Browsing Category
ଦେଶ
ଜମ୍ମୁ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ
ଜମ୍ମୁ: ଜାମ୍ମୁରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ଗତ କିଛିଦିନ ହେବ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ଆତଙ୍କାବାଦୀମାନେ ଆକ୍ରମଣ ଜାରି ରହିଛି । ତେଣୁ ସୁରକ୍ଷା ବାହିନୀ ସେ ସ୍ଥାନରେ ଏକଦମ ଆଲର୍ଟ…
ହୁରୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ସ୍ଥାନ ପାଇଲା ୧୨ଟି ଭାରତୀୟ ସଂସ୍ଥା, ରହିଛି Wipro Ltd, Asian Paints Ltd ଏବଂ HCL Technologies Ltd…
ନୂଆଦିଲ୍ଲୀ: ପ୍ରଗତିଶୀଳ ଭାରତର ନିଜସ୍ୱ କମ୍ପାନୀ ଏବେ ବିଶ୍ୱ ସ୍ତରରେ ନିଜର ନାମକୁ ସ୍ତାନିତ କରିଛନ୍ତି । ଏହି କ୍ରମରେ ହୁରୁନ୍ ଗ୍ଲୋବାଲ୍-୫୦୦ ତାଲିକାରେ ୧୨ଟି ଭାରତୀୟ କମ୍ପାନୀ ଚଳିତ ବର୍ଷ ଶୀର୍ଷ-୫୦୦…
ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୪,୪୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୭୫ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳ ମୁଁହା ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪,୪୫୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ,ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୯୩ ହଜାର…
ତାଲିବାନ: ଏକ ଭିନ୍ନ ଚିନ୍ତନ
ସମ୍ପ୍ରତି ଆଫଗାନିସ୍ତାନରେ ଚାଲିଛି ତାଲିବାନୀ ରାଜ୍ । ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ସରଗରମ । ମୌଳବାଦ ଇସ୍ଲାମିକ୍ ମାନସିକତାର ଆତଙ୍କ ବଳୟରେ ଆଫଗାନିସ୍ତାନ । ତେବେ ଏହା କେବଳ କଣ ଆଫଗାନିସ୍ତାନରେ ସୀମିତ? ବଳକା…
ପିଲାଙ୍କ ପାଇଁ ଖୁବ୍ଶୀଘ୍ର ଆସିବ କରୋନା ଟିକା, ପରୀକ୍ଷଣ ପାଇଁ ଅନୁମତି ଲୋଡିଲା ଜନସନ୍ ଆଣ୍ଡ ଜନସନ୍
ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷ ବୟସରୁ କମ୍ ପିଲାମାନେ ଶୀଘ୍ର କରୋନା ଟିକା ନେଇ ପାଇବେ ବୋଲି ଆଶା କରାଯାଉଛି । ଟିକା ନିର୍ମାତା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ଟିକା ପରୀକ୍ଷା ପାଇଁ ଭାରତ ସରକାରଙ୍କଠାରୁ ଅନୁମତି…
ଟି-୨୦ ବିଶ୍ୱକପ୍ କୋହଲିଙ୍କ ପାଇଁ ଅଗ୍ନି ପରୀକ୍ଷା: ଦଳ ଗଠନ ନେଇ ଚାଲିଛି ବିଚାରବିମର୍ଶ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ସବୁ ଫର୍ମାଟରେ ଏକାଧିକ ରେକର୍ଡ ପ୍ରତିଷ୍ଠା କରିବାରେ ସଫଳ ହୋଇ ପାରିଛନ୍ତି । ମାତ୍ର ତାଙ୍କ ନେତୃତ୍ୱରେ ଭାରତ ଆଜି ପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ…
ପୃଥିବୀ ମୁହାଁ ବିଶାଳକାୟ ଉଲ୍କା ପିଣ୍ଡ, ଘଣ୍ଟାପ୍ରତି ୯୪,୨୦୮ କିମି ବେଗରେ ମାଡ଼ି ଆସୁଛି
ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍): ପୁଣି ଥରେ ପୃଥିବୀ ପ୍ରତି ବିଶାଳକାୟ ଉଲକା ପିଣ୍ଡ ମାଡ଼ ହେବାର ଭୟ ସୃଷ୍ଟି ହୋଇଛି । ପୃଥିବୀ ଆଡ଼କୁ ଏବେ ୪୫ ହଜାର ଫୁଟ ବ୍ୟାସ ବିଶିଷ୍ଟ ଏକ ଉଲକା ପିଣ୍ଡ ଦ୍ରୁତଗତିରେ ଖସୁଥିବା…
ବିକିନିରେ ୱାଟର୍ ଫଲ୍ ମଜା ନେଉଛନ୍ତି ଆଲିଆ, ଭାଇରାଲ୍ ହେଉଛି ଫଟୋ
ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଆଲିଆ ନାଁ ହିଁ ଯଥେଷ୍ଟ । ଖୁବ୍ ନାଁ କମେଇଲେଣି ମହେଶ ଭଟ୍ଟଙ୍କ ଝିଅ ଆଲିଆ । ତେବେ ଫିଲ୍ମ ଦୁନିଆରୁ ଦୂରରେ ରହିଥିବା ଆଉ ଜଣେ ଯୁବତୀ ଆଲିଆ କୌଣସି ଅଭିନେତ୍ରୀ ବା…
ଜାଇଡସ କାଡିଲା ଟିକାକୁ କେନ୍ଦ୍ରର ଅନୁମତି
ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଦେଶରେ ଚାଲୁଥିବା ଟିକାକରଣରେ ଏବେ ଆଉ ଏକ ଭାକ୍ସିନ ଯୋଡ଼ି ହୋଇଛି । ଫାର୍ମା କମ୍ପାନୀ ଜାଇଡସ କାଡିଲାର ୩ ଡୋଜ ବିଷିଷ୍ଟ କରୋନା ଟିକା କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହି…
ବିରୋଧୀ ଦଳ ନେତାଙ୍କ ସହ ସୋନିଆ ଗାନ୍ଧୀଙ୍କ ବୈଠକ, ୨୦୨୪ ପାଇଁ ବଡ଼ ଯୋଜନା
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦେଶର ଅନେକ ବିରୋଧୀ ଦଳ ନେତାଙ୍କ ସହ ଡିଜିଟାଲ ମାଧ୍ୟମରେ ବୈଠକ କରିଛନ୍ତି । ଶୁକ୍ରବାର ହୋଇଥିବା ବୈଠକରେ ସୋନିଆ ଏହି ଆଶ୍ୱସନା ଦେଇଛନ୍ତି ଯେ ଆଗାମୀ ଲୋକସଭା…