Browsing Category
ଦେଶ ବିଦେଶ
ଅଧା ରହିଗଲା ତିରୁପତିଙ୍କ ଦର୍ଶନ, ମନ୍ଦିର ମୁହଁରେ ପହଞ୍ଚିଲାବେଳକୁ ଚଢ଼ିଗଲା ୧୦୮ ଆମ୍ବୁଲାନ୍ସ
ତିରୁପତି: ତିରୁପତି ଦର୍ଶନ କରିବାକୁ ଆସିଥିବା ଭକ୍ତଙ୍କ ପ୍ରାଣହାନୀ ଘଟିଛି । ମନ୍ଦିର ଯାଇ ଠାକୁରଙ୍କୁ ଗୁହାରି କରିବା ପୂର୍ବରୁ ତାଙ୍କ ଉପରେ ଚଢ଼ିଯାଇଥିଲା ୧୦୮ ଆମ୍ବୁଲାନ୍ସ ।
ମୃତକ ୨ ମହିଳାହେଲେ, ପେଡା ପେଡାମ୍ମା…
2030 ସୁଦ୍ଧା 6 କୋଟି ଲୋକଙ୍କୁ ଚାକିରି ଦେବାର ଲକ୍ଷ୍ୟ ରଖିଛି ଟେକ୍ସଟାଇଲ ମନ୍ତ୍ରଣାଳୟ: ବୟନ ମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ରୀୟ ବୟନ ମନ୍ତ୍ରୀ ଗିରିରାଜ ସିଂହ ବୟନ ଶିଳ୍ପକୁ ନେଇ ଏନ ବଡ଼ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ, ବୟନ ମନ୍ତ୍ରାଳୟ ୨୦୩୦ ବର୍ଷ ପର୍ଯ୍ୟନ୍ତ ଶିଳ୍ପକୁ ୩୦୦ ଅରବ ଆମେରିକୀୟ ଡଲାରର ବଜାର…
ରୁମ୍ ହିଟର ସାଜିଲା କାଳ, ଶ୍ୱାସରୁଦ୍ଧରୁ ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ପ୍ରାଣ
ନୂଆଦିଲ୍ଲୀ: ଘର ଭିତରେ ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୫ଜଣଙ୍କ ପ୍ରାଣ ଚାଲିଯାଇଛି। ଏହି ଘଟଣା ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ରବିବାର ଦିନ ଘଟିଛି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ଏହି ଆଶ୍ଚର୍ଯ୍ୟଜନକ…
Breaking: ପୁଣି ଚୀନରୁ ମାଡ଼ିଆସିଲା ମହାମାରୀ, ବେଙ୍ଗାଲୁରୁର ଶିଶୁ ହେଲା HMPV ଭୂତାଣୁରେ ଆକ୍ରାନ୍ତ
ବେଙ୍ଗାଲୁରୁ: ଭାରତରେ ପ୍ରଥମ ଏଚଏମପିଭି ସ୍ରଂକମିତ ଚିହ୍ନଟ । ବେଙ୍ଗାଲୁରୁରେ ଏଚଏମପିଭି ଭୂତାଣୁ ଦ୍ୱାରା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ୮ ମାସର ଶିଶୁ ପଜିଟିଭ ଚିହ୍ନଟ ହୋଇଛି ।
ଚୀନରେ ଦ୍ରୁତ ଗତିରେ କାୟା…
ଗାଲାକ୍ସି ଆପାର୍ଟମେଣ୍ଟ ପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଡରରେ ଜୀଉଁଛି ପରିବାର
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି । ହିରୋଙ୍କ ସୁରକ୍ଷା ବଢ଼ିବାର କାରଣ ହେଉଛି ଗାଲାକ୍ସି ଆପାର୍ଟମେଣ୍ଟ ।
ରବିବାର ଆପାର୍ଟମେଣ୍ଟର ଭିଡିଓ ସୋସିଆଲ ମିଡିଆରେ…
କାନାଡ଼ାରୁ ବଡ଼ ଖବର; ପିଏମ ପଦରୁ ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ, ଖୁବଶୀଘ୍ର ହୋଇପାରେ ଘୋଷଣା
ନୂଆଦିଲ୍ଲୀ: କାନାଡ଼ାରୁ ବଡ଼ ରାଜନୈତିକ ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ନିଜ ଦେଶରେ ରାଜନୈତିକ ଚାପର ସମ୍ମୁଖୀନ ହେଉଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏଥିପାଇଁ ସେ ପିଏମ ପଦରୁ ଇସ୍ତଫା ଦେବେ।…
କ୍ୟାନ୍ସରରୁ ମୁକ୍ତ ହେଲେ ଶିବା ରାଜକୁମାର, ଖୁବଶୀଘ୍ର ଫେରିବେ ବଡ଼ ପରଦାକୁ
ନୂଆଦିଲ୍ଲୀ: କନ୍ନଡ ଅଭିନେତା ଶିବା ରାଜକୁମାର ବହୁଦିନ ଧରି ରକ୍ତ କର୍କଟରେ ପୀଡ଼ିତ ଥିଲେ । କ୍ୟାନ୍ସର ନେଇ ସେ ଆମେରିକାର ମିଆମି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖରବ…
Indian Railwayରେ ନୂଆ ଅଧ୍ୟାୟ: କାଲି ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ସୁଦୃଢ ହେବ ଯୋଗାଯୋଗ
ନୂଆଦିଲ୍ଲୀ: କାଲିଠାରୁ ରେଳ ପ୍ରକଳ୍ପରେ ସାମିଲ ହେବ ଆଉ କିଛି ନୂଆ ଅଧ୍ୟାୟ । ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ନ ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ…
JIO vs Airtel… କେଉଁଥିରେ ଅଧିକ ଫାଇଦା? କମ୍ ଟଙ୍କାରେ ଅଧିକ ଫାଇଦା ଦେଉଛି ଏହି କମ୍ପାନୀ
ଓଡ଼ିଶା ଭାସ୍କର: ଏୟାରଟେଲ ବର୍ତ୍ତମାନ ଦେଶର ଦ୍ୱିତୀୟ ଲୋକପ୍ରିୟ ଟେଲିକମ୍ କମ୍ପାନୀ ପାଲଟିଛି । ଜିଓ ତାଲିକାର ଶୀର୍ଷରେ ଥିବା ବେଳେ ଉଭୟଙ୍କ ରିଚାର୍ଜ ପ୍ଲାନକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି ୟୁଜର ।
ଅନଲିମିଟେଡ…
iPhone ଲଭର୍ସଙ୍କ ପାଇଁ ଦୁଃଖ ଖବର, iPhone SE 4ର ମୂଲ୍ୟ ଅଧିକ ହେବ, ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ: ଯଦି ଆପଣ ଆପେଲର ସବୁଠୁ ଶସ୍ତା ଫୋନ iPhone SE 4ର ଅପେକ୍ଷା କରିଥିଲେ, ତେବେ ଏହା ଆପଣଙ୍କ ପାଇଁ ଦୁଃଖ ଖବର। ଏକ ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ଅପକମିଙ୍ଗ ଆଇଫୋନର…