Browsing Category

ଦେଶ ବିଦେଶ

କେରଳ ଉଥ୍ରା ହତ୍ୟାକାଣ୍ଡ ମାମଲା; ଅଭିଯୁକ୍ତ ସ୍ୱାମୀ ଦେଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କେରଳରେ ୨୫ ବର୍ଷୀୟ ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ମାମଲାରେ ମହିଳାଙ୍କ ସ୍ୱାମୀ ଦୋଷୀ ସାବ୍ୟସ୍ତ । ଅଭିଯୁକ୍ତ ସ୍ୱାମୀକୁ ବୁଧବାର ଦଣ୍ଡ ଶୁଣାଣିହେବ । ପ୍ରକୃତରେ ଅଭିଯୁକ୍ତ ସ୍ୱାମୀ ଶୋଇଥିବା ସମୟରେ…

ଆର୍ଯ୍ୟନ ଖାନ୍ ଡ୍ରଗ୍ସ ସେବନ ମାମଲା: ମୁଫତିଙ୍କ ନାମରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ ଡ୍ରଗ୍ସ ସେବନ ମାମଲାକୁ ନେଇ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଆର୍ଯ୍ୟନ୍ ମୁସଲିମ ବୋଲି…

ଗେମ୍ ଖେଳିବା ବୟସରେ ପରିବାର ବିଶ୍ୱାସ ସହ ଖେଳିଲା; ଅପହରଣର ନାଟକ ରଚିଲା ନାବାଳାକ

ନୂଆଦିଲ୍ଲୀ: ଆଜିକାଲି ମୋବାଇଲରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ମୋବଇଲରେ ଗେମ୍ ଖେଳିବା କଥା ସାଧାରଣ । ପ୍ରାୟ ସମସ୍ତଙ୍କ ଘରେ ଏହି ଅବସ୍ଥା ଦେଖିବାକୁ ମିଳୁଛି । ମୋବାଇଲ ଗେମ ପାଇଁ ପିଲାମାନେ ଆକାଉଣ୍ଟ ଖାଲି…

ମନ ଦୁଃଖରେ  ଚିଠି ଛାଡିଲା ଚୋର ; କଲେକ୍ଟର ବାବୁ ଘରେ ପଇସା ନାହିଁ ତ, ତାଲା କାହିଁକି ଲଗେଇଛ

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଏକ ଚୋରର ଚିଠି ବର୍ତ୍ତମାନ ଭାଇରାଲ ହୋଇଛି । ଚୋର ଜଣଙ୍କ ଚୋରି ସ୍ଥାନରେ ଛାଡି ଯାଇଥିବା ଏକ ଚିଠିକୁ ନେଇ ବେଶ ଚର୍ଚ୍ଚା ହୋଇଛି । ଜଣେ ଡେପୁଟୀ କଲେକ୍ଟରଙ୍କ ଘରେ ଚୋରି କରିବା ପରେ ଅଧିକ…

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ବୋରିସ ଜନସନ; ଜଳବାୟୁ ପରିବର୍ତ୍ତନ, ଆଫଗାନିସ୍ତାନ ସହ ଅନ୍ୟ ବିଷୟ ଉପରେ କଲେ ଆଲୋଚନା

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଫୋନରେ ହୋଇଥିବା ଚର୍ଚ୍ଚାରେ ୟୁକେ-ଭାରତ ମଧ୍ୟରେ ସମ୍ପର୍କ ଏବଂ ୨୦୩୦ର ରୋଡମ୍ୟାପକୁ…

ଏହି ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବ କେନ୍ଦ୍ର, ମାସକୁ ବଢ଼ିଯିବ ୧୫ ହଜାର ଦରମା

ନୂଆଦିଲ୍ଲୀ: ପାର୍ବଣ ସମୟରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁବଖବର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥର କେନ୍ଦ୍ରୀୟ କର୍ମଚାରୀଙ୍କ ଭହଙ୍ଗା ଭତ୍ତା ବୃଦ୍ଧି ସହିତ କିଛି କର୍ମଚାରୀଙ୍କ ପଦୋନ୍ନତି ଘୋଷଣା କରିବାକୁ…

୩ ଦିନିଆ ପୋଲିସ ରିମାଣ୍ଡରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର

ନୂଆଦିଲ୍ଳୀ: ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅକୁ ୩ ଦିନିଆ ରିମାଣ୍ଡମରେ ନେଇଛି ଉତ୍ତରପ୍ରଦେଶ ପୋଲିସ । ସୋମବାର ଆଶିଷ ମିଶ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ ।…

ଆମେରିକାର ହୱାଇରେ ଦୁଇ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ଆମେରିକାର ହୱାଇରେ ରବିବାର ଗୋଟିଏ ପରେ ଗୋଟିଏ ଭୂମିକମ୍ପ ହୱାଇର ଲୋକଙ୍କୁ ଭୟଭୀତ କରିଛି । ହୱାଇର ବିଗ୍ ଆଇଲାଣ୍ଡରେ ଭୂମିକମ୍ପର ଦୁଇଟି ଝଟକା ଅନୁଭୂତ ହୋଇଛି । କୁହାଯାଉଛି ଭୂମିକମ୍ପର ଦୁଇଟିଯାକ ଝଟକାର…

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ନୋବେଲ କମିଟି ପକ୍ଷରୁ ୨୦୨୧ ପାଇଁ ଅର୍ଥନୀତି ପୁରସ୍କାର ଘୋଷଣା କରାଯାଇଛି । ଅର୍ଥନୀତି ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଡେଭିଡ କାର୍ଡ, ଜୋସୁଆ ଡି. ଆଙ୍ଗିଷ୍ଟ ଓ ଗାଇଡୋ ଡବ୍ଲୁ. ଇମ୍ବେନ୍ସଙ୍କୁ…

କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ସହିଦ

କାଶ୍ମୀର: ଜାମ୍ମୁ-କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ସଂଘର୍ଷରେ ୫ ଯବାନ ସହିଦ ହୋଇଛି । ରଜୌରି ସେକ୍ଟର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ ବିରୋଧ ଅଭିଯାନ…