Browsing Category
ଦେଶ ବିଦେଶ
କରୋନା ଚିନ୍ତା, ଜିଲ୍ଲା ଓ ରାଜ୍ୟର ସୀମା ସିଲ୍ କର: କେନ୍ଦ୍ର ସରକାର
ନୂଆଦିଲ୍ଲୀ, ୨୯ା୩: ଏବେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବେନି ଲୋକେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ରାଜ୍ୟସରକାରଙ୍କୁ ଚିଠି ଲେଖି କେନ୍ଦ୍ର…
ସୁସ୍ଥ ହେଲେ କରୋନା ରୋଗୀ
ଅହମ୍ମଦାବାଦ, ୨୯ା୩: କରୋନାରେ ଦିନକୁ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ୨୭ଜଣଙ୍କର ମୃତ୍ୟୁ ହୋଇଛି ।…
ସବୁ ରାଜ୍ୟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ- କରୋନା ରୋଗୀଙ୍କ ପାଇଁ ଅଲଗା ନିର୍ମାଣ କର ମେଡିକାଲ
ନୂଆଦିଲ୍ଲୀ,୨୯ ।୩: କରୋନା ଭାଇରସ ସହିତ ମୁକାବିଲା କରିବାକୁ ଚେଷ୍ଟା ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ବୃଦ୍ଧି କରିବାକୁ କୁହାଯାଇଛି । ଏହାସହ…
ମୋଦୀଙ୍କୁ ରାହୁଲଙ୍କ ଚିଠି
ନୂଆଦିଲ୍ଲୀ, ୨୯ ।୩: କରୋନା ଭାଇରସ୍ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛିି । ବର୍ତ୍ତମାନ ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୨୬ କୁ ବୃଦ୍ଧି ପାଇଥିବା ବେଳେ ୯୭୯ ଜଣ ଆକ୍ରାନ୍ତ ହୋଇଛନ୍ତି । କୋଭିଡ-୧୯ ଉପରେ…
ଅଧିକ ଓଡ଼ିଆ ଫସି ରହିଥିବା ରାଜ୍ୟରେ ଓଡ଼ିଆମାନଙ୍କ ପାଇଁ ନୋଡ଼ାଲ ଅଫିସରଙ୍କୁ ଦାୟିତ୍ୱ
ଭୁବନେଶ୍ୱର, ୨୯ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଲକ୍ ଡାଉନ ରହିଛି । ତେଣୁ ଓଡ଼ିଶା ବାହାରେ ବହୁ ଓଡ଼ିଆ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ତେଣୁ ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆମାନେ ନିଜେ ନିଜ…
କରୋନାରେ ମୁମ୍ବାଇରେ ୪୦ବର୍ଷିୟ ମହିଳାଙ୍କ ମୃତ୍ୟୁ
ମୁମ୍ବାଇ, ୨୯ା୩: ଆଜି ମୁମ୍ବାଇରେ କରୋନାରେ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏହାସହ କରୋନାରେ ମୁମ୍ବାଇରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । କରୋନାରେ ମୃତ୍ୟୁ ହୋଇଥିବା ମହିଳାଙ୍କର ବୟସ ୪୦ବର୍ଷ ବୋଲି…
କରୋନା ଲକ୍-ଡାଉନ୍: ଘରକୁ ଚାଲି-ଚାଲି ଆସୁଥିଲା ଯୁବକ, ୨୦୦ କିଲୋମିଟର ପରେ ଉଡିଗଲା ପ୍ରାଣବାୟୁ
ଆଗ୍ରା,୨୯ ।୩: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନ ପାଇଁ ଲକ୍-ଡାଉନ୍ ଘୋଷଣା ହୋଇଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏଠାରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ଚାଲି…
ମନ୍ କି ବାତ୍: ଲକ୍-ଡାଉନରେ ଅସୁବିଧା ପାଇଁ କ୍ଷମା ମାଗିଲେ ମୋଦୀ
ନୂଆଦିଲ୍ଲୀ,୨୯ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ଲକ୍-ଡାଉନ୍ ବେଳେ ଲୋକଙ୍କ ଅସୁବିଧା ପାଇଁ କ୍ଷମା ମାଗିବା ସହ କରୋନାକୁ…
କରୋନାରେ ସ୍ପେନ୍ ରାଣୀ ମାରିଆଙ୍କ ମୃତ୍ୟୁ
ମାଦ୍ରିକ,୨୯ ।୩: କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ କରୋନାରେ ସ୍ପେନର ରାଜା ଚତୁର୍ଥ-ଫିଲିପଙ୍କ ସମ୍ପର୍କୀୟ ତଥା ବୋର୍ବନ-କାର୍ମାର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ…
କରୋନା ଭାଇରସ୍: ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି
ନୂଆଦିଲ୍ଲୀ,୨୯ ।୩: କରୋନା ଭାଇରସ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯କୁ ଛୁଇଁଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪…