Browsing Category

ଦେଶ ବିଦେଶ

ବୁଲେଟ୍‌ ଟ୍ରେନ୍‌, ବୋଇଂ ବିମାନଠୁ ଦ୍ରୁତ ‘ହାଇପର୍‌ଲୁପ୍‌’, ଏହି ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର) : ବେଶ କିଛି ଦିନ ଧରି ଏକ ନୂଆ କୌଶଳକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି, ଯାହା ସାର୍ବଜନୀନ ଯାତାୟତ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବ ବୋଲି ଦାବି କରାଯାଉଛି । ଏହି କୌଶଳର ନାଁ…

ଭାରତର ଏମଏସଏମଇ କ୍ଷେତ୍ରର ବୃଦ୍ଧି ପାଇଁ ୫୦ କୋଟି ଡଲାର ପ୍ରୋଗ୍ରାମକୁ ମଞ୍ଜୁରୀ ଦେଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଳୀ: ଦେଶରେ କୋଭିଡ-୧୯ ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି ଏମଏସଏମଇ ସେକ୍ଟର । ତେବେ ଏହାରି ମଧ୍ୟରେ ଭାରତର ଏମଏସଏମଇ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ବିଶ୍ୱ ବ୍ୟାଙ୍କ ୫୦୦ ମିଲିୟନ ଡଲାର ପ୍ରୋଗ୍ରାମକୁ ଅନୁମୋଦନ…

ପୁଣେର କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ମୃତ

ପୁଣେ: ମହାରାଷ୍ଟ୍ର ପୁଣେରେ ଥିବା କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ବେଳେ ୨ ଜଣ ପୁରୁଷ ଥିଲେ । ତେବେ…

ଶିଳ୍ପସଂସ୍ଥା ଚଳାଇବା ପାଇଁ ପରିବେଶ କ୍ଲିୟରାନ୍ସ କର… ଜାଣନ୍ତୁ କଣ କହିଲେ ଏନଜିଟି

ନୂଆଦିଲ୍ଲୀ: ଉଦ୍ୟୋଗ ବା ଶିଳ୍ପସଂସ୍ଥା ଚଳାଇବା ପାଇଁ ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) କଡ଼ା ତାଗିଦ୍ କରିଛନ୍ତି । ଏନଜିଟି ବେଞ୍ଚ ସ୍ପଷ୍ଟ କରିଛି ଯେ ବିନା ପର୍ଯ୍ୟାବରଣ…

ସପ୍ତମ ବେତନ କମିଶନ: କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏକୁ ନେଇ ଖୁବଶୀଘ୍ର ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ)କୁ ନେଇ ଆସିଛି ଏକ ବଡ଼ ଖବର । ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ କର୍ମଚାରୀ ସେମାନଙ୍କର ବର୍ଦ୍ଧିତ ଡିଏ ପାଇପାରିବେ । ଏହାକୁ ନେଇ ନ୍ୟାସନାଲ କାଉନସିଲ ଅଫ୍ ଜଏଣ୍ଟ…

ଏଣିକି ସ୍ପିଡପୋଷ୍ଟ ଦ୍ୱାରା ହେବ ଅସ୍ଥି ବିସର୍ଜନ, ଘରେ ବସି ଦେଖି ଲାଇଭ୍ ଦେଖି ପାରିବେ ସବୁ କ୍ରିୟା କ୍ରମ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ହେଲେ ବର୍ତ୍ତମାନ ସମୟରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରତିଦିନ ୨ ହଜାର ପାର୍ କରୁଛି । ଏହାର ମଧ୍ୟରେ କୋଭିଡ୍ ରେ ଜୀବନ…

ମୋଦୀଙ୍କ ବଡ ଘୋଷଣା: କହିଲେ – ‘ନଭେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ରାସନ’

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ମାଗଣାରେ ଟିକା ଯୋଗାଇବା ସହ ମାଗଣା ରାସନ ଯୋଗାଇବାକୁ ବଡ ଘୋଷଣା କରିଛନ୍ତି ମୋଦୀ । ସେ…

ଓଏସଡିରେ ମୋର କେହିବି ସମ୍ପର୍କୀୟ ନାହାନ୍ତି: ଜଗଦୀପ ଧନଖଡ଼

କୋଲକାତା: ଓଏସଡି ପଦକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ରଣଦୀପ ଧନଖଡ଼ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କଥା କଟାକଟି ହୋଇଛନ୍ତି । ରାଜ୍ୟପାଳ ନିଜର ତିନି ଜଣ ସଂପର୍କୀଙ୍କୁ ରାଜଭବନରେ ଚାକିରି ଦେଇଛନ୍ତି ବୋଲି…

ସମସ୍ତଙ୍କୁ ମାଗଣା ଟିକା ଦେବାକୁ ବଡ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ୧୮ ବର୍ଷରୁ…

ମେକ୍ସିକୋର ସହସ୍ୟମୟ ଗାଁ, ଏଠାରେ ମଣିଷଠୁ ଆରମ୍ଭ କରି ପ୍ରାଣୀ ସବୁ ଦୃଷ୍ଟିହୀନ

ନୂଆଦିଲ୍ଲୀ: ଏବେ ପର୍ଯ୍ୟନ୍ତ ଆପଣ ମାନେ ଅନେକ ରହସ୍ୟମୟୀ ସ୍ଥାନ ବିଷୟରେ ଜାଣିଥିବେ । ଆଉ ଏହିସବୁ ମଧ୍ୟରୁ କିଛି ସ୍ଥାନର କାହାଣୀ ଆପଣ ମାନଙ୍କୁ ଚିନ୍ତାରେ ପକାଇଥିବ ନିଶ୍ଚୟ । ତାହେଲେ ଚାଲନ୍ତୁ ଜାଣିବା ସେହି ଭଳି…