Browsing Category
ଦେଶ
ରୋହିତ ଶର୍ମାଙ୍କୁ କାହିଁକି ଡକାଇଲା BCCI, ସାମ୍ନାକୁ ଆସିଲା ଏହି ବଡ଼ ଅପଡେଟ୍
ନୂଆଦିଲ୍ଲୀ: ଭାରତୀୟ ଟିମର ଦିନିକିଆ କ୍ୟାପ୍ଟେନ ରୋହିତ ଶର୍ମା ଶେଷ ଥର ଦେଶ ପାଇଁ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳିଥିଲେ। ଏହାପରେ ସେ ଭାରତୀୟ ଜର୍ସିରେ ନଜର ଆସିନଥିଲେ, କାରଣ ଷ୍ଟାର ଖେଳାଳି ଟି୨୦ ଏବଂ ଟେଷ୍ଟରୁ…
ଚିନ୍ତାରେ ମୋଦୀ, ଟ୍ରମ୍ପଙ୍କ ୫୦% ଶୁଳ୍କ ଯୋଗୁଁ ଭାରତ ସହିବ ୫୨ ଲକ୍ଷ କୋଟିର କ୍ଷତି!
ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୫୦% ଶୁଳ୍କ ଯୋଗୁଁ ଭାରତ ୫୨ ଲକ୍ଷ କୋଟି ପର୍ଯ୍ୟନ୍ତ କ୍ଷତି ସହିପାରେ। ଏହି ଦାବି କରିଛନ୍ତି ବ୍ରୋକରେଜ୍ ଫର୍ମ ଜେଫେରିଜ ଗ୍ଲୋବାଲ୍ ଇକ୍ୱିଟି ଷ୍ଟ୍ରାଟେଜି ମୁଖ୍ୟ…
ସ୍କୁଲରେ ଛଟପଟ ହୋଇ ଜୀଅନ୍ତା ଜଳି ମରିଗଲା ପଞ୍ଚମ ଶ୍ରେଣୀ ଛାତ୍ରୀ, ପ୍ରିନ୍ସିପାଲ୍ ନିଲମ୍ୱିତ
ପାଟନା: ସ୍କୁଲରେ ଅଭାବନୀୟ ଘଟଣା। ନିଆଁରେ ଜୀଅନ୍ତା ଜଳି ଛଟପଟ ହୋଇ ମରିଗଲା ପଞ୍ଚମ ଶ୍ରେଣୀର ନିଷ୍ପାପ ଛାତ୍ରୀ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସ୍କୁଲର ପ୍ରିନ୍ସିପାଲଙ୍କୁ ନିଲମ୍ୱିତ କଲେ ଜିଲ୍ଲା ଶିକ୍ଷା…
ପଇସା ଉଠିଗଲା! ‘ପରମ ସୁନ୍ଦରୀ’ କିଣିନେଲା ଫ୍ୟାନ୍ସଙ୍କ ଦୃଦୟ, ପଢନ୍ତୁ ରିଭ୍ୟୁ
ନୂଆଦିଲ୍ଲୀ: ଆଜି ବହୁ ପ୍ରତିକ୍ଷିତ ଫିଲ୍ମ ‘ପରମ ସୁନ୍ଦରୀ’ ସିନେମାରେ ମୁକ୍ତିଲାଭ କରିଛି। ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାନଭୀ କପୁରଙ୍କୁ ନେଇ କମେଡି ରୋମାନ୍ସ ଫିଲ୍ମ କରାଯାଇଛି। ଏହି ଜୋଡ଼ିର କେମେଷ୍ଟ୍ରୀ ଫ୍ରେସ୍…
Danish Malewar ରଚିଲେ ଇତିହାସ, ଦ୍ୱିତୀୟ ଶତକ ମାରି ହେଲେ ନଂ୧ ଖେଳାଳି
ନୂଆଦିଲ୍ଲୀ: ଦଲିପ ଟ୍ରଫିରେ ସେଣ୍ଟ୍ରାଲ ଜୋନ ପକ୍ଷରୁ ଖେଳୁଥିବା ଟପ୍ ଅର୍ଡରର ବ୍ୟାଟ୍ସମ୍ୟାନ ଡାନିସ୍ ମାଲେୱାର ଧମାଲ କରିଛନ୍ତି। ଏହି ବ୍ୟାଟ୍ସମ୍ୟାନ ନର୍ଥ ଇଷ୍ଟ ଜୋନ ବିପକ୍ଷରେ ୨୦୩ ରନର ଇନିଂସ ଖେଳିଛନ୍ତି। ଡାନିସ୍…
ଲୋମ ଟାଙ୍କୁରି ଉଠିବ…ଜ୍ୱାଇଁଙ୍କୁ ଲଙ୍କା ପାଣି ପିଆଇ କାନରେ ତେଲ ଭର୍ତ୍ତି କଲେ, ଆତ୍ମା ଛଡାଇବାକୁ ପାଣି ଟବରେ ମୁଣ୍ଡ ବୁଡାଇ ମାରିଦେଲେ
ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁରୁ ଏକ ଲୋମହର୍ଷଣକାରୀ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଠାରେ ଶ୍ୱଶୁର ଘର ଲୋକେ, ଜ୍ୱାଇଁଙ୍କୁ ଦୁଷ୍ଟ ଆତ୍ମା ଦ୍ୱାରା ଆକ୍ରାନ୍ତ ବୋଲି ଦାବି କରି ତାଙ୍କୁ ଏପରି ମୃତ୍ୟୁ ଦେଲେ ଯାହା…
ଟ୍ରମ୍ପଙ୍କ ଟାରିଫ ଲଗାଣରେ ଭାରତକୁ ଝଟକା…ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ
ନୂଆଦିଲ୍ଲୀ: ଭାରତ ଉପରେ ଟାରିଫ୍ ପ୍ରଭାବ । ଡଲାର ତୁଳନାରେ ପୁଣି ଟଙ୍କା ଦୁର୍ବଳ ।
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ । ଶୁକ୍ରବାର ୧ ଡଲାର ମୂଲ୍ୟ ୮୭.୭୬ ଟଙ୍କାରେ ପହଞ୍ଚିଛି ।
ଆମେରିକା…
ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖାଯିବା ଉଚିତ… ଆପତ୍ତିଜନକ ବୟାନ ଦେଲେ ମହୁଆ ମୋଇତ୍ରାଙ୍କ
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଷୟରେ ଏକ ଆପତ୍ତିଜନକ ବୟାନ ଦେଇଛନ୍ତି । ଏହି ବୟାନ ଦେବା ସମୟରେ ସେ ସମସ୍ତ ସୀମା ଅତିକ୍ରମ କରି କହିଛନ୍ତି ଯେ…
ମହଙ୍ଗା ହୋଇଯିବ ଦୁଇଚକିଆ ଯାନ, 40% GST ଲଗାଇବେ ସରକାର
ନୂଆଦିଲ୍ଲୀ: ଏବେ ମହଙ୍ଗା ହେବାକୁ ଯାଉଛି ଦୁଇଚକିଆ ଯାନ । 350 ସିସିରୁ ଅଧିକ ମୋଟରସାଇକେଲ ଉପରେ 40% ଟିକସ ଲଗାଇବେ ସରକାର । କେନ୍ଦ୍ର ସରକାର ସାମଗ୍ରୀ ଏବଂ ସେବା ଟିକସ (GST) ପୁନଃଗଠନ କରିବାକୁ ପ୍ରସ୍ତାବ…
ଗାଲୁଆ ଭିଣୋଇ, ଶାଳୀ ପ୍ରେମରେ ବାଇଆ ହୋଇ ଚଢ଼ିଗଲା ବିଦ୍ୟୁତ ଟାୱାର, ୭ ଘଣ୍ଟା କାଳ କଲେ ହାଇଡ୍ରାମା
ଉତ୍ତରପ୍ରଦେଶ: ବାଇଆ କଲା ଶାଳୀ ପ୍ରେମ। ହେଲେ ଶାଳୀ ରାଜି ନହେବାରୁ ଭିଣୋଇ କଲା ଅଜବ କାଣ୍ଡ। ଯାହା ପାଇଁ ପୋଲିସ ହେଲା ହଇରାଣ। ଉତ୍ତର ପ୍ରଦେଶ କନୌଜରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଘଟଣା।
ଭିଣୋଇ ତାଙ୍କ…