Browsing Category

ଦେଶ ବିଦେଶ

ଏହି ରାଜ୍ୟରେ ଏପ୍ରିଲ ୧ରୁ ବିୟର ମୂଲ୍ୟ ୩୦-୩୫ ଟଙ୍କା ହ୍ରାସ ପାଇବ, ଜାଣନ୍ତୁ କେଉଁଠି?

୨୦୨୧-୨୨ ବର୍ଷ ପାଇଁ ଘୋଷିତ ହୋଇଥିବା ରାଜସ୍ଥାନର ଅବକାରୀ ନୀତି ଅନୁସାରେ, ୧ ଏପ୍ରିଲଠାରୁ ଶସ୍ତା ବିୟର ଉପଲବ୍ଧ ହେବ । ନୂଆ ଅବକାରୀ ନୀତିରେ ବିୟର ଉପରେ ଅତିରିକ୍ତ ଶୁଳ୍କ ଓ ଏମଆରପି ହ୍ରାସ କରିବା ପାଇଁ ଘୋଷଣା…

ବାଇ-ଲ’ ପ୍ରତ୍ୟାହାର ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର, ୧୩ା୨ (ଓଡିଶା ଭାସ୍କର):: ବାଇ-ଇ’ ପ୍ରତ୍ୟାହାର ପ୍ରସଙ୍ଗରେ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ଓଡ଼ିଶାର ବିଜେଡି ସାଂସଦ । ବିଜେଡି ସାଂସଦଙ୍କର ଏକ ଟିମ୍…

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକକୁ ପିଟିଲା କାର୍, ଅକାଳରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୧୩ା୨: ଉତ୍ତରପ୍ରଦେଶର କନୌଜ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଭୟଙ୍କର ଦୁର୍ଘଟଣା ଆଗ୍ରା ଏକ୍ସପ୍ରେସୱେରେ ଘଟିଥିବା ଖବର ମିଳିଛି । ଖବର ପାଇ…

ଏସଏସପିଙ୍କ ମାନବିକତା: ଛାତ୍ରଙ୍କୁ ଛାଡ଼କଲେ ୫୦୦୦ ଟଙ୍କାର ବାଇକ୍ ଚାଲାଣ

ଇଟାୱା, ୧୩ା୨: ଉତ୍ତରପ୍ରଦେଶରେ ଜଣେ ଛାତ୍ରଙ୍କ ଠାରୁ ବାଇକ ଚେକିଂ ବାବଦରେ ୫ ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ପରେ ଛାତ୍ରଜଣକ ଏନେଇ ଜିଲ୍ଲା ଏସଏସପିଙ୍କୁ ଟ୍ୱିଟ କରି ନିଜର ସମସ୍ୟା ବିଷୟରେ ଅବଗତ କରାଇଥିଲେ ।…

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩.୯୨ ଲକ୍ଷ

ନୂଆଦିଲ୍ଲୀ,୧୩ ।୨: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୯୨ ହଜାର ୫୨୭କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୮୭ ଲକ୍ଷ ୧୦ ହଜାର ୧୭୮କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ କୋରୋନାରୁ…