ଆତଙ୍କୀ ଆକ୍ରମଣ, ଦୁଇ ଯବାନ ସହିଦ, ସର୍ଚ୍ଚ ଅପରେସନ ଜାରି
ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ହମଲାରେ ଦୁଇ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ପୋଲିସ ଦଳ ବାନ୍ଦିପୋରା ଜିଲ୍ଲା ସ୍ଥିତ…
ସିଡିଏସ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହେଲେ ୪ ପଡୋଶୀ ଦେଶର ଟପ୍ କମାଣ୍ଡର
ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ । ତାଙ୍କର ଶେଷ କୃତ୍ୟରେ ହଜାର ସଂଖ୍ୟକ ଲୋକ ସାମିଲ୍ ହୋଇଛନ୍ତି । କାମକାଜ ମାର୍ଗରୁ ଆରମ୍ଭ ହୋଇଥିବା ତାଙ୍କର…
ପଞ୍ଚଭୂତରେ ବୀଲିନ ହେଲେ CDS ବିପିନ ରାୱତ
ନୂଆଦିଲ୍ଲୀ: ଚପର କ୍ରାସରେ ପ୍ରାଣ ହରାଇଥିବା ଭାରତର ସେନା ପ୍ରମୁଖ(ସିଡିଏସ୍)ଙ୍କ ଅନ୍ତିମ ସଂସ୍କାର ସମାପ୍ତ ହୋଇଛି । ସିଡିଏସ୍ ବିପିନ ରାୱତଙ୍କ ସହିତ ପତ୍ନୀ ମଧୁଲିକାଙ୍କର ମଧ୍ୟ ଅନ୍ତିମ ସଂସ୍କାର ହୋଇଛି । ଦୁଇ ଝିଅ…
ଦେଶରେ ୨୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ଲବ୍ ଅଗ୍ରୱାଲ
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ପ୍ରେସମିଟ୍ ରେ ଓମିକ୍ରନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଲବ୍ ଅଗ୍ରୱାଲ । ଯୁଗ୍ମ ସଚିବ କହିଛନ୍ତି…