Browsing Category

ଦେଶ

Toll Plazaରେ ୧୦୦% ଛାଡ଼ ହେଲା ଟାକ୍ସ: କେଉଁମାନଙ୍କୁ ମିଳିବ ସୁବିଧା?

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜମାର୍ଗ ବାଟରେ ଅତିକ୍ରମ କରିବା ସମୟରେ ଗାଡ଼ି ଚାଳକମାନଙ୍କୁ ଟୋଲ୍ ଟାକ୍ସ ଦେବାକୁ ପଡ଼ିଥାଏ । ସାରା ଦେଶରେ ନେସନାଲ ହାଇୱେ ସମେତ କିଛି ସାଧାରଣ ରାସ୍ତାରେ ମଧ୍ୟ ଟୋଲ ଟାକ୍ସ ଦେବାକୁ ପଡ଼େ ।…

କ୍ରିକେଟ ପରେ ଫୁଟବଲରେ ପରାଜୟ; ଭାରତକୁ ୩-୦ ଗୋଲ୍‌ରେ ହରାଇଲା କତାର

ଓଡିଶା ଭାସ୍କର: କ୍ରିକେଟ ପରେ ଫୁଟବଲରେ ପରାଜୟ, ଭାରତକୁ ୩-୦ ଗୋଲ୍‌ରେ ହରାଇଲା କତାର । ଆଜି କଳିଙ୍ଗ ଷ୍ଟାଡିୟମ୍‌‌ରେ ଭାରତ ଓ କତାର ମଧ୍ୟରେ ବିଶ୍ୱକପ୍‌‌ ୨୦୨୬ ଓ ଏଏଫ୍‌‌ସି କପ୍‌‌ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ…

‘….ଏତିକି ସମୟ ଭିତରେ ବାହାରକୁ ଆସିବେ ଶ୍ରମିକ’: ଟନେଲ ଉଦ୍ଧାର କାର୍ଯ୍ୟରେ ନୂଆ ସମ୍ଭାବନା

ନୂଆଦିଲ୍ଲୀ: ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ୧୦ ଦିନରୁ ଫସି ରହିଛନ୍ତି ୪୧ରୁ ଅଧିକ ଶ୍ରମିକ । ତେବେ ଟନେଲ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ଦେଇଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗର ସଚିବ ଅନୁରାଗ ଜୈନ କହିଛନ୍ତି ଯେ, ଏହି…

କଂଗ୍ରେସକୁ ଘାରିଲା ଇଡିର ଭୟ; ନ୍ୟାସନାଲ ହେରାଲ୍ଡ ମାମଲାରେ ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଏହି ମାମଲାରେ ଇଡି କମ୍ପାନୀ ସହ ଜଡ଼ିତ ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଦିଲ୍ଲୀରେ…

ଅଭାବନୀୟ କାଣ୍ଡ! ସ୍କୁଲ ଭିତରେ ପଶି ଆଖିବୁଜା ଗୁଳି ଚଳାଇଲେ ପୂର୍ବତନ ଛାତ୍ର

ଥ୍ରିସୁର: ଥ୍ରିସୁର ସହର ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ନାଇକାନାଲରେ ଅବସ୍ଥିତ ବିବେକୋଦୟମ ବଏଜ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଚାନକ ପଶି ଆସି ଜଣେ ଯୁବକ ଗୁଳିକାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି ।…

ଘର ଉପରେ ପେଟ୍ରୋଲ ବୋମା ପକାଇଲା ଦୁର୍ବୃତ୍ତ ବାଇକ ଚାଳକ, ସିସିଟିଭି କ୍ୟାମେରାରେ କଏଦ ହେଲା ଘଟଣା

ଜୟୀପୁର: ଉଦୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୀପାବଳିରେ ଦୁଇଜଣ ବାଇକ୍ ଆରୋହୀ ଉଦୟପୁରର ଏକ ଘରେ ପେଟ୍ରୋଲ ବୋମା ଫିଙ୍ଗି ଘଟଣାସ୍ଥଳରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ମୁସଲମାନ ପ୍ରାଧାନ୍ୟ…

(Video) ‘ମୁଁ ଠିକ୍ ଅଛି ମା’… ତୁ ଟାଇମରେ ଖାଇନବୁ…’: ଟନେଲ ଭିତରୁ ଶ୍ରମିକଙ୍କ ଇମୋସନାଲ ମେସେଜ

ଉତ୍ତରକାଶୀ: ଉତ୍ତରକାଶୀ ସିଲକ୍ୟାରା ଟନେଲରେ ୧୦ ଦିନରୁ ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ । ବେସାହାରା ହୋଇ ଟନେଲ ଭିତରେ ଅନ୍ଧାକରରେ ଦିନ କାଟୁଛନ୍ତି ଏହି ଶ୍ରମିକ । ତେବେ ଫସି ରହିବାର ୧୦ ଦିନ ପରେ ଆଜି କିଛି…

BREAKING NEWS: ହେଲିକପ୍ଟରରୁ ଆଣ୍ଟି ସିପ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ହେଲିକପ୍ଟରରୁ ଆଣ୍ଟି ସିପ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ । ଆଜି ଭାରତୀୟ ନୌସେନା ଏବଂ DRDO ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ସିପ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ନୌସେନାର ୪୨B…

AIIMS ଡାକ୍ତର ସହକର୍ମୀଙ୍କ ଉପରେ ଲଗାଇଲେ ଦୁଷ୍କର୍ମର ଅଭିଯୋଗ, ପୁଣି କରାଇଛନ୍ତି ଗର୍ଭପାତ

ନୂଆଦିଲ୍ଲୀ: ଦିଲ୍ଲୀ ଏଆଇଏମ୍ଏସ୍ ଡାକ୍ତର ତାଙ୍କ ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗ କରିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଡାକ୍ତର ମଧ୍ୟ ତାଙ୍କୁ ଗର୍ଭପାତ କରାଇଛନ୍ତି।…

ମାଟି ଶୁଖିଯିବ, ରହିବନି ପାଣି- ଏବେଠୁ ସାବଧାନ୍ ହୁଅ: ଚେତାବନୀ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗାମୀ ଭବିଷ୍ୟତକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଆସନ୍ତା ଦିନରେ ମାଟି ଶୁଖିଯିବା ସହିତ ପାଣି ମଧ୍ୟ ଶେଷ ହୋଇଯିବ ବୋଲି ସୁପ୍ରିମକୋର୍ଟ ତରଫରୁ ଚେତାବନୀ ଜାରି ହୋଇଛି ।…