Browsing Category
ଦେଶ
ଅକ୍ସିଜେନର ପୁନଃ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଆଇଆଇଟି-ବମ୍ବେ ଆଣିଲା ‘ଦ ରିବ୍ରେଦର୍’
ମୁମ୍ବାଇ : ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଦେଇ ଗତି କରୁଛି । ଏହି ସମୟରେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ର ଅଭାବ ଦେଖାଦେଇଛି । ଯାହାଫଳରେ ଅନେକ ଆକ୍ରାନ୍ତ ଅକ୍ସିଜେନ୍ ଅଭାବରେ ପ୍ରାଣ…
ମୋଦୀଙ୍କ ପାଇଁ ମୁଖ୍ୟମନ୍ତ୍ରୀମାନେ ଲଜ୍ଜିତ ହୋଇଛନ୍ତି: ମମତା
କୋଲକାତା/ନୂଆଦିଲ୍ଲୀ: ମିଟିଂ ହେଲା ସତ । କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କୁ କିଛି କହିବାକୁ ସୁଯୋଗ ମିଳିଲାନି । କେବଳ ଯାହା କହିଲେ ପ୍ରଧାନମନ୍ତ୍ରୀ ମୋଦୀ ହିଁ କହିଲେ। ତେଣୁ କରୋନା ପରିପ୍ରେକ୍ଷୀରେ…
ବାର୍ଜ ଜାହାଜରୁ ନିଖୋଜଙ୍କ ସମ୍ପର୍କରେ ସୂଚନା ଦେଉନି Afcon କମ୍ପାନି
ମୁମ୍ବାଇ: ଆରବ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟା ତଉକ୍ତେ ସାଜିଲା କାଳ । ଏଥିପାଇଁ ଦୁର୍ଘଟଣାର ସମ୍ମୁଖୀନ ହେଲା ଜାହାଜ ବାର୍ଜ-୩୦୫ ଏବଂ ବିପଦରେ ପଡ଼ିଗଲେ ମୋଟ ୨୬୧ ଯାତ୍ରୀ । ସେମାନଙ୍କ…
ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଭାବେ ଘୋଷଣା କଲେ କେନ୍ଦ୍ରସରକାର
ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ମଧ୍ୟରେ ଆଉ ଏକ ସଂକ୍ରମଣ କାୟା ମେଲାଇବାରେ ଲାଗିଛି । ତାହା ହେଉଛି ବ୍ଲାକ୍ ଫଙ୍ଗସ୍ । ତେବେ ଏହି ବ୍ଲକ୍ ଫଙ୍ଗସ୍ କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ 'ମହାମାରୀ' ଭାବେ ଘୋଷଣା…
ତାଉକ୍ତେ ପ୍ରଭାବ: ଭାଙ୍ଗିଲା ମଇଦାନ, ଟାଇଗର-୩, ଗାଙ୍ଗୁବାଇ କାଥିଆୱାଡି ଫିଲ୍ମ ସେଟ
ମୁମ୍ବାଇ: ବାତ୍ୟା ତାଉକ୍ତେ ମୁମ୍ବାଇ ଉପରେ ଛାଡିଯାଇଛି ଏହାର ପ୍ରଭାବ । ତାଉକ୍ତେ ପ୍ରଭାବରେ ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ବ୍ୟାପକ କ୍ଷତି କରିଛି । ଏହାର ପ୍ରଭାବରେ ଅନେକ ଘର, ଯାନବାହନ କ୍ଷତିଗ୍ରସ୍ତ ହୋଇଛି ।…
ପୂର୍ବତନ ମହିଳା କ୍ରିକେଟ୍ ତାରକା କେଏସ୍ ଶ୍ରାବନ୍ତୀ ନାଇଡୁଙ୍କ ମା’ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ବିରାଟ
ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଥିରେ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ଖେଳ ସହ ଜଡିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି ।…
ଏବେ ହ୍ୱାଟ୍ସଆପ୍ରେ ଜାଣନ୍ତୁ ଆପଣଙ୍କ ଅଂଚଳରେ ଭ୍ୟାକ୍ସିନ ଅଛି କି ନାହିଁ, ସରକାର ଜାରି କଲେ ନମ୍ବର
ନୂଆଦିଲ୍ଲୀ ୨୦ ।୦୫: କରୋନାର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଅଧିକରୁ ଅଧିକ ଟିକାକରଣ ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି । ଲୋକଙ୍କ ପର୍ଯ୍ୟନ୍ତ ସହଜରେ କେମିତି ଭ୍ୟାକ୍ସିନ ପହଂଚି ଏଥିପାଇଁ ସରକାର ବିଭିନ୍ନ ଉପାୟ…
ସାଇକେଲରେ ବୁଲୁଥିଲେ ଜିଲ୍ଲାପାଳ, ଅଟକାଇଲେ କନଷ୍ଟେବଳ, ତାପରେ…
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାରା ଦେଶରେ ନାନା କଟକଣା କଡ଼ାକଡ଼ି ଭାବେ ଲାଗୁ ହୋଇଛି । ଏପରିକି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଲକଡାଉନ୍, ଶଟଡାଉନ୍, କର୍ଫ୍ୟୁ ଆଦି ଲାଗୁ କରିଛନ୍ତି । ନିହାତି ଜରୁରି ନଥିଲେ କେହି…
ସରକାରଙ୍କୁ ଚୁନା ଲଗାଉଥିଲେ ଏହି ବଡ କମ୍ପାନୀର ମାଲିକ, ଏବେ ଫସିଲେ ସିବିଆଇ ଜାଲରେ
ନୂଆଦିଲ୍ଲୀ ୨୦ ।୦୫: ଅନେକ ବର୍ଷ ଧରି ସରକାରଙ୍କୁ ଚୁନା ଲଗାଇ ଆସୁଥିଲେ । ହେଲେ ଏବେ ଫସିଗଲେ ସିବିଆଇ ଜାଲରେ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିିବିଆଇ) ଫାର୍ମର୍ସ କୋପୋରେଟିଭର ପରିଚାଳକନ ନିର୍ଦ୍ଦେଶକ ତଥା ସିଇଓ…
‘କ୍ୟାପଟେନଙ୍କ ଭୁଲ୍ ଅନୁମାନ ଯୋଗୁଁ ଘଟିଗଲା ବଡ଼ ବିପଦ’
ମୁମ୍ବାଇ: ଆରବ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼-ବାତ୍ୟା ତଉକ୍ତେ ପାଇଁ ଫସିଥିବା ଜାହାଜ ବାର୍ଜ-୩୦୫ ସମ୍ପର୍କରେ ଖୋଲୁଛି ଗୁମର । ବର୍ତ୍ତମାନ ପର୍ଯ୍ୟନ୍ତ ଜାହାଜରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ…