Browsing Category

ଦେଶ ବିଦେଶ

ଅନଲକ୍-୧ରେ କଣ ଖୋଲିବ, କଣ ରହିବ ବନ୍ଦ?

ସାରା ଦେଶରେ ୧ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଅନଲକ୍-୧ ଜାରି କରିଛନ୍ତି କେନ୍ଦ୍ର ସରକାର । ପର୍ଯ୍ୟାୟକ୍ରମେ ଲକଡାଉନ୍ ନିୟମ କୋହଳ କରାଯିବ । ୩୦ ଜୁନ୍ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ରାତି ୯ଟାରୁ ଭୋର ୫ଟା…

ଅନଲକ୍-୧: କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଜାରି, ୩୦ ଜୁନ୍ ପର୍ଯ୍ୟନ୍ତ ହେବ ଲାଗୁ

କରୋନା ଭାଇରସ୍ ମୁକାବିଲା ପାଇଁ ସାରା ଦେଶରେ ପୁଣି ଥରେ ଲକଡାଉନ ଲାଗୁ ହୋଇଛି । ଏହି ଲକଡାଉନକୁ କେନ୍ଦ୍ର ସରକାର ଅନଲକ୍-୧ର ନାମ ଦେଇଛନ୍ତି । ଦେଶରେ୧ ଜୁନରୁ ୩୦ ଜୁନ ପର୍ଯ୍ୟନ୍ତ ଏହି ଅନଲକ୍ ପର୍ଯ୍ୟାନ୍ତ ଲାଗୁ ରହିବ ।…

୧୫ ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ବଢାଇଲା ଏହି ରାଜ୍ୟ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜୁନ୍ ୧୫ ଯାଏଁ ଲକଡାଉନ୍ ବଢାଇଲେ ମଧ୍ୟପ୍ରଦେଶ ସରକାର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ଏକ ବୟାନରେ ଲକଡାଉନ ବୃଦ୍ଧିକୁ ନେଇ ଘୋଷଣା କରିଛନ୍ତି । ଳକଡାଉନ ହଟାଇଲେ କରୋନା…

ଖୁବଶୀଘ୍ର ଜାରି ହେବ ଲକଡାଉନ-୫ର ଗାଇଡଲାଇନ୍!

କରୋନା ମହାମାରୀକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାର ମୁକାବିଲା ପାଇଁ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ରବିବାର ଅର୍ଥାତ୍ ମେ ୩୧ରେ ଶେଷ ହେବାକୁ ଯାଉଛି । ଏହାରି ମଧ୍ୟରେ ବହୁ ରାଜ୍ୟ ଲକଡାଉନ୍…

ଏୟାର ଇଣ୍ଡିଆର ପାଇଲଟ୍ କରୋନା ପଜିଟିଭ୍, ଅଧାବାଟରୁ ଫେରିଆସିଲା ବିମାନ

କରୋନାକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଜି ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପ୍ରକୃତରେ, ଏୟାର ଇଣ୍ଡିଆର ବିମାନ ମାସ୍କୋ ପାଇଁ ଉଡାଣ ଭରିଥିଲା । ବିମାନଟି ଛାଡିବା ପରେ ଜଣାପଡିଲା ଯେ, ସେହି ବିମାନର…

ଲକଡାଉନ-୫ ସମର୍ଥନରେ ଅଛନ୍ତି ଏହି ସବୁ ରାଜ୍ୟ?

କରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶରେ ଲାଗୁହୋଇଥିବା ଲକଡାଉନ-୪ର ଅବଧି ରତ୍ୱାର ଅର୍ଥାତ୍ ମେ ୩୧ରେ ଶେଷ ହେବାକୁ ଯାଉଛି । ଆଶା କରାଯାଉଛି କି, ରାଷ୍ଟ୍ରବ୍ୟାପୀ ଲକଡାଉନ-୫ରେ କିଛି ମାତ୍ରାରେ ଆରାମ ମିଳିପାରେ ।…

ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ଉପଲବ୍ଧି ବଖାଣିଲେ ଜେ.ପି.ନଡ୍ଡା

ନୂଆଦିଲ୍ଲୀ, ୩୦ା୫: ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତ ଅବସରରେ ବିଜେପି ରଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ…

କରୋନା ଭାଇରସ୍:୨୪ଘଣ୍ଟାରେ ଦେଶରେ ୨୬୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୩୦ା୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୭୬୩ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୬୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର ୯୬୪ଜଣ…

ସରକାର ବର୍ଷ ପୂର୍ତ୍ତିରେ ମୋଦିଙ୍କ ଅଡ଼ିଓ ବାର୍ତ୍ତା

ନୂଆଦିଲ୍ଲୀ, ୩୦ା୫: ସରକାର ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଡ଼ିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ ଘଡ଼ିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ଭାରତ…

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା

ନୂଆଦିଲ୍ଲୀ,୩୦/୫: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ଆମେରିକା। WHO ସହ ସମ୍ପର୍କ ଛିନ୍ନ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି। ବର୍ଷକୁ  ଆମେରିକା…