CHARIDHAM
Browsing Category

ଦେଶ

ବୀରଭୂମି ହିଂସାରେ ଜୀଅନ୍ତା ଜଳିଗଲେ ନବ ବିବାହିତା ଦମ୍ପତି, ବିବାହକୁ ହୋଇଥିଲା ଏକମାସ

କେତେ ସ୍ୱପ୍ନ, ଆଶା ନେଇ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ ସବୁଦିନ ପାଇଁ । ସାରା ଜୀବନ ପାଇଁ ସାଥୀ ହୋଇ ରହିବାକୁ କଥା ଦେଇଥିଲେ ଦୁହେଁ ଦୁହିଁଙ୍କୁ  । ଆଉ ଗଢିଥିଲେ ତାଙ୍କର ସୁନାର ସଂସାର । ବିବାହକୁ ହୋଇଥିଲା ମାତ୍ର…

ବିନା ପରୀକ୍ଷାରେ ମହିଳାଙ୍କୁ ମିଳିବ ସରକାରୀ ଚାକିରି: ୮ ହଜାରରୁ ଅଧିକ ଅଙ୍ଗନବାଡି କର୍ମୀଙ୍କ ଭର୍ତ୍ତି ପାଇଁ ବିଜ୍ଞପ୍ତି

ନୂଆଦିଲ୍ଳୀ: ମହିଳାଙ୍କ ପାଇଁ ନିଯୁକ୍ତିର ବଡ ସୁଯୋଗ । ଅଙ୍ଗନବାଡିରେ ସୃଷ୍ଟି ହୋଇଛି ୮ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି । ଯୁବତୀ ମାନଙ୍କ ପାଇଁ ନିଯୁକ୍ତିର ଏହି ବୃହତ୍ତର ସୁଯୋଗ ଆଣିଛନ୍ତି ଗୁଜରାଟ ଅଙ୍ଗନୱାଡି…

(Video) ଜେଲରେ ରହି IIT-JAM ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ର: ସଫଳତା ପାଇଁ ମିଳୁଛି ଶୁଭେଚ୍ଛା

IIT-JAM ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଜଣେ ବିଚାରଧୀନ କଏଦୀ । ଜାତୀୟ ସ୍ତରରେ ୫୪ ରାଙ୍କ ହାସଲ କରି ଆଜି ପୁରା ଦେଶରେ ରେକର୍ଡ କରିଛନ୍ତି । ଏଭଳି ଘଟଣା ଆଗରୁ କେହି କେବେ ଶୁଣି ନଥିବେ । କାରଣ ଜେଲର ଚାରି କାନ୍ଥ…

ମାରତ୍ମକ ପ୍ରେମ! ଶାଳୀ-ଭିଣୋଇ ପ୍ରେମରେ ବାଧକ ସାଜୁଥିଲା ସ୍ୱାମୀ, ଗଳା ଚିପି ମାରିଦେଲେ

ୟୁପି: ଉତ୍ତରପ୍ରଦେଶ ବହରାଇଚ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଶାଳୀ-ଭିଣୋଇ ପ୍ରେମ ସମ୍ପର୍କରେ ବଳି ପଡିଛି ସ୍ୱାମୀ । ପ୍ରେମ ଯୋଗୁଁ ଭିଣୋଇ ସହିତ ମିଶି ନିଜ ସ୍ୱାମୀକୁ ହତ୍ୟା କରିଛି ଶାଳୀ…

(ଦେଖନ୍ତୁ Video) ଆମ୍ବୁଲାନ୍ସ ମିଳିଲାନି, ଝିଅର ଶବକୁ କାନ୍ଧରେ ଧରି ୧୦ କିମି ପର୍ଯ୍ୟନ୍ତ ଚାଲିଲେ ବାପା

ନୂଆଦିଲ୍ଲୀ: ଆଜିକାଲି ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଘୋଷଣା କରିଥିଲେ ହେଁ ତାହାର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି ନିରୀହ, ମଳିମୁଣ୍ଡିଆମାନେ । ପୂର୍ବରୁ ଏଭଳି ଅନେକ ଦୃଷ୍ଟାନ୍ତ…

ନୀତିନ ଗଡକରୀଙ୍କ ବଡ ଘୋଷଣା, ଏବେ ପ୍ରତି ଗାଡିରେ ରହିବ ସେଫଟି ଫିଚର, ଏହି ତାରିଖରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ : କାରରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ସୁରକ୍ଷା ମିଳିବାକୁ ଯାଉଛି । ଭାରତରେ ବିକ୍ରି ହେଉଥିବା ନୂତନ କାରଗୁଡିକରେ ଶୀଘ୍ର ଛଅ ଏୟାରବ୍ୟାଗକୁ ଷ୍ଟାଣ୍ଟାର୍ଡ ସେଫଟି ଫିଚରରେ ପରିଣତ…

କରୋନା ଭ୍ୟାକ୍ସିନ ସାର୍ଟିଫିକେଟରେ ପୁଣି ଥରେ ଲାଗିବ ପିଏମ ମୋଦୀଙ୍କ ଫଟୋ ! କେନ୍ଦ୍ରର ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସହିତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସଂପନ୍ନ ହୋଇ ସାରିଛି । ତେଣୁ କେନ୍ଦ୍ର ସରକାର ଏବେ ଏହି ସବୁ ରାଜ୍ୟରେ କୋଭିଡ୍-୧୯ ଟିକାକରଣ ପ୍ରମାଣପତ୍ର ଅର୍ଥାତ ସାର୍ଟିଫିକେଟ୍ ଉପରେ…

ଭଗବାନ ଏବଂ ମନ୍ଦିର ନାମରେ ଜମି ଜବର ଦଖଲ କଲେ ହଟାଇବାକୁ ଆଦେଶ ଦେବେ ଅଦାଲତ: ହାଇକୋର୍ଟ

ଚେନ୍ନାଇ : ମନ୍ଦିର ନାମରେ ଥିବା ଜମି କବଜା କରାଯାଇ ପାରିବ ନାହିଁ । ଭଗବାନଙ୍କ ନାମରେ ଯଦି ସାର୍ବଜନୀନ ସ୍ଥାନରେ ଜବରଦଖଲ କରାଯାଏ ତେବେ ଅଦାଲତ ଏହାକୁ ହଟାଇବାକୁ ଆଦେଶ ଦେବେ । ଏମିତି ଏକ ମାମଲାର ଶୁଣାଣି କରି…

ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଚାଲିଛି ସ୍ୱାମୀ ବଣ୍ଟା! ଜଣଙ୍କ ପାଖରେ ୧୫ ଦିନ ତ’ ଆଉ ଜଣଙ୍କ ପାଖରେ ୧୫ ଦିନ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଗୋଟିଏ ସ୍ତ୍ରୀ ସମ୍ଭାଳିବା ଭାରି ପଡୁଛି । କିନ୍ତୁ ବିହାରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ସ୍ୱାମୀକୁ ନେବା ପାଇଁ ୨ ସ୍ତ୍ରୀଙ୍କ ମଧ୍ୟରେ ଚାଲିଛି ଭାଗବଣ୍ଟା । ୫…

ଆସନ୍ତାକାଲିଠାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାର ଏଥିପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । କୋଭିଡ ସଙ୍କଟ କାରଣରୁ ଗତ ଦୁଇବର୍ଷ ହେଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ…