Browsing Category
ଦେଶ
ନିଟ୍ ପିଜି ପରୀକ୍ଷା ସ୍ଥଗିତ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲେ କେବେ ହେବ ପରୀକ୍ଷା
ନୂଆଦିଲ୍ଲୀ: ସ୍ଥଗିତ ରହିଲା ୨୦୨୨ ନିଟ୍ ପିଜି ପରୀକ୍ଷା । ପରୀକ୍ଷା ସ୍ଥଗିତ ରଖିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ…
ଦେଶରେ ଦିନକରେ ୧୦୭୨ ମୃତ, ୧.୪୯ ଲକ୍ଷ କୋଭିଡ୍ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୯ ହଜାର ୩୯୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର…
‘ପୁଷ୍ପା’ ଷ୍ଟାଇଲରେ ଚୋରୀ! ଟ୍ରକରୁ ଜବତ ହେଲା ୨ କୋଟି ୪୫ ଲକ୍ଷର ଲାଲଚନ୍ଦନ କାଠ
ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମ ଆପଣ ମାନେ ନିଶ୍ଚୟ ଦେଖିସାରିଥିବେ । କିପରି ପୋଲିସ୍ ଆଖିରେ ଧୂଳି ଦେଇ ଓ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ଲାଲଚନ୍ଦନ କାଠର କାରବାର କରୁଥିଲେ ପୁଷ୍ପା । ଫିଲ୍ମଟି ଏବେ…
ଫେସବୁକ୍ ଦେଉଛି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍, ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣ କୌଣସି ଏକ ସ୍ମଲ୍ ବିଜନେସ୍ ଆରମ୍ଭ କରୁଛନ୍ତି, ତାହେଲେ ଆପଣ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବ୍ୟବସାୟକୁ ବଢ଼ାଇପାରିବେ । ଏଥିରେ କେବଳ ଆପଣ ବିଜ୍ଞାପନ ଜରିଆରେ ବ୍ୟବସାୟକୁ ପ୍ରସାର…
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରାଙ୍କୁ ଗିରଫ କଲା ଇଡି, ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା
ନୂଆଦିଲ୍ଲୀ: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାବେଳେ ଏଭଳି ସ୍ଥିତିରେ କଂଗ୍ରେସକୁ ଲାଗିଛି ଝଟକା । ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କ ପୁତୁରା ଭୂପିନ୍ଦର ସିଂହ ହନୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ…
ବେଜିଂରେ ଶୀତକାଳୀନ ଅଲିମ୍ପିକକୁ ଉଦଘାଟନ ଓ ଉଦଯାପନ ଉତ୍ସବର ସିଧା ପ୍ରାରଣ କରିବନି ଦୂରଦର୍ଶନ
ନୂଆଦିଲ୍ଲୀ: ଚୀନର ବେଜିଂରେ ଅନୁଷ୍ଠିତ ହେବାକୁ ଯାଉଥିବା ଶୀତ କାଳୀନ ଅଲିମ୍ପିକ୍ କ୍ରୀଡାର ଉଦଘାଟନ ଓ ଉଦଯାପନ ଉତ୍ସବର ସିଧା ପ୍ରାରଣ କରିବ ନାହିଁ ଦୂରଦର୍ଶନ । ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶଶୀ ଶେଖର…
ଭାରତର ୫ଟି ହଣ୍ଟେଡ୍ ରେଲୱେ ଷ୍ଟେସନ୍, ଜାଣନ୍ତୁ କଣ ରହିଛି ଏଠାକାର କାହାଣୀ
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ଭୟାନକ ସ୍ଥାନ ଭାବରେ ଗଣାଯାଏ । କିନ୍ତୁ ବୈଜ୍ଞାନିକ ମାନଙ୍କ କହିବା ମୁତାବକ, ଭୁତ ଭଳି କିଛି ଜିନିଷ ନାହିଁ । ଏସବୁ କେବଳ କଳ୍ପନା ମାତ୍ର । ଏହା…
ଏପରି ହୋଇଥାଏ ବାଦଲଫଟା ବର୍ଷା, ଦେଖନ୍ତୁ ଭୟଙ୍କର ଲାଇଭ୍ ଭିଡିଓ
ନୂଆଦିଲ୍ଲୀ: ବାଦଲ ଫଟା ବର୍ଷା ସର୍ବଦା ବିନାଶ ନେଇଆସିଥାଏ । ଯେଉଁଠାରେ ବି ବାଦଲ ଫାଟିଥାଏ ସେଠାରେ ବନ୍ୟା ପରିସ୍ଥିତି ଦେଖାଯାଇଥାଏ । ଭାରତର ଅନେକ ସ୍ଥାନରେ ବାଦଲ ଫାଟିବା ଘଟଣା ଆମେ ଦେଖିଛେ । ଖାସ୍ କରି ଉଚ୍ଚ…
ନିର୍ମାଣାଧୀନ ବିଲ୍ଡିଂରେ ଲୁହା ସ୍ଲାବ୍ ଖସି ୭ ଶ୍ରମିକ ମୃତ, ୩ ଆହତ
ପୁନେ: ମହାରାଷ୍ଟ୍ର ପୁନେରେ ଗୁରୁବାର ଦିନ ବିଳମ୍ବିତ ରାତିରେ ବଡ଼ ଧରଣର ଅଘଟଣ ଘଟିଯାଇଛି । ଏଠାରେ ଏକ ନିର୍ମାଣାଧୀନ ବିଲ୍ଡିଂର ଲୁହା ସ୍ଲାବ୍ ଖସିବା ଫଳରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି ଓ ୩ ଜଣ ଗୁରୁତର ଭାବେ…
ୟୁପି ନିର୍ବାଚନ ଲଢ଼ିବେ ବିରାପାନ୍ନାଙ୍କ ପୁଅ ବୀର ସିଂ, ଟିକେଟ୍ ଦେଲା ସମାଜବାଦୀ ପାର୍ଟି
ନୂଆଦିଲ୍ଲୀ: ବିରାପାନ୍ନାଙ୍କ ପୁଅ ବୀର ସିଂ ପଟେଲଙ୍କୁ ମାନିକପୁର ବିଧାନସଭା କ୍ଷେତ୍ରରୁ ସମାଜାବଦୀ ପାର୍ଟି ପ୍ରାର୍ଥୀ କରିଥିବା ବେଳେ ଭଣଜା ରାମସିଂ ପଟେଲଙ୍କୁ ପ୍ରତାପଗଡ ବିଧାନସଭା ଆସନରୁ ଲଢ଼ିବା ସୁଯୋଗ ଦେଇଛି…