Browsing Category

ଦେଶ

ମିଜୋରାମରେ ହେବ କ୍ଷମତାର ପରିବର୍ତ୍ତନ, MNF ନୁହେଁ ZPM ଗଢିବ ସରକାର !

ନୂଆଦିଲ୍ଲୀ: ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ଆଜି ସାମ୍ନାକୁ ଆସିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଯେତିକି ଫଳାଫଳ ସାମ୍ନାକୁ ଆସିଛି ସେଥିରୁ ସ୍ପଷ୍ଟ ହୋଇଛି କି ଲାଲଦୁହୋମାଙ୍କ ନେତୃତ୍ୱରେ ଗଠିତ ଜୋରମ୍ ପିପୁଲ୍ସ…

ସଂସଦର ଶୀତକାଳୀନ ଅଧିବେଶନରେ ହଙ୍ଗାମା, ୧୨ଟା ପର୍ଯ୍ୟନ୍ତ ଗୃହ ସ୍ଥଗିତ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବା ପରେ ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ୨୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ଏଥର ବେଶ୍ ଗରମ ରହିବ ।…

୧୪ ଦିନ ଭିତରେ ଫଇସଲା ନ ନେଲେ ହରାଇବାକୁ ପଡ଼ିବ ସଦସ୍ୟତା

ନୂଆଦିଲ୍ଲୀ: ରବିବାର, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାର ବିଧାନସଭା ନିବାର୍ଚନ ଫଳାଫଳ ଘୋଷଣା ହୋଇଯାଇଛି । ଏହି ୪ଟି ରାଜ୍ୟରୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମୋଦୀ ମ୍ୟାଜିକ୍ କାମ କରିଥିବା…

ଆଜି ମିଜୋରାମର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା, କିଛି ସମୟ ମଧ୍ୟରେ ଭୋଟ୍ ଗଣନା

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଆୟୋଜିତ ହୋଇଥିବା ବେଳେ ରବିବାର ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ଫଳାଫଳ ପ୍ରକାଶ ପାଇଥିଲା । ଏହି ୪ଟି ରାଜ୍ୟରୁ ଛତିଶଗଡ଼,…

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ୧୯ ଦିନ ମଧ୍ୟରେ ୧୫ କାର୍ଯ୍ୟ ଦିବସ ରହିଥିବାବେଳେ ୨୧ଟି ବିଲ୍ ଉପସ୍ଥାପନ କରାଯିବା ନେଇ ସ୍ଥିର…

(Video) ସତ ହେବ ତ ମାଳିକା? ଏହି ମୃର୍ତ୍ତିରୁ ବାହାରିବ କଳକୀଙ୍କ ୧୨ ହାତ ଖଣ୍ଡା… ଖୋଲିବ କଳିଯୁଗର ଗୁପ୍ତ ରହସ୍ୟ

ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନରେ ବର୍ଣ୍ଣିତ ହୋଇଥିବା ପ୍ରତ୍ୟେକ କଥା ଗୋଟି ଗୋଟି କରି ସତ ହେଉଥିବା ଦେଖାଯାଉଛି । ବହୁ ବର୍ଷ ପୂର୍ବରୁ କଳିଯୁଗ ଏବଂ ଏହାର ଶେଷ କାହାଣୀକୁ ନେଇ ମହାପୁରୁଷ ଅଚ୍ୟୁତାନନ୍ଦ…

(Video) ‘ଶୀଲା କି ଜୱାନୀ…’ର ନୂଆ Version… ଟ୍ରେନ ଭିତରେ Sexy Dance କଲେ ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦିଲ୍ଲୀ ମେଟ୍ରୋର ଅଜବ-ଗଜବ କାରନାମା ଅନେକ ସମୟରେ ଭାଇରାଲ ହେଉଥିବା ଦେଖିବାକୁ ମିଳେ । ଅନେକ ସମୟରେ ଯୁବତୀମାନଙ୍କ ଡାନ୍ସ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବ୍ୟାପି ଯାଇଥାଏ । କିନ୍ତୁ…

BIG BREAKING: ବାତ୍ୟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡିଶା ଭାସ୍କର: ବାତ୍ୟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସୁଥିବା ‘ମିଚାଉଁ’ ବାତ୍ୟା ନେଇ ସେ ପରାମର୍ଶ ଦେଇଛନ୍ତି। ଯେଉଁ ଦଳ ସରକାରରେ ଥାଉ ନା କାହିଁକି ସହଯୋଗ ପାଇଁ ସେ…

କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା: ରୋକିବା ପାଇଁ ପୁଲିସ କଲା ଲାଠିଚାର୍ଜ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଶଜାପୁରରୁ ଆସିଛି ବଡ ଖବର । ଭୋଟ ଗଣନା ସମୟରେ ଏଠାରେ ଆଜି ବିଜେପି ଏବଂ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତେବେ ସେହି କାରଣରୁ ପୁଲିସ କର୍ମୀମାନଙ୍କ ଉପରେ…

Election Result 2023: ଏବେ ୧୨ଟି ରାଜ୍ୟର ସତ୍ତା ବିଜେପି ହାତରେ, କଂଗ୍ରେସ ହାତରେ କେବଳ ୩

ନୂଆଦିଲ୍ଲୀ: ଚାରିଟି ରାଜ୍ୟ ମଧ୍ୟରୁ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବିଜୟ ଆଡକୁ ଗତି କରୁଥିବା ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ସରକାର ଗଠନ କରିବାକୁ ଯାଉଛି। ଏହି ତିନୋଟି ରାଜ୍ୟରେ…