Browsing Category
ଦେଶ ବିଦେଶ
BSFର କ୍ଷମତା ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା
ନୂଆଦିଲ୍ଲୀ: ପଞ୍ଜାବ, କଲିକତା ଏବଂ ଆସାମ ରାଜ୍ୟର ଅନ୍ତର୍ଜାତୀୟ ସୀମାରେ ବିଏସଏଫର କ୍ଷମତାକୁ ୫୦ କିମି ବୃଦ୍ଧି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ସୀମାରେ ବିଏସଏଫ…
TPG ନିବେଶ କଲା ୭୫୦୦ କୋଟି: ୨୦ ପ୍ରତିଶତ ବଢିଲା ଟାଟା ମୋଟର୍ସ ଅଂଶଧନ
ନୂଆଦିଲ୍ଲୀ: ଟାଟା ମୋଟର୍ସ ଅଂଶଧନ ମୂଲ୍ୟରେ ୨୦ ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ବୁଧବାର ନିବେଶକ ମାଲେମାଲ ହୋଇଛନ୍ତି । ବୁଧବାର ଟିଜିପି ଗ୍ରୁପ ଟାଟା ମୋଟର୍ସରେ ୭୫୦୦ କୋଟି ନିବେଶ କରିବା ନେଇ ଘୋଷଣା କରିଥିଲା ।…
ପୂବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ । ଅସୁସ୍ଥ ହେବା ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ବୁଧବାର ସନ୍ଧ୍ୟା ୬ଟା ୧୫ ମିନିଟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଗତ ଦୁଇ…
ଲଖିମପୁର ଖେରୀ ହିଂସା ମାମଲା; ଆଶିଷ ମିଶ୍ରଙ୍କ ଜାମିନ୍ ନାମଞ୍ଜୁର
ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ସଂପୃକ୍ତି ନେଇ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଏବଂ ଅନ୍ୟ ଜଣେ ଆଶିଷ ପାଣ୍ଡେଙ୍କୁ ମିଳିଲାନି ବେଲ୍ । ମାଜିଷ୍ଟ୍ରେଟ କୋର୍ଟ ଉଭୟଙ୍କ…
ଆଉ ଗୋଟିଏ ଦିନ ଜେଲରେ ବିତାଇବେ ଆର୍ଯ୍ୟନ: ଆଜି ହେବକି ଜେଲରେ ଶେଷ ରାତି?
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଜାମିନ ଶୁଣାଣି ମାମଲାକୁ ଆଉ ଗୋଟିଏ ଦିନ ଘୁଞ୍ଚାଇଛନ୍ତି କୋର୍ଟ । ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ଆସନ୍ତା…
ୱାର୍ଡମେମ୍ବର ନିର୍ବାଚନରେ ମିଳିଲା ଖଣ୍ଡିଏ ଭୋଟ; ଅମାନତ ହରାଇଲେ ବିଜେପି ପ୍ରାର୍ଥୀ
ନୂଆଦିଲ୍ଲୀ: ନିକଟରେ ତାମିଲନାଡୁର ହୋଇଥିବା ୱାର୍ଡ ନିର୍ବାଚନରେ ପ୍ରତିନ୍ଦନ୍ଦିତା କରୁଥବା ବିଜେପି ପ୍ରାର୍ଥୀ ଡି.କାର୍ତ୍ତିକ କେବଳ ଗୋଟିଏ ଭୋଟ ପାଇଛନ୍ତି, ଏମିତିକି ତାଙ୍କ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି ହେଲେ ସେ…
Cryptocurrency ବ୍ୟବହାରରେ ବିଶ୍ୱରେ ଭାରତ ଏକ ନମ୍ବର; ପଛରେ ରହିଲା ଆମେରିକା
ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ କ୍ରିପଟୋକରେନ୍ସି ପାଇଁ ନୂତନ ଆଇନ ଆଣିବାର ବ୍ୟବସ୍ଥା କରାଯାଉଥିବା ବେଳେ ସମଗ୍ର ବିଶ୍ୱରେ ଏହା ଟ୍ରେଣ୍ଡରେ ରହୁଛି । ତେବେ ଏହା ମଧ୍ୟରେ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ…
ଡ୍ରଗ୍ସ ପାଇଁ ଆର୍ଯ୍ୟନଙ୍କ ନିକଟରେ ପଇସା ନଥିଲା; ଜାମିନ ଶୁଣାଣି ବେଳେ ଏମିତି କହିଲେ ଓକିଲ
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ସେବନ ମାମଲାର ଜାମିନ ଶୁଣାଣି ମୁମ୍ବାଇର ଏସପ୍ଲାନେଡ କୋର୍ଟରେ ଜାରି ରହିଛି । ଆର୍ଯ୍ୟନ ଖାନଙ୍କ ନିକଟରେ ଡ୍ରଗ୍ସ ସେବନ ପାଇଁ ପଇସା ନଥିଲା ବୋଲି…
୧୦ ବର୍ଷ ହେବ ଭାରତରେ ରହୁଥିଲା ପାକ୍ ଆତଙ୍କୀ ଅଶରଫ, ପଚାରିବାରୁ କଲା ୫ ବଡ଼ ଖୁଲାସା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଲକ୍ଷ୍ମୀନଗର ଅଞ୍ଚଳରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମୋହମ୍ମଦ ଅଶରଫ ଭାରତରେ ପ୍ରାୟ ୧୦ ବର୍ଷ ହେବ ରହିଆସୁଥିଲା । ପ୍ରାରମ୍ଭିକ ପଚରାଉଚରାରେ ଅନେକ ବଡ଼ ଖୁଲାସା କରିଛି ଅଶରଫ ।…
ଆଜି ପୃଥିବୀ ସହ ଧକ୍କା ହେବ ସୋଲାର ଷ୍ଟୋର୍ମ, କାମ କରିବନି ମୋବାଇଲ
ନୂଆଦିଲ୍ଲୀ: ଭୟଙ୍କର ସୋଲାର ଷ୍ଟୋର୍ମ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡିଆସୁଥିବା ନେଇ ଆମେରିକା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଆସନ୍ତା କିଛି ଘଣ୍ଟାରେ ଏହି ସୌର ତୁଫାନ୍ ବା ସୋଲାର ଷ୍ଟୋର୍ମ ପୃଥିବୀ ସହିତ…