
Browsing Category
ଦେଶ
(Video) ବାସିବ ପୂରା ଅଯୋଧ୍ୟା ନଗରୀ; ଆସିଲା ୧୦୮ ଫୁଟ ଲମ୍ବ ଓ ୩୫୦୦ କେଜି ଓଜନର ଧୂପକାଠି…
ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମନ୍ଦିରର ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ଆଗାମୀ ୨୨ ଜାନୁଆରୀ ୧୨ଟା ୨୦ ମିନିଟରେ ହେବ । ରାମ ମନ୍ଦିରର ନିର୍ମାଣ କରୁଥିବା ସଂସ୍ଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର…
(Video)‘ମାଂସହାରୀ ଥିଲେ ପ୍ରଭୁ ରାମ, ଶିକାର କରୁଥିଲେ’: NCP ନେତାଙ୍କ ବିବାଦୀୟ ବୟାନ, ବିଜେପି କଲା ଅଭିଯୋଗ
ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାଜନୀତି ତୀବ୍ର ହୋଇଛି । ବିରୋଧୀ ଦଳର ନେତାମାନେ ଲଗାତାର ଭାବରେ ରାମ ମନ୍ଦିରର ଉଦଘାଟନୀ ସମାରୋହକୁ ନେଇ ବିବାଦୀୟ ତଥା…
(Video)ଏଥର ‘ମାର-ପିଟ’ କି ‘ଗାଳି-ଗୁଲଜ’ ନୁହେଁ, ବରଂ ଦିଲ୍ଲୀ ମେଟ୍ରୋରେ ଶୁଭିଲା ‘ବଜରଙ୍ଗବଲୀ’…
ନୂଆଦିଲ୍ଲୀ: ଅନେକ ସମୟରେ ମେଟ୍ରୋରେ ହେଉଥିବା ଭିଡିଓ ଏବଂ କାଣ୍ଡ କାରନାମାକୁ ନେଇ ଦିଲ୍ଲୀ ମେଟ୍ରୋ ବେଶ ଚର୍ଚ୍ଚାରେ ରହିଥାଏ । ଅନେକ ସମୟରେ ଏଥିରେ ମାର ପିଟ, ଗଣ୍ଡଗୋଳ, ଗାଳିଗୁଲଜ ସହିତ ଝିଅମାନଙ୍କର ନାଚୁଥିବାର…
(Video) ବିବାହ ପରେ ସଙ୍ଗେ ସଙ୍ଗେ ସ୍ୱାମୀଙ୍କୁ ସ୍ନାନ ପାଇଁ ପଠାଇଲେ ଇରା ଖାନ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଇରା ଖାନ ଏବଂ ନୁପୁର ଶିଖରଙ୍କ ବିବାହ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଦମ୍ପତିଙ୍କ ବିବାହ ଲୁକ୍ ଏବଂ ବିବାହ ବିଷୟରେ ଆଲୋଚନା ହେଉଛି। ଆମୀର ଖାନଙ୍କ ଠାରୁ ଆରମ୍ଭ କରି ପରିବାରର ପ୍ରତ୍ୟେକ ସଦସ୍ୟ ବିଭିନ୍ନ…
କଂଗ୍ରେସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ: ଶର୍ମିଲା ହେବେ ହାତର ନୂଆ ଶକ୍ତି, ତେଲେଙ୍ଗାନା ପରେ ଆନ୍ଧ୍ର ଦଖଲ ଲକ୍ଷ୍ୟରେ କଂଗ୍ରେସ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ପାଣିପାଗ ସେତିକି ଚଳଚଞ୍ଚଳ ହେବାରେ ଲାଗିଛି । ତେବେ ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ରାଜନୀତିରୁ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀ…
ଫେବୃଆରୀ ୧୩ ତାରିଖରେ ଆବୁଧାବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଅହଲାନ ମୋଦୀ ୨୦୨୪ କାର୍ଯ୍ୟକ୍ରମରେ ହେବେ ସାମିଲ
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୩ ରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଗସ୍ତ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆବୁଧାବି ଗସ୍ତ କରିବେ ଏବଂ ଏଠାରେ ଏକ…
ଟ୍ରେନରେ ଯାତ୍ରା ସମୟରେ ଚାଲିଗଲା ପତିଙ୍କ ପ୍ରାଣ, ଶୋଇପଡିଛନ୍ତି ଭାବି କାନ୍ଧରେ ଶବକୁ ଆଉଜାଇ ଧରି ୧୩ ଘଣ୍ଟା ଯାତ୍ରା କଲେ ମହିଳା
ଝାନ୍ସୀ: ସ୍ୱାମୀ ରାମକୁମାରଙ୍କ ସହ ଅଯୋଧ୍ୟା ଯାଉଥିବା ଜଣେ ମହିଳାଙ୍କୁ ଜଣା ନ ଥିଲା କି କେତେବେଳେ ତାଙ୍କ ସ୍ୱାମୀ ତାଙ୍କ କାନ୍ଧରେ ମୁଣ୍ଡ ରଖି ଶେଷ ନିଃଶ୍ୱାସ ତ୍ୟାଗ କରି ସାରିଲେଣି । ଗୁଜରାଟର ସୁରଟରୁ ଯାତ୍ରା…
ଦେହ ସାରା ଟାଟୁ କରି ଲେଖନ୍ତି ‘ରାମ’, ସିଗାରେଟ ମଦ ଠାରୁ ରୁହନ୍ତି କୋଶେ ଦୂରରେ: ଜାଣନ୍ତୁ କିଏ ସେହି ଜନଜାତି ଯେଉଁମାନଙ୍କୁ…
ଅଯୋଧ୍ୟା: ଅଯୋଧ୍ୟାରେ ଅନେକ ପ୍ରତୀକ୍ଷା ପରେ ଶେଷରେ ତିଆରି ହେବାକୁ ଯାଉଛି ଭଗବାନ ଶ୍ରୀ ରାମଙ୍କର ମନ୍ଦିର । ନିଜ ଜନ୍ମସ୍ଥାନରେ ଆଉ କିଛିଦିନ ପରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ । ତେବେ ଏହି ଘଟଣାକ୍ରମରେ ଧୀରେ ଧୀରେ…
ପୁଣି ବଢ଼ିବ କେଜ୍ରିୱାଲ ସରକାରର ମୁସ୍କିଲ! ମହିଳା କ୍ଲିନିକରେ ଫେକ୍ ଟେଷ୍ଟକୁ ନେଇ CBI ଯାଞ୍ଚ ନିର୍ଦ୍ଦେଶ ଦେଲେ LG
ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ) ପାଇଁ ଗୋଟିଏ ପରେ ଗୋଟିଏ ସଙ୍କଟ ବଢ଼ିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ…
୨୦୨୪ ପାଇଁ ବିଜେପିର ବଡ଼ ପ୍ରସ୍ତୁତି: ସମସ୍ତ ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା, ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ମାତ୍ର ବାକିଥିବା ବେଳେ ଏନେଇ ବିଜେପି ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଗାମୀ ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ନିକଟରେ…