Browsing Category

ଦେଶ

ପଶ୍ଚିମବଙ୍ଗରେ କରୋନା କଟକଣା କଡାକଡ଼ି: ବନ୍ଦ ରହିବ ସ୍କୁଲ, କଲେଜ

କୋଲକାତା: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣି କଡ଼ାକଡ଼ି ହୋଇଛି କଟକଣା । ସୋମବାର ଠାରୁ ପଶ୍ଚିମବଙ୍ଗରେ ସ୍କୁଲ, କଲେଜ, ୟୁନିଭର୍ସିଟି ବନ୍ଦ ନେଇ କରାଯାଇଛି ଘୋଷଣା । ସେହିପରି ୫୦% କର୍ମଚାରୀଙ୍କୁ ନେଇ…

‘ନିଜକୁ ଫକୀର କହିବା ବନ୍ଦ କରନ୍ତୁ ମୋଦି’: ମର୍ସିଡିଜକୁ ନେଇ ସମାଲୋଚନା କଲେ ଶିବସେନା ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଫକୀର କହିବା ବନ୍ଦ କରନ୍ତୁ । ରବିବାର କିଛି ଏଭଳି କଥା କହି ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି ଯେ ତାଙ୍କ ସୁରକ୍ଷାରେ…

ଆପଣଙ୍କ ସାମାନ୍ୟ ଭୁଲ ଛୁଆ ପଇଁ ହୋଇପାରେ ଘାତକ: ପିତା ମାତା ସାବଧାନ

ନୂଆଦିଲ୍ଳୀ: ନିଜ ଛୁଆର ସୁରକ୍ଷା ପାଇଁ ବାପା-ମା ସର୍ବଦା ତତ୍ପର ରହିଥାନ୍ତି । ତେବେ ବେଳେ ସାମାନ୍ୟ ଭୁଲ ଛୁଆ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏମିତି ଏକାଧିକ ଉଦାହରଣ ରହିଛି ଯେଉଁଠି ପିତା ମାତାଙ୍କ ଭୁଲ…

କୋଭିଡ୍ ନିୟମ ମାନୁନାହାନ୍ତି ଦିଲ୍ଲୀବାସୀ; ନୂଆବର୍ଷରେ ୯୯ ଲକ୍ଷ ଟଙ୍କା ଆଦାୟ ହେଲା ଫାଇନ୍ ଓ ଅନେକ ସଂଖ୍ୟାରେ ଗିରଫ

ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ନୂତନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୧୫୨୫…

ମୀରଟ ସ୍ପୋର୍ଟସ ୟୁନିଭର୍ସିଟିର ଶିଳାନ୍ୟାସ: ଜିମରେ ଝାଳ ବୁହାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଖନ୍ତୁ Video

ନୂଆଦିଲ୍ଳୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବାରୁ ବେଶ ପ୍ରୟାସ କରୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ୟୁପିରେ ରାଲି କରୁଥିବା ବେଳେ ରବିବାର ଦିନ ଏକ…

ଓମିକ୍ରନ୍ ପଜିଟିଭ୍ ହେଲେ କେତେ ଦିନ ରହିବାକୁ ପଡ଼ିବ କ୍ୱାରେଣ୍ଟାଇନ୍? ଏପରି କହିଲେ ନୀତି ଆୟୋଗର ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏଥିରେ କରୋନା ସଂକ୍ରମିତଙ୍କ ଭଳି କ୍ୱାରେଣ୍ଟାଇନ୍ ରେ ରହିବା ନିହାତି ଜରୁରୀ । ଏହି ପରିପ୍ରେକ୍ଷୀରେ ଯଦି କୌଣସି…

୪ ବର୍ଷର ବାଳିକାକୁ ଝୁଣିଗଲେ କୁକୁର, ମୁହଁ ସମେତ ଶରୀରର ଏକାଧିକ ସ୍ଥାନରେ ଗଭୀର କ୍ଷତ

ଭୋପାଳ: ମଧ୍ୟପ୍ରଦେଶରୁ ଏକ ହୃଦୟଥରା ଘଟଣା ସାମନାକୁ ଆସିଛି । କିଛି ବୁଲା କୁକୁର ଗୋଟିଏ ୪ ବର୍ଷର ଶିଶୁକୁ ଚାରିପଟରୁ ଘେରି ଝୁଣିଦେଇଥିଲେ । ଯାହାଫଳରେ ଶିଶୁଟି ଖୁବ୍ ଜୋରରେ ଖଣ୍ଡିଆଖାବରା ହୋଇପଡ଼ିଥିଲା । ପିଲାଟି…

ବସ୍ ଡ୍ରାଇଭରକୁ କୋର୍ଟ ଶୁଣାଇଲେ ୧୯୦ ବର୍ଷ ଜେଲଦଣ୍ଡ, ଦୁର୍ଘଟଣାରେ ଜିଅନ୍ତା ଜଳିଥିଲେ ୨୨ ଯାତ୍ରୀ; ୬ ବର୍ଷ ପୂର୍ବରୁ ଘଟିଥିଲା ଦୁର୍ଘଟଣା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପନ୍ନାରେ ୬ ବର୍ଷ ପୂର୍ବରୁ ହୋଇଥିବା ଏକ ବସ୍ ଦୁର୍ଘଟଣାରେ ୨୨ ଜଣ ଯାତ୍ରୀ ଜିଅନ୍ତା ଜଳିଯାଇଥିଲେ । କୋର୍ଟ ଉକ୍ତ ବସର ଡ୍ରାଭଇର୍ କୁ ଦୋଷୀ ଭାବେ ଧରିଥିଲା । ଅତିରିକ୍ତ ସେସନ୍ ଜଜ୍ ଆରପି…

ଟିକାକରକଣ ପରେ ପିଲାଙ୍କୁ ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ୩ ଜାନୁଆରୀରୁ ୧୫-୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପିଲାଙ୍କ ରେଜିଷ୍ଟ୍ରେସନ ମଧ୍ୟ ଆରମ୍ଭ ହୋଇଛି । କରୋନା ଟିକା ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ…

ହ୍ୱାଟସଆପ୍ ବ୍ୟାନ୍ କଲା ଭାରତର ୧ କୋଟିରୁ ଅଧିକ ୟୁଜର୍ସଙ୍କ ଆକାଉଣ୍ଟ୍, ଜାଣନ୍ତୁ କଣ ରହିଥିଲା କାରଣ

ନୂଆଦିଲ୍ଲୀ: ହ୍ୱାଟସଆପ୍ ପକ୍ଷରୁ ଭାରତର ୧ କୋଟି ୭୫ ଲକ୍ଷ ୯ ହଜାର ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟନେ୍ କରିଦିଆଯାଇଛି । ଏହି ପଦକ୍ଷେପ ଆଇଟି ନିୟମ ୨୦୨୧ ଅଧୀନରେ ନଭେମ୍ବର ମାସରେ କରାଯାଇଛି । ତେବେ କମ୍ପାନୀକୁ ନଭେମ୍ବରରେ…