Browsing Category
ଦେଶ
ପ୍ରଥମେ ବୃଦ୍ଧଙ୍କୁ ନ୍ୟୁଡ ଭିଡିଓ କଲ୍ କଲେ, ପରେ ନକଲି ପୋଲିସ ସାଜି ଠକିନେଲେ ୭୪ ହଜାର ଟଙ୍କା
ନୂଆଦିଲ୍ଲୀ: ଜଣେ ବୃଦ୍ଧଙ୍କୁ ଠକିବାର ମାମଲା ସାମ୍ନାକୁ ଆସିଛି। ପ୍ରଥମେ ସୋସିଆଲ ମିଡିଆ ଜରିଆରେ ବୃଦ୍ଧଙ୍କୁ ଏକ ନଗ୍ନ ଭିଡିଓ କଲ କରାଯାଇଥିଲା, ତା’ପରେ କିଛି ସମୟ ପରେ ଠକ ଜଣକ ଜଣେ ପୋଲିସ ଅଫିସର ବୋଲି ଦର୍ଶାଇ…
କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ରାଜ୍ୟସଭାର ସଦସ୍ୟମାନେ ଗୃହରେ ‘ଥାଙ୍କ ୟୁ’, ‘ବନ୍ଦେ ମାତରମ୍’, ‘ଜୟ ହିନ୍ଦ’ ନାରା ଦେଇ ପାରିବେନି
ନୂଆଦିଲ୍ଲୀ: ଆଉ ତିନି ଦିନ ପରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି । ରାଜ୍ୟସଭାର ସଦସ୍ୟମାନଙ୍କ ପାଇଁ ଏହି ନିୟମ ଲାଗୁ…
ଏଗଜିଟ-ପୋଲ ଦେଉଛି ୧୦ଟି ବଡ଼ ସଙ୍କେତ: ୫ଟି ରାଜ୍ୟର ଜନାଦେଶ ବଦଳାଇବ ଦେଶର ରାଜନୈତିକ ଦୃଶ୍ୟପଟ୍ଟ
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପୂର୍ବରୁ ଏଗଜିଟ ପୋଲ ତଥ୍ୟ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାସୀନ ସରକାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବେ ।…
(Video) ‘ମୋଦୀ-ମୋଦୀ’ ଏବଂ ‘ଏଥର ମୋଦୀ ସରକାର’ : ଦୁବାଇରେ ଏପରି ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ କଲେ ସ୍ୱାଗତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ପହଞ୍ଚିଛନ୍ତି। ଏଠାରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଏନଆରଆଇ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଲୋକମାନେ ସ୍ଲୋଗାନ ମଧ୍ୟ ଦେଇଥିଲେ। ୟୁଏଇ ଗସ୍ତ ସମୟରେ…
ପ୍ରବଳ ବର୍ଷା: ବନ୍ଦ ହେଲା ସ୍କୁଲ ଓ କଲେଜ, ସରକାର ଜାରି କଲେ Helpline
ନୂଆଦିଲ୍ଲୀ: ଗୁରୁବାର ଦିନ ତାମିଲନାଡୁ ଚେନ୍ନାଇ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ନିମ୍ନମାନର ଅଞ୍ଚଳରେ ଜଳସ୍ତର ସୃଷ୍ଟି କରିଛି। ଯେଉଁଥିପାଇଁ…
ଆପଣଙ୍କ Whatsapp ମେସେଜ ପଢୁଛନ୍ତି କି ସରକାର? ଏହି ଉପାୟରେ ଜାଣି ପାରିବେ ସତ୍ୟତା
Whatsapp ଜରିଆରେ ଆପଣ ନିଜ ଲୋକଙ୍କ ସହ କରୁଥିବା ଚାଟ୍ ବା ମେସେଜକୁ ସରକାର ପଢୁଛନ୍ତି କି? ଏମିତି ଏକ ପ୍ରଶ୍ନ କେବେ ନା କେବେ ଆପଣଙ୍କ ମନକୁ ଆସିଥିବ । ପ୍ରକୃତରେ ସରକାର ଆପଣଙ୍କ ବ୍ୟକ୍ତିଗତ ଚାଟ୍ ପଢୁଛନ୍ତି କି…
୫ଟି ରାଜ୍ୟର Exit Poll: ରାଜସ୍ଥାନରେ ବିଜେପି ତ ଛତିଶଗଡରେ କଂଗ୍ରେସର ବହୁମତ, ମଧ୍ୟପ୍ରଦେଶରେ Hung Assemblyର ପ୍ରଭାବ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମିଜୋରାମ ଏବଂ ତେଲେଙ୍ଗାନାରେ ହେଉଥିବା ୨୦୨୩ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ ରେ ଆସିବ। ଏହାପୂର୍ବରୁ ସମସ୍ତ ଏକଜିଟ୍ ପୋଲର ଫଳାଫଳ ପ୍ରକାଶ ପାଇଛି। ଏକଜିଟ୍…
ମସଜିଦ ଭିତରେ ନାବଳିକା ସହ ଦୁଷ୍କର୍ମ, ଅଭିଯୁକ୍ତ ଇମାମ ଗିରଫ
ନୂଆଦିଲ୍ଲୀ: ଏକ ମସଜିଦରେ ନାବାଳିକା ସହ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଲଜ୍ୟାଜନକ ଘଟଣା ଉତ୍ତରପ୍ରଦେଶର ହମୀରପୁର ଠାରେ ଘଟିଛି । ମସଜିଦର ଇମାମ ଏହି ଦୁଷ୍କର୍ମ କରିଥିବା ଜଣାପଡିଛି । ମସଜିଦରେ…
Amul Creativity: ଉତ୍ତରକାଶୀ ଟନେଲ ରେସ୍କ୍ୟୁ ମିଶନକୁ ଏପରି କଲା ବ୍ୟାଖ୍ୟା
ନୂଆଦିଲ୍ଲୀ: ପ୍ରସିଦ୍ଧ ଦୁଗ୍ଧ ଏବଂ ଡେରୀ ବ୍ରାଣ୍ଡ ଅମୁଲର ପ୍ରଡକ୍ଟ ଘରେ ଘରେ ବେଶ ପରିଚିତ । ତେବେ ଏହାର କ୍ରିଏଟିଭିଟି ମଧ୍ୟ ସର୍ବଦା ଲୋକଙ୍କୁ ଆକୃଷ୍ଟ କରିଥାଏ । ଦେଶ କିମ୍ବା ବିଶ୍ୱର ପ୍ରତ୍ୟେକଟି ପ୍ରମୁଖ ଘଟଣା…
ଗାର୍ଲଫ୍ରେଣ୍ଡ ସାମ୍ନାରେ ଅନ୍ୟ ଝିଅକୁ ଦେଖିବା ପଡ଼ିଲା ମହଙ୍ଗା: ଯୁବକଙ୍କ ଆଖି ସହ ଏମିତି କଲେ ପ୍ରେମିକା
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି । ଦୁଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଥିବା ଏକ ଭୟଙ୍କର ଘଟଣାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଲାଗି ରହିଛି । ପ୍ରେମିକାଙ୍କ…