Browsing Category

ଦେଶ

(See Video) ସାମନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଫସିଥିବା ବେଳେ କିଛି ପୋଲିସ ଅଧିକାରୀ ଚା’ ପିଇବାରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ ପଞ୍ଜାବରେ ୨୦ ମିନିଟ ଧରି ଫସିବା ମାମଲା ବର୍ତ୍ତମାନ ଉଗ୍ରରୂପ ନେଇଛି । ଯେଉଁ ରାଜ୍ୟରେ ଜଣେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ନୁହନ୍ତି, ସେଠାରେ ସାଧାରଣ ଜନତାଙ୍କ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: ଛୁରି ନେଇ ମଞ୍ଚ ଉପରକୁ ଚଢ଼ିଗଲା ଯୁବକ, ଦେଖନ୍ତୁ ଭିଡ଼ିଓ

ଡେରାଡୁନ୍: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣରର ତ୍ରୁଟି ହୋଇଛି । ଏକ କାର୍ଯ୍ୟକ୍ରମ ସମୟରେ ଉଧମସିଂହ ନଗରର କାଶିପୁରରେ ଜଣେ ଅଜଣା ଯୁବକ ଛୁରି ନେଇ ରାୱତଙ୍କ ମଞ୍ଚ…

NEET କାଉନସେଲିଂ; ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ

ନୂଆଦିଲ୍ଲୀ: ନିଟ୍ କାଉନସେଲିଂ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଟ୍-ପିଜି କାଉନସେଲିଂକୁ ଗ୍ରୀନ୍ ସିଗନାଲ୍ ଦିଆଯାଇଛି । ନିଟ୍-ପିଜି ଓ ୟୁଜି ନାମଲେଖା ନେଇ ନିଷ୍ପତ୍ତି…

ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ କରି ସ୍କୁଲ ଶିକ୍ଷକ ଗିରଫ

ଜୟପୁର: ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଆଉ ଏହିଭଳି କାଣ୍ଡ ଘଟାଇଛନ୍ତି ପୀଡ଼ିତାଙ୍କ ସ୍କୁଲର ଶିକ୍ଷକ । ଅଭିଯୁକ୍ତ ଶିକ୍ଷକଙ୍କୁ ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ୍ । ଏହିଭଳି…

କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳେ SPG ସୁରକ୍ଷା, ପ୍ରତିଦିନ ଖର୍ଚ୍ଚ ହୁଏ ୧.୧୭ କୋଟି; ଜାଣନ୍ତୁ ରହିଛି ଖାସିୟତ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଟିକେ ଅବହେଳା ହେବାରୁ ବିବାଦ ବଢ଼ିବାରେ ଲାଗିଛି । କଥା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । ବିବାହ ହେବା ବି ଯଥାର୍ଥ କାରଣ ପ୍ରଧାନମନ୍ତ୍ରୀଙ୍କୁ ୧୫ ରୁ ୨୦…

ଦେଶର ପରିସ୍ଥିତି ବିଗିଡ଼ିଲା: ୧ ଲକ୍ଷ ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା, ୩ ହଜାର ଓମିକ୍ରନ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ ମାସରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେବେ…

ରାତିରେ ଶୋଇଥିବା ବେଳେ ଭୁସୁଡ଼ିଲା ଛାତ, ବାପ-ପୁଅ ମୃତ

ନୂଆଦିଲ୍ଲୀ: ଛାତ ଭୁସୁଡ଼ିବା ଫଳରେ ରାତି୍େରର ଶୋଇଥିବା ଅବସ୍ଥାରେ ଦୁଇଜଣ ମୃତ୍ୟୁବରଣ କରିଛନ୍ତି । ଏହିଭଳି ଏକ ଘଟଣା ଘଟିଛି ଦିଲ୍ଲୀର ବେଗମପୁର ଠାରେ । ଶୁକ୍ରବାର ଦିନ ଏହି ଘଟଣା ଘଟିଥିବା ବେଳେ ଏହି ଘଟଣାକୁ ନେଇ…

ତିହାଡ ଜେଲରେ ତାଣ୍ଡବ: ନିଜର ମୁଣ୍ଡ ଫଟାଇ ଆହତ ହେଲେ ୫ କଏଦୀ, ଜଣେ ଡରରେ ଢ଼ୋକିଦେଲେ ମୋବାଇଲ୍

ନୂଆଦିଲ୍ଲୀ: ତିହାଡ ଜେଲରେ କିଛି କଏଦୀଙ୍କ ହରକତ ଦେଖି କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି । କିଛି କଏଦୀ ନିଜ ମୁଣ୍ଡକୁ ଲୁହାରେ ପିଟି ଜାଣି ଜାଣି ଆହତ ହେଉଛନ୍ତି । ଏହାର ଦୃଶ୍ୟ ସିସିିଟିଭି ଫୁଟେଜ୍ ରେ ଦେଖି ଜେଲ୍…

ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କୋଭିଡ୍ ପଜିଟିଭ୍, ଏଣିକି ଭର୍ଚୁଆଲ ମୋଡ଼ରେ ହେବ ଶୁଣାଣି: CJI

ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡର ସଂକ୍ରମଣ ଦେଶରେ ବଢ଼ିବାରେ ଲାଗିଛି । ଅନ୍ୟ ପଟେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ବଢ଼ିବାରେ ଲାଗିଛି । ତେବେ ଏହି ଅବସରରେ ସୁପ୍ରିମକୋର୍ଟର ଦୁଇଜଣ…

ଛେପ ଲଗାଇ ହେୟାର୍ ଷ୍ଟାଇଲ୍ କରିବା ଜାଭେଦଙ୍କୁ ପଡ଼ିଲା ଭାରି, ଭିଡିଓ ଭାଇରାଲ୍ ପରେ ଅଭିଯୋଗ କଲେ ମହିଳା ଆୟୋଗ; ପହଞ୍ଚିବ ନୋଟିସ୍

ନୂଆଦିଲ୍ଲୀ: ଜଣାଶୁଣା ହେୟାର୍ ଷ୍ଟାଇଲିସ୍ ଜାଭେଦ୍ ହବୀବଙ୍କ ଅଡ଼ୁଆ ବଢ଼ିୁଯାଇଛି । ଛେପ ଲଗାଇ ମହିଳାଙ୍କ ହେୟାର୍ ଷ୍ଟାଇଲ୍ କରିବାର ଭିଡିଓ ସୋସିଆଲ୍ ମିଡିଆରେ ନିଆଁ ଭଳି ଭାଇରାଲ୍ ହେବା ପରେ ଜାତୀୟ ୍ରମହିଳା ଆୟୋଗ ସ୍ୱର…