CHARIDHAM
Browsing Category

ଦେଶ

ଦୁଷ୍କର୍ମକାରୀକୁ ଏମିତି ଚିହ୍ନିଲା ନେତ୍ରହୀନ ପୀଡ଼ିତା, ମିଳିଲା ଆଜୀବନ କାରାଦଣ୍ଡ

ଅମରୋହା: ୧୬ ବର୍ଷର ଜଣେ ନେତ୍ରହୀନ ଝିଅକୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହି ଘଟଣାରେ ଅଭିଯୁକ୍ତକୁ ପୀଡ଼ିତା ଜଣକ ତାର ସ୍ୱରରୁ ଚିହ୍ନିପାରିଛି । ଏହାପରେ ଦୋଷୀକୁ ଆଜୀବନ କାରାଦଣ୍ଡ ସଜ୍ଜା…

ହିମାଚଳ ଭୁସ୍ଖଳନ: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା, ପ୍ରଧାନମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନ୍ନୌର୍ ଠାରେ ହୋଇଥିବା ଭୁସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଳିଯାଇଛି । ବର୍ତ୍ତମାନ ସୁଦ୍ଧା ୧୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ମାଟି ତଳେ…

କଂଗ୍ରେସର ଅଫିସିଆଲ ଆକାଉଣ୍ଟ ଲକ୍ କଲା ଟ୍ୱିଟ୍ଟର

ନୂଆଦିଲ୍ଲୀ: କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ଲକ୍ କରି ଦେଇଛି ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟ୍ଟର । ଗୁରବାର କଂଗ୍ରେସ ପକ୍ଷରୁ ଏ ନେଇ ଏକ ସ୍କ୍ରିନ ଶଟ୍ ଶେୟାର କରାଯାଇଛି । କଂଗ୍ରେସର ଅଫିସିଆଲ ଫେସବୁକ ଆକାଉଣ୍ଟରେ…

ହଙ୍ଗାମା ମଧ୍ୟରେ ମୌସୁମୀ ଅଧିବେଶନ: ଲୋକସଭାରେ ୨୧ ଘଣ୍ଟା ହୋଇଛି କାମ, ୭୪ ଘଣ୍ଟା ବର୍ବାଦ୍

ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ହିଁ ବୁଧବାର ଦିନ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରାଯାଇଥିଲା । ପେଗାସସ୍ ଏବଂ କୃଷି ଆଇନ ବ୍ୟତୀତ ଅନେକ…

GSLV-F10 ମିଶନ ଅସମ୍ପୂର୍ଣ୍ଣ: ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କରାଯାଉଥିବା ଜିଏସଏଲଭି-ଏଫ-୧୦ ମିଶନ ବିଫଳ ହୋଇଛି । ଗୁରୁବାର ସକାଳ ୫.୪୩ ମିନିଟରେ ଏହି ମିଶନ ଆରମ୍ଭ ହୋଇଥିବା ବେଳେ ଏହା ବିଫଳ ହୋଇଥିବା ନେଇ…

ଗାଜିଆବାଦ୍ ହେଉଛି ବିଶ୍ୱର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ସହର: ରିପୋର୍ଟ

ନୂଆଦିଲ୍ଳୀ: ବିଶ୍ୱରେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ପରିବେଶ ପ୍ରଦୂଷଣ । ଦିନକୁ ଦିନ ସହରୀକରଣ ବୃଦ୍ଧ ପାଉଥିବାରୁ ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଆଉ ଏହାରି ମଧ୍ୟରେ ସବୁଠୁ ଅଧିକ ପ୍ରଦୂଷିତ ସହର…

ଆମେରିକାରେ ପ୍ରଭାବଶାଳୀ ଏହି ୫ ଭାରତୀୟ ମହିଳା

ନୂଆଦିଲ୍ଲୀ: ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ଆମେରିକାର ସବୁଠାରୁ ବିତ୍ତଶାଳୀ ଓ ପ୍ରଭାବଶାଳୀ ମହିଳାଙ୍କ ତାଲିକା । ବୁଧବାର ପ୍ରକାଶିତ ତାଲିକାରେ ୫ ଜଣ ଭାରତୀୟ ମହିଳା ଟପ-୧୦୦ରେ ସ୍ଥାନ ପାଇଛନ୍ତି । ୫ ଭାରତୀୟ ମହିଳା…

ତାଲିବାନ ଅକ୍ତିଆରରେ କାନ୍ଦାହାର ଜେଲ୍; ଶତାଧିକ କଏଦୀ ମୁକ୍ତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ଧୀରେ ଧୀରେ କବଜା କରିବାରେ ଲାଗିଛି ତାଲିବାନ । ୭୦ ପ୍ରତିଶତ ଆଫଗାନୀ ସହର ଉପରେ ତାଲିବାନ କବଜା କରି ନେଇଥିବା ବେଳେ କାନ୍ଦାହାର ସେଣ୍ଟ୍ରାଲ ଜେଲ ଉପରେ ମଧ୍ୟ କବଜା କରି ନେଇଛି ।…

ଲଜ୍ଜା: ୬ ବର୍ଷୀୟା ବାଳିକାକୁ ଦୁଷ୍କର୍ମ, ଏମ୍ସରେ ଭର୍ତ୍ତି ହେଲେ ପୀଡ଼ିତା

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀ । ଦିଲ୍ଲୀରେ ବୁଧବାର ପୁଣି ଘଟିଯାଇଛି ଏକ ଲୋମହର୍ଷଣକାରୀ ଦୁଷ୍କର୍ମ । ଜଣେ ୬ ବର୍ଷୀୟା ବାଳିକାକୁ ପଡୋଶୀ ଦୁଷ୍କର୍ମ କରିଥିବା ବେଳେ ଗୁରୁତର ଅବସ୍ଥାରେ…

ହିମାଚଳରେ ଭୁସ୍ଖଳନ: ପାହାଡ଼ରୁ ମାଟି ଅତଡ଼ା ଖସି ଚାପି ହୋଇଗଲା ବସ୍‌, ଟ୍ରକ, କାର୍‌ ସମେତ ଅନେକ ଗାଡ଼ି, ୧୧ ମୃତ ଓ ୧୪ ଉଦ୍ଧାର, ୧୭ରୁ ଅଧିକ…

ଶିମଲା,(ଭାସ୍କର ନ୍ୟୁଜ୍): ହିମାଚଳ ପ୍ରଦେଶ କିନୌର ଜିଲ୍ଲା ନିଚାର ତହସିଲ ଅନ୍ତର୍ଗତ ନିଗଲସୁରୀର ୫ ନଂ ଜାତୀୟ ରାଜପଥ ଉପରେ ବୁଧବାର ଦିନ ପ୍ରାୟ ୧୨ଟା ସମୟରେ ଅଚାନକ ଭୂସ୍ଖଳନ ଫଳରେ ହିମାଚଳ ପଥ ପରିବହନ ନିଗମ…