Browsing Category
ଦେଶ
ମା’ମାନେ ସନ୍ତାନର ମଙ୍ଗଳ କାମନା ପାଇଁ କରନ୍ତୁ ଏକଦନ୍ତ ସଙ୍କଷ୍ଟୀ ଚତୁର୍ଥୀ, ଇଚ୍ଛା ପୂରା ହେବା ସହ ଘରକୁ ଛୁଟିବ ଖୁସି
ଓଡିଶା ଭାସ୍କର: କ୍ୟାଲେଣ୍ଡର ଅନୁଯାୟୀ, ପ୍ରତି ମାସରେ ଶୁକ୍ଲ ଏବଂ କୃଷ୍ଣ ପକ୍ଷର ଚତୁର୍ଥୀ ଦିନ ସଙ୍କଷ୍ଟୀ ଉପବାସ ପାଳନ କରାଯାଏ | ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ଚତୁର୍ଥୀକୁ ଏକଦନ୍ତ ଚତୁର୍ଥୀ କୁହାଯାଏ, ଯାହା ଭଗବାନ…
ଦୋକାନରେ କଳାକନା ବୁଲାଇଲା ଲଙ୍ଗଳା ଚୋର, ୨୫ ଲକ୍ଷ ଟଙ୍କାର ମୋବାଇଲ ଉଠେଇ ନେଲା
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଚୋରୀର ସିସିଟିଭି ଫୁଟେଜ୍ ଜାରି ହେବା ପରେ ସତ୍ୟସତ୍ୟ ଏବେ ବାହାରକୁ ଆସିଛି ।
ବେଙ୍ଗାଲୁରୁ ବୋମ୍ମାନହଲିସ୍ଥିତ ଶୋ’ରୁମ୍ରେ ହୋଇଥିବା ଚୋରି ସିସିଟିଭି…
ଟ୍ରେନରେ ଫୋନ୍ ହଜିଗଲେ ଚିନ୍ତା ନାହିଁ, ପାତାଳରୁ ବି ମୋବାଇଲ୍ ଖୋଜି ବାହାର କରିବ RPF
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ ମୂଲ୍ୟବାନ ଜିନିଷ ହଜିଗଲେ ଏବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ରେଳ ସୁରକ୍ଷା ବାହିନୀ (RPF) ତା’ର ଅଭିଯାନ ‘ଅମାନତ’…
ତୁର୍କୀକୁ ବଡ଼ ଝଟକା ଦେଲା ଭାରତ, ସେଲେବି ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ବାତିଲ
ନୂଆଦିଲ୍ଲୀ: ଭାରତ ସରକାର ତୁର୍କୀ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜାତୀୟ ସୁରକ୍ଷାକୁ କାରଣ ଦର୍ଶାଇ ସିଭିଲ ଏଭିଏସନ୍ ସିକ୍ୟୁରିଟି ବ୍ୟୁରୋ ତୁର୍କୀ ବିମାନବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ…
ତୁର୍କୀ କଳାକାରଙ୍କୁ ବ୍ୟାନ କଲା ବଲିଉଡ, ସେଠାରେ ଶୁଟିଂ ମଧ୍ୟ କରିବେ ନାହିଁ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦରେ ତୁର୍କୀ ଲଗାତାର ପାକିସ୍ତାନକୁ ସମର୍ଥନ କରୁଛି। ଏହାର ପ୍ରତିକ୍ରିୟା ସ୍ୱରୂପ ଭାରତରେ ‘ବାୟକଟ ତୁର୍କୀ’ ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ କ୍ଷେତ୍ରରୁ…
ଦେଖନ୍ତୁ (Video) ଜେଲରେ କ୍ରିକେଟ ମହାକୁମ୍ଭ, “ଚକ୍କି ପିସିଙ୍ଗ” ବଦଳରେ ଚୌକା-ଛକା
ମଥୁରା: ମଥୁରା ଜିଲ୍ଲା ଜେଲରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ନିଜସ୍ୱ ସଂସ୍କରଣ ଆରମ୍ଭ ହୋଇଛି; ଜେଲ୍ ପ୍ରିମିୟର ଲିଗ୍ (JPL), IPL ପରି ଏକ କ୍ରିକେଟ୍ ଟୁର୍ନାମେଣ୍ଟ । କଏଦୀମାନଙ୍କୁ ଫିଟ୍, ଖୁସି ରହିବା ଏବଂ ଏକ…
ବାଉଳେଇ ହେଉଛନ୍ତି ଟ୍ରମ୍ପ! (Video) ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତିଙ୍କ ‘U’ ଟର୍ଣ୍ଣ
ୱାଶିଂଟନ୍: ପାକିସ୍ତାନ ଓ ଭାରତ ମଧ୍ୟରେ ଲାଗିଥିବା ଯୁଦ୍ଧ ସ୍ଥିତି ସମାଧାନ ପ୍ରସଙ୍ଗରେ ୟୁ’ ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
କତାରରେ ଆମେରିକୀୟ ସେନାଙ୍କୁ ସମ୍ବୋଧନ କରିବା ବେଳେ…
ରାକ୍ଷସ ସ୍ବାମୀର ନାରକୀୟ କାଣ୍ଡ..ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ପୋଡିଲା, ପରେ ଅଗଣାରେ ପୋତିଦେଲା
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ରାଜଧାନୀ ସିମଲାର ଘନପେରି ଗାଁରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଘର ଅଗଣାରେ ଏକ ଗାତ ଖୋଳି ତାଙ୍କ ମୃତଦେହକୁ ପୋଡ଼ି ଦେବାକୁ…
Gold Price: ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜି ଏତିକି ଟଙ୍କା ଖସିଗଲା ଦାମ୍
ନୂଆଦିଲ୍ଲୀ: ୧ ଲକ୍ଷ ଟଙ୍କା ଛୁଇଁଥିବା ସୁନାର ଚମକ ଏବେ ମଳିନ ପଡ଼ିଯାଉଛି । ସୁନା କ୍ରମାଗତ ଭାବରେ ହ୍ରାସ ପାଉଛି । ସୁନା ଏହାର ସର୍ବକାଳୀନ ସର୍ବୋଚ୍ଚ ହାର ଅତିକ୍ରମ କରିବ ଏବଂ ୧.୨୫ ଲକ୍ଷ ଟଙ୍କା ମଧ୍ୟ ଅତିକ୍ରମ କରିବ…