Browsing Category
ଦେଶ
ନଭେମ୍ବର ପହିଲାରୁ ରାଉରକେଲା-କୋଲକାତା ବିମାନସେବା ଆରମ୍ଭ : ଆଲାଏନ୍ସ ଏୟାର ପକ୍ଷରୁ ମିଳିଲା ସୂଚନା
ରାଉରକେଲା : ନଭେମ୍ବର ପହିଲାରୁ ଷ୍ଟିଲ ସିଟିରୁ ଭୁବନେଶ୍ୱର ଦେଇ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ । ପୂର୍ବରୁ ଚଳାଚଳ ହେଉଥିବା ରାଉଲକେଲାରୁ ଭୁବନେଶ୍ୱର ବିମାନକୁ ଏବେ କୋଲକାତା ସହ ସଂଯୋଗ କରାଯାଇଛି । ଏନେଇ ଆଲାଏନ୍ସ…
ଶସ୍ତା ହେବ ପିଆଜ ଦର! ସରକାର ରପ୍ତାନି ଶୁଳ୍କ ସମେତ ନେଲେ ଅନେକ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ : ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ପୁଣି ଚିନ୍ତା ବଢିଗଲାଣି । ଗତକିଛି ସପ୍ତାହ ମଧ୍ୟରେ ପିଆଜର ଦର ଦୁଇଗୁଣ ବୃଦ୍ଧି ପାଇଛି । ଦିଲ୍ଲୀ ଏନସିଆର ସମେତ ଅନେକ ସ୍ଥାନରେ ପିଆଜର ମୂଲ୍ୟ ୮୦ କିଲୋଗ୍ରାମ ହୋଇଛି ।…
କନଭେନସନ୍ ସେଣ୍ଟରରେ ପ୍ରାର୍ଥନା ଚାଲିଥିବା ବେଳେ ବିସ୍ଫୋରଣ; ୧ ମୃତ, ୨୫ ଗୁରୁତର
କୋଚି: କେରଳର କୋଚିରେ ଏକ କନଭେନସନ୍ ସେଣ୍ଟରରେ ବମ୍ ବ୍ଲାଷ୍ଟ ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ମିଳିଥିବା ସୂଚନା ଅନୁସାରେ ଏହି…
ମନ କି ବାତ୍ ଜରିଆରେ ‘ଭୋକାଲ ଫର୍ ଲୋକାଲ’ ସ୍ୱପ୍ନକୁ ମିଳିମିଶି ପୁରଣ କରିବାକୁ ଦେଶବାସୀଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ରେଡିଓ ପ୍ରୋଗ୍ରାମ ମନ କି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ମନ କି ବାତ୍ କାର୍ଯ୍ୟକ୍ରମର ୧୦୬ ଏପିସୋଡ୍ ।…
ଖନନରେ ମିଳିଲା ୪୦୦ ବର୍ଷ ପୂରୁଣା ହସ୍ତ ଗୋଲା, ଏହି ହତିଆର ଉପରେ ଲେଖା ହୋଇଛି ଚେତାବନୀ
ଓଡିଶା ଭାସ୍କର : ଆର୍କୋଲୋଜିଷ୍ଟ କିଛି ଦିନ ପୂର୍ବରୁ ଖନନରେ ଏକ ଏପରି ଜିନିଷ ପାଇଥିଲେ ଯାହାର କଥା ଇତିହାସର ଅନେକ କଥାରେ ଉଲ୍ଲେଖ କରାଯାଇଥିଲା । ଏହା ଚୀନୀ ଦିୱାର ପାଖରେ ୪୦୦ ବର୍ଷ ପୁରୁଣା ପଥରର ହାତ ଗୋଲା ମିଳିଛି…
ଆମେରିକାରେ ଆଖିବୁଜା ଗୁଳିମାଡ କରି ୧୮ ଜୀବନ ନେଇଥିବା ବ୍ୟକ୍ତିର ମୃତ୍ୟୁ, ବୁଦା ମୂଳରେ ମିଳିଲା ଶବ
ନୂଆଦିଲ୍ଲୀ : ଆମେରିକାରେ ଲେବିଷ୍ଟନ ସହରେ ଆଖିବୁଜା ଗୁଳିମାଡ ଫଳରେ ୧୮ ଜଣ ଲୋକଙ୍କ ମୃତ୍ୟୁର କାରଣ ଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ସୂଚନା ଅନୁସାରେ ତାଙ୍କ ଶବ ବୁଦା ମୂଳରେ ମିଳିଥିଲା । ତେବେ ବ୍ୟକ୍ତି…
୨୪ ବର୍ଷର ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତି ଗିରଫ, ସାମ୍ନାକୁ ଆସିଲା ହତ୍ୟାର ରହସ୍ୟ
ଜୟପୁର : ଶୁକ୍ରବାର ଦିନ ଜୟପୁରରେ ଘଟିଥିବା ଏକ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଦୁଇଜଣ ଯୁବକ ପୂଜା ଯାଦବ ନାମକ ଜଣେ ଯୁବତୀଙ୍କ ଘରେ ପଶି ୫ ରାଉଣ୍ଡ ଗୁଳି ଚଳାଇଥିଲେ ।…
TMC ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ଆଉ ତାରିଖ ବଢାଯିବ ନାହିଁ ; ଏଥିକ୍ସ କମିଟି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କ ପଛ ଛାଡି ଯାଉନି ବିବାଦ । ନିକଟରେ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଇରାଲ…
ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା : ଆର୍ଥିକ ଅଭାବରୁ ଘଟିଲା ଏଭଳି ଘଟଣା
ସୁରାଟ : ଦୈନନ୍ଦିନ ଜୀବନରେ ଭିନ୍ନ ଭିନ୍ନ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ପାଳନପୁରରେ ଦେଖିବାକୁ ମିଳୁଛି । କୁହାଯାଉଛି ଯେ, ଆର୍ଥିକ ଅଭାବର ଚିନ୍ତାରୁ ବାହାରି…
ସ୍କୁଲ ସିଲାବସ୍ରେ ସାମିଲ ହେବ ରାମ ମନ୍ଦିର ନିର୍ମାଣର ଇତିହାସ, ପ୍ରସ୍ତୁତ ହେଉଛି ଯୋଜନା
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦୨୪ ଜାନୁୟାରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯିବ । ଏହାରି ମଧ୍ୟରେ…