fbpx
Browsing Category

ଦେଶ

ଲିଫ୍ଟର ହେଲା ବ୍ରେକ୍ ଫେଲ୍‌, ତଳକୁ ଯିବା ପରିବର୍ତ୍ତେ ଟପ୍ ଫ୍ଲୋରର ଛାତ ଫଟେଇଲା, ୩ ଜଣ ଆହତ

ନୋଏଡ଼ା: ଉତ୍ତର ପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲାରେ ପୁଣି ଥରେ ଲିଫ୍ଟ ସହ ଜଡ଼ିତ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଲିଫ୍ଟଟି ତଳକୁ ଆସିବା ପରିବର୍ତ୍ତେ ଉପରକୁ ଯାଇଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ । ଏନେଇ…

BIG BREAKING…ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ: ଏହି ଲିଙ୍କରେ ଦେଖନ୍ତୁ ପରୀକ୍ଷା ଫଳ

ନୂଆଦିଲ୍ଲୀ: ସିବିଏସଇ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଘୋଷଣା କରିଛି । ଚଳିତ ବର୍ଷ ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ…

ଦୁନିଆର ସର୍ବବୃହତ AD ଫାର୍ମ WPPର ସିଇଓ ହେଲେ ସ୍କାମରଙ୍କ ଟାର୍ଗେଟ : Deepfake- AI Voice- ନକଲି WhatsApp ଆକାଉଣ୍ଟର ବ୍ୟବହାର

ନୂଆଦିଲ୍ଲୀ : ୨୦୨୩ ମସିହାରେ ବିଶ୍ୱର ସର୍ବବୃହତ ବିଜ୍ଞାପନ କମ୍ପାନୀ ଡବ୍ଲୁପିପିର ସିଇଓ ମାର୍କ ରିଡ୍ ନିକଟରେ ସ୍କାମରଙ୍କ ଟାର୍ଗେଟ ହୋଇଥିଲେ । ଏକ ତାଜା ରିପୋର୍ଟ ଅନୁଯାୟୀ, ସାଇବର ଅପରାଧୀମାନେ ଡିପଫେକ…

ଆଜି ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ, ପାରମ୍ପରିକ ପୋଷାକରେ ହେବ ସ୍ୱାଗତ

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏଥିମଧ୍ୟରେ ସୋମବାର ସଂସଦୀୟ କ୍ଷେତ୍ର ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦୀ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଲୋକସଭା…

ହାଇଦ୍ରାବାଦରେ ଭୋଟ୍ ଦେବା ପରେ କ’ଣ କହିଲେ ମାଧବୀ ଲତା ଓ ଓୱେସି ?

ହାଇଦ୍ରାବାଦ: ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ପ୍ରାର୍ଥୀ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ପ୍ରତ୍ୟେକ ନିର୍ବାଚନ ଏବଂ ଏହାର ପ୍ରସଙ୍ଗ ଅଲଗା ଅଲଗା ଅଟେ । ବିଜେପି ପ୍ରାର୍ଥୀ ନେତ୍ରୀ ମାଧବୀ ଲତା କହିଛନ୍ତି, ଆପଣଙ୍କ…

ଦେଶର ୧୩ ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ଧମକ: ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ବିମାନବନ୍ଦର କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ୍)କୁ ରବିବାର (ମେ ୧୨) ଏକ ଇ-ମେଲ୍ ମିଲ୍ ଦ୍ୱାରା ଦେଶର ୧୩ ବିମାନବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ମିଳିଛି । ବୋମା ଧମକ ପାଇବା ପରେ ଲଖନଉର…

ବଂଶ ବୁଡ଼ାଇଦେଲା ମଦ; ମା’କୁ ଗୁଳି କରି ମାରିବା ପରେ ସ୍ତ୍ରୀକୁ ହାତୁଡ଼ି ପିଟି ମାରିଲା, ୩ ପିଲାଙ୍କୁ ଛାତରୁ ଫିଙ୍ଗିଦେଲା

ସୀତାପୁର: ୟୁପିର ସୀତାପୁରରେ ଘଟିଥିବା ଏହି ଗଣହତ୍ୟା ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଗଣହତ୍ୟା କୌଣସି ଦୁର୍ବୃତ୍ତଙ୍କ ଦ୍ୱାରା ନୁହେଁ ବରଂ ଜଣେ ନିଶାସେବୀ ଙ୍କ ଦ୍ୱାରା କରାଯାଇଥିଲା। ଯୁବକ ଜଣକ ନିଜ ମାଆ,…

ପଶ୍ଚିମବଙ୍ଗରେ ପୁଣି ହିଂସା; ଭୋଟ୍ ଦେବା ପୂର୍ବରୁ ଟିଏମସି କର୍ମୀଙ୍କ ଉପରକୁ ବୋମା ମାଡ଼, ସିପିଏମ୍ ବିରୋଧରେ ହତ୍ୟା ଅଭିଯୋଗ

କୋଲକାତା: ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି । ରବିବାର (ଗତକାଲି) ରାତିରେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର କେତୁଗ୍ରାମରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ହତ୍ୟା…

୨୯ ଥର ପାଇଁ ମାଉଣ୍ଟ ଏଭରେଷ୍ଟକୁ ଜୟ କରିଲେ କାମୀ ରୀତା, ସଫଳତାର ସହ ଭାଙ୍ଗିଲେ ନିଜ ରେକର୍ଡ଼

କାଠମାଣ୍ଡୁ: ନେପାଲର ପ୍ରସିଦ୍ଧ ନେପାଳୀ ପର୍ବତାରୋହୀ କାମୀ ରୀତା ଶେରପା ରବିବାର ଦୁନିଆର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିଥିଲେ । ସେ ୨୯ଥର ପାଇଁ ଏଭରେଷ୍ଟ ଶିଖରରେ ପହଞ୍ଚି ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି ।…

(Video) ମତଦାନ ପୂର୍ବରୁ ନିଲାମ ହେଲା ଭୋଟ୍; ‘ଖଣ୍ଡେ ଭୋଟ୍‌ର ମୂଲ୍ୟ ୬,୦୦୦ ଟଙ୍କା…’ ନ ମିଳିବାରୁ ପିଟାପିଟି

ଅମରାବତୀ: ଆଜି ମତଦାନର କିଛି ଘଣ୍ଟା ପୂର୍ବରୁ ଆନ୍ଧ୍ରପ୍ରଦେଶର ଅତି କମରେ ୫ଟି ସ୍ଥାନରେ ପ୍ରବଳ ହଙ୍ଗାମା ହୋଇଥିଲା। ଲୋକମାନେ ନେତାଙ୍କ ଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ, ଯାହାକୁ ଭୋଟ ବଦଳରେ ଦେବାକୁ…