Browsing Category

ଦେଶ

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୪ କରୋନା ରୋଗୀଙ୍କ ଜୀବନ

ଗୁରୁଗ୍ରାମ,୨୫ ।୪ : ସାରା ଦେଶରେ ପୁଣିଥରେ ସକ୍ରିୟ ହେବାରେ ଲାଗିଛି କରୋନା ମହାମାରୀ । କରୋନା ସାଙ୍ଗକୁ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ଅକ୍ସିଜେନ୍ ଅଭାବରୁ…

କାଲିଠୁ ମେ’ ୩ ପର୍ଯ୍ୟନ୍ତ ରାଜଧାନୀରେ ଲକ-ଡାଉନ୍‌, ଡିଏମଙ୍କ ନିର୍ଦ୍ଦେଶ

ଡେରାଡୁନ୍‌,୨୫ ।୪: ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ଥମିବା ବଦଳରେ ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଡେରାଡୁନରେ ଲଗାତାର ଭାବେ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ…

ବାଗଦାଦ୍ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ: ୮୨ ଜଣ ମୃତ, ୧୧୦ ଆହତ

ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : ବାଗଦାଦ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢି ୮୨ ରେ ପହଞ୍ଚିଛି । ଏହାସହ ୧୧୦ ରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗତକାଲି ବିଳମ୍ବିତ…

ମେ’୧ ରୁ କୋୱିନ୍ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିଥିବା ଲୋକଙ୍କୁ ଦିଆଯିବ ଟିକା

ନୂଆଦିଲ୍ଲୀ,୨୫ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ମେ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ  ଉର୍ଦ୍ଧ …

ଚାଷୀଙ୍କ ଝିଅ ପାଇଲେ ହାବାର୍ଡ ବିଶ୍ୱବିଦ୍ୟାଳୟରେ ସ୍କଲାରସିପ୍, ପଢ଼ନ୍ତୁ ପୁରା ଖବର

ଝାଡଖଣ୍ଡ, ୨୫ ।୪ (ଓଡିଶା ଭାସ୍କର) : କୁହାଯାଏ ମନରେ ଆଗ୍ରହ ଥିଲେ ଏବଂ କଷ୍ଟ କଲେ ଅସାଧ୍ୟ ସାଧନ ହୋଇଯାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଝାଡଖଣ୍ଡର ଝିଅ ସୀମା କୁମାରୀ । ନିଜର କଠିନ ପରିଶ୍ରମ ବଳରେ ସେ ଆଜି…

ମହାରାଷ୍ଟ୍ରରେ ସମସ୍ତଙ୍କୁ ମାଗଣା ଟିକା

ମୁମ୍ବାଇ, ୨୫/୦୪: ମହାରାଷ୍ଟ୍ରରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା । ରବିବାର ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବାବ ମଲ୍ଲିକ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ହେଉଛି ଭାରତରେ କରୋନାରେ ସବୁଠାରୁ ଅଧିକ…

ଆଇସୋଲେସନ୍ ରେ ରହିବା ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

ମୁମ୍ବାଇ ୨୫ । ୪ (ଓଡିଶା ଭାସ୍କର) : ସ୍ତ୍ରୀକୁ ହତ୍ୟା କଲା କରୋନା ପଜିଟିଭ ସ୍ୱାମୀ । କରୋନା ପଜିଟିଭ ସ୍ୱାମୀକୁ ଆଇସୋଲେସନରେ ରହିବା ପାଇଁ କହିବାରୁ ଏମିତି ନାରକୀୟ କାଣ୍ଡ ଘଟାଇଥିଲା ସ୍ୱାମୀ । ଏଭଳି ଏକ ଘଟଣା ନବି…

ସଚ୍ଚା ଦୋସ୍ତର ପ୍ରମାଣ ଦେଲା ସ୍କୁଲ ଛାତ୍ର, ସାଙ୍ଗ ପାଇଁ ଦେଲା ନିଜ ଜୀବନ

ଲଣ୍ଡନ, ୨୫ା୪: କଥାରେ ଅଛି ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଏହି ଉକ୍ତିକୁ ସତ୍ୟରେ ପ୍ରମାଣିତ କରିଛି ଲଣ୍ଡନର ଜଣେ ସ୍କୁଲ ଛାତ୍ର । ଏହି ଖବର ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବ୍ରିଟେନର ଏକ…

୨୬ ରେ ହେବାକୁ ଥିବା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବାବୁଲ୍ ସୁପ୍ରୀୟୋ

ପଶ୍ଚିମବଙ୍ଗ ୨୫ । ୪ (ଓଡିଶା ଭାସ୍କର) : ଦେଶରେ କାରୋନା ସଂକ୍ରମଣ ବଢିବାରେ ଲାଗିଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଆହୁରି ଦୁଇ ପର୍ଯ୍ୟାୟ ମତଦାନ ବାକି ରହିଛି । ତେବେ ଏହି ପର୍ଯ୍ୟାୟ ମତଦାନରେ ଭୋଟ ଦେଇପାରିବେ ନାହିଁ…

ମେ ମାସରେ ପ୍ରାୟ ଅଧା ମାସ ବନ୍ଦ ରହିବ ବ୍ୟାଙ୍କ, ଆଗୁଆ ଶେଷ କରିଦିଅନ୍ତୁ ସମସ୍ତ କାର୍ଯ୍ୟ

ନୂଆଦିଲ୍ଲୀ, ୨୫ା୪: ବର୍ତ୍ତମାନ ସମଗ୍ର ଦେଶରେ ସମସ୍ତେ କରୋନାକୁ ନେଇ ଚିନ୍ତାରେ ରହିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ ଆଉ ସଟଡାଉନ ଲାଗୁ ହେବା ଫଳରେ ଲୋକମାନେ ନିଜ ନିଜର ବ୍ୟକ୍ତିଗତ କାର୍ଯ୍ୟ ଠିକରେ…