Browsing Category

ଦେଶ

ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ନାତୁଣୀଙ୍କ ଆତ୍ମହତ୍ୟା, ଦେଖନ୍ତୁ Video

ବେଙ୍ଗାଲୁର: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ୟେଦିଙ୍କ ନାତୁଣୀ ଡାକ୍ତର ସୌନ୍ଦର୍ଯ୍ୟାଙ୍କ ମୃତଦେହ…

କରୋନା ପରେ ଏବେ ଆଉ ଏକ ଭାଇରସ ଚିନ୍ତା, ମଣିଷଙ୍କ ଠାରେ ସଂକ୍ରମଣ ଭୟ!

ନୂଆଦିଲ୍ଲୀ: କରୋନା ଭାଇରସର ବିଭିନ୍ନ ଭାରିଆଣ୍ଟକୁ ସମଗ୍ର ବିଶ୍ୱ ଚିନ୍ତିତ । ଆଉ ଏହି ସମୟରେ ଏକ ନୂଆ ଭାଇରସ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଏହା କରୋନା ଅପେକ୍ଷା ଅଧିକ ବିପଜ୍ଜନକ ଅଟେ  । ବଡ଼ କଥା ହେଉଛି ଚାଇନାର…

ବଜେଟ୍ ପୂର୍ବରୁ ହଲୱାକୁ ଖାଇଦେଲା ଓମିକ୍ରନ୍: ସଂକ୍ରମଣ ପାଇଁ ବନ୍ଦ ହେଲା ‘ହଲୱା ସେରିମୋନୀ’

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ସାଧାରଣ ଲୋକଙ୍କ ଜୀବନ ଧାରଣ ଶୈଳୀରେ ଅନେକ କିଛି ପରିବର୍ତ୍ତନ ଘଟିଛି । ତେବେ ଗତବର୍ଷ ବଜେଟ ଡିଜିଟାଲ ମାଧ୍ୟମରେ ଉପସ୍ଥାପିତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ବହୁତ କିଛି…

ବରଣମାଳ ଫୋପାଡ଼ିବାରୁ ବର ଉପରେ ରାଗି ଯାଇ ବିବାହ କରିବାକୁ ମନା କରିଦେଲେ କନ୍ୟା

ନୂଆଦିଲ୍ଲୀ: ବରର ବ୍ୟବହାରରେ କନ୍ୟା ଅତିଷ୍ଠ ହୋଇ ବିବାହ କରିବାକୁ ମନା କରିଦେଲା କନ୍ୟା । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶର ଔରୟା ଜିଲ୍ଲାରୁ ସାମନାକୁ ଆସିଛି । କୌଣସି ଏକ କାରଣରୁ ବରଣମାଳ ସମୟରେ ବର ବେକରୁ ବରଣମାଳ…

ମହାରାଷ୍ଟ୍ର ବିଧାନସଭାରୁ ୧୨ ବିଜେପି ବିଧାୟକ ନିଲମ୍ବିତ ମାମଲା, ସୁପ୍ରିମକୋର୍ଟ ରଦ୍ଦ କଲେ ପ୍ରସ୍ତାବ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାରୁ ନିଲମ୍ବିତ କରାଯାଇଥିବା ବିଜେପି ବିଧାୟକଙ୍କୁ ସୁପ୍ରିମକୋର୍ଟ ଏକ ରିଲିଫ୍ ଦେଇଛନ୍ତି । ୧୨ ବିଧାୟକଙ୍କୁ ଏକ ବର୍ଷ ମଧ୍ୟରେ ନିଲମ୍ବନକୁ ଅଣସାମ୍ବିଧାନିକ ଓ ମନମୁଖି କହି ରଦ୍ଦ…

ବଳପୂର୍ବକ ମଥାରେ ସିନ୍ଦୁର ଦେଲା ଧରମ ଭାଇ, ତା’ପରେ ସାଙ୍ଗମାନଙ୍କ ସହ ମିଶି କଲା ଗଣଦୁଷ୍କର୍ମ

ସୁରଟ: ଗୁଜରାଟର ସୁରଟରରେ ଜଣେ ନାବାଳିକା ସହିତ ଗଣଦୁଷ୍କର୍ମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଧରମ ଭାଇ ବୋଲି କୁହାଯାଉଛି । ପ୍ରଥମେ ସେ ନାବାଳିକାଙ୍କ ମଥାରେ…

ଆପଣଙ୍କ ନାମ-ଠିକଣାର କଣ କରିଥାନ୍ତି Ola, Uber ଓ Rapido ଆପ୍? ଜାଣିଲେ ଲାଗିବ ଝଟକା

ନୂଆଦିଲ୍ଲୀ: ଯଦି ଆପଣ ବି ଓଲା, ଉବର୍ ଓ ରାପିଡୋ ଭଳି ଆପ୍ ବ୍ୟବହାର କରୁଛନ୍ତି, ତାହେଲେ ଆପଣ ସାବଧାନ ହୋଇଯାଆନ୍ତୁ । ଏହି କମ୍ପାନୀ ଗୁଡ଼ିକ ଆପ୍ ଜରିଆରେ ନାମ ଓ ଠିକଣା ସମେତ ଆପଣଙ୍କର ଅନେକ ପ୍ରକାର ତଥ୍ୟ ଗୁପ୍ତ ଭାବରେ…

ଲଜ୍ଜା: ୩ ଜଣ ଯବାନ ମିଶି କଲେ ମହିଳାଙ୍କୁ ଗଣଦୁଷ୍କର୍ମ, ଅଶ୍ଳୀଳ ଭିଡିଓ କରି ଦେଉଛନ୍ତି ଧମକ

ନୂଆଦିଲ୍ଲୀ: ରକ୍ଷକ ସାଜିଛନ୍ତି ଭକ୍ଷକ । ନୌସେନା ଓ ସ୍ଥଳସେନାର ୩ ଜଣ ଯବାନ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଖବର ସାମନାକୁ ଆସିଛି । ମହିଳା ଜଣକ ଦିଲ୍ଲୀ ପୋଲିସ୍ ରେ ଅଭିଯୋଗ କରିଛନ୍ତି । ପୋଲିସ୍…

‘ମୋ ବ୍ରା ସାଇଜ୍ ଭଗବାନ ନେଉଛନ୍ତି’ କହି ଅଡ଼ୁଆରେ ଶ୍ୱେତା, ଥାନାରେ ମାମଲା ରୁଜୁ

ଭୋପାଳ: ଅଭିନେତ୍ରୀ ଶ୍ୱେତା ତିୱାରୀ ନିକଟରେ କହିଥିବା ନିଜର ବିବାଦୀୟ ବୟାନକୁ ନେଇ ଅଡ଼ୁଆରେ ଫସିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ପରେ ତାଙ୍କ ପାଇଁ ସମସ୍ୟା ବଢ଼ିଯାଇଛି । ଦୁଇଦିନ ତଳେ ଭୋପାଳରେ ନିଜର ଏକ…

ନିଜ ଆକାଉଣ୍ଟରୁ ଟଙ୍କା ଉଠାଇ ପାରୁନାହାନ୍ତି ଗ୍ରାହକ, ବ୍ୟାଙ୍କ କହୁଛି ୧୦ ବର୍ଷ ପରେ ଆସ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକର ନୂଆ ନୂଆ ନିଷ୍ପତ୍ତି ଫଳରେ ଅନେକ ସମୟରେ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ବ୍ୟାଙ୍କିଂ ସେବାକୁ ନେଇ ଗ୍ରାହକମାନେ ନିୟମିତ ଅପଡେଟ୍ ରହିବା ଆବଶ୍ୟକ । ନିକଟରେ…