Browsing Category
ୟୁକ୍ରେନ-ରୁଷିଆ ଯୁଦ୍ଧ
ୟୁକ୍ରେନରେ ଫସିଛନ୍ତି ଯାଜପୁରର ୩ ଛାତ୍ର, ଉଦ୍ଧାର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଭାରତ ପାଇଁ ଏକ ଜଟିଳ ପରିସ୍ଥିତି ଉପୁଜିଛି । ବିଭିନ୍ନ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ୟୁକ୍ରେନରେ…
Ukraine-Russia War: ରୁଷ ଆକ୍ରମଣରେ ୧୩୭ ଜଣଙ୍କ ହୋଇଛି ମୃତ୍ୟୁ
ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ସାରା ବିଶ୍ୱକୁ ସ୍ତବ୍ଧ କରିଛି । ରୁଷ ନିଜ ପଟରୁ ଯୁଦ୍ଧକୁ ରୋକିବାର ନାଁ ଧରୁନାହିଁ । ବର୍ତ୍ତମାନସୁଦ୍ଧା ରୁଷର ଆକ୍ରମଣରେ ୟୁକ୍ରେନର ଅନେକ ସହର କ୍ଷତିଗ୍ରସ୍ତ ହୋଇଯାଇଛି ।…
ଅଚଳ କରାଯିବ ରୁଷର ସବୁ ସମ୍ପତ୍ତି- ବାଇଡେନ୍
ଲଣ୍ଡନ: ୟୁକ୍ରେନ ବିପକ୍ଷରେ ରୁଷର ଯୁଦ୍ଧକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ପୋଷଣ କରିଛି । ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ବାଇଡେନ୍ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୁଟିନ୍ ଆକ୍ରମଣକାରୀ, ସେ…
ପୁଟିନ-ମୋଦି ଆଲୋଚନା: ହିଂସାର ପଥ ଛାଡ଼ି ଯୁଦ୍ଧ ରୋକିବାକୁ କଲେ ଅପିଲ୍
ରୁଷ ରାଷ୍ଟ୍ରପତିଙ୍କ ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ମୋଦି । ୟୁକ୍ରେନ ସଂକଟ ପରିପ୍ରେକ୍ଷୀରେ ଗୁରୁବାର ଫୋନରେ କଥା ହେଲେ ମୋଦି । ସମଗ୍ର ଘଟଣାକୁ ନେଇ ମୋଦିଙ୍କୁ ସୂଚନା ଦେଲେ ପୁଟିନ୍ । ଆଲୋଚନା ମାଧ୍ୟମରେ…
ୟୁକ୍ରେନ ସଂକଟକୁ ନେଇ ବିଦେଶ ମନ୍ତ୍ରାଳୟର ପ୍ରେସମିଟ୍: କିଛି ସମୟ ମଧ୍ୟରେ ପୁଟିନଙ୍କ ସହ କଥା ହେବେ ମୋଦି
ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଯାହାର ପ୍ରଭାବ ସମଗ୍ର ଉପରେ ଦେଖିବାକୁ ମିଳିଛି । ଅନେକ ଦେଶ ନିଜ ନିଜ ସ୍ତରରେ ଏହି ଯୁଦ୍ଧକୁ କୁଟନୈତିକ ସ୍ତରରେ ରୋକିବାକୁ ଚେଷ୍ଟା କରୁଛନ୍ତି ।…
ରୁଷିଆ ରାଷ୍ଟ୍ରପତିଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ, ମୋଟ ସମ୍ପତ୍ତି ମୂଲ୍ୟ ରହିଛି ଏତିକି
ରୁଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ରୁଷର ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ଙ୍କ ନିର୍ଦେଶ ପରେ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି । ଦୁଇ ଦେଶର ସେନା ପରସ୍ପରକୁ କଡା ଜବାବ୍…
ୟୁକ୍ରେନର ୧୧ଟି ଏୟାର ଫିଲ୍ଡ, ୭୪ ଟି ସେନା ଶିବିର ଧ୍ୱଂସ କରିବା ନେଇ ରୁଷର ସୂଚନା
ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଗୁରୁବାର ସକାଳେ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିଥିଲେ ରୁଷ ରାଷ୍ଟ୍ରପତ ଭ୍ଲାଦିମିର ପୁଟିନ୍ । ଯାହାକୁ ନେଇ ବିଶ୍ୱ ସ୍ତରରେ ଆରମ୍ଭ ହୋଇଛି ସମାଲୋଚନା । ସେପଟେ…
(Video) ୟୁକ୍ରେନ-ଋଷିଆ ଯୁଦ୍ଧ: ଓଡ଼ିଆ ପୁଅଙ୍କ ମୁଣ୍ଡରେ ଭାରତୀୟଙ୍କ ସୁରକ୍ଷା ଭାର
ଆରମ୍ଭ ହୋଇଛି ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଏଭଳି ସ୍ଥିତିରେ ସବୁ ଦେଶ ୟୁକ୍ରେନରେ ଥିବା ନିଜର ନାଗରିକଙ୍କ ସୁରକ୍ଷା ପାଇଁ ଏବେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି । ସବୁ ଦେଶ ନିଜ ନାଗରିକଙ୍କୁ ୟୁକ୍ରେନରୁ ଉଦ୍ଧାର…
ୟୁକ୍ରେନର କିଭ ଅଞ୍ଚଳରେ ପଶିଲା ଋଷ ସେନା: ପରିସ୍ଥିତିକୁ ନେଇ ସାରା ପୃଥିବୀରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା
ନୂଆଦିଲ୍ଲୀ: ଧିରେ ଧିରେ ୟୁକ୍ରେନର ବିଭିନ୍ନ ଇଲାକାରେ କବଜା କରୁଛି ଋଷ ସେନା । ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଆକ୍ରମଣ କରି ଖେଳାଇଦେଇଛି ଆତଙ୍କ । ଏବେ ୟୁକ୍ରେନର କିଭ ଅଞ୍ଚଳରେ ପଶି ଆତଙ୍କ ସୃଷ୍ଟି କରିଛି ଋଷ ସେନା ।…
ଭୋଗିବାକୁ ପଡିବ ଯୁଦ୍ଧର ପରିଣାମ: ପ୍ରେସମିଟ ଜରିଆରେ ଋଷକୁ କଡା ଚେତାବନୀ ଦେଲା “ନାଟୋ”
ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଭୟଙ୍କର ନିଷ୍ପତ୍ତି ସହ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ । ତେଣୁ ଏହି ଯୁଦ୍ଧର ପରିଣାମ ତାକୁ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛି ‘ନାଟୋ’ ।…