fbpx
BJD SKY
BJD SKY
Browsing Category

ଦେଶ

ଭୟଙ୍କର ସଡ଼କ ଦୁର୍ଘଟଣା; ହାଇୱେରେ ଡମ୍ପରକୁ ଧକ୍କା ଦେଲା କାର, ୮ ମୃତ ଜଣେ ଗୁରୁତର

ଭୋପାଲ: ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଇନ୍ଦୋର- ଅହମଦାବାଦ ଏନ୍‌ଏଚରେ ଛିଡ଼ା ହୋଇଥିବା ଡମ୍ପରକୁ କାରଟି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୮ ଜଣଙ୍କ…

ଗାଧୋଇବା ବେଳେ ନଦୀରେ ଭାସିଗଲେ ଗୋଟିଏ ପରିବାରର ୭ ଜଣ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ: ଗୁଜରାଟରେ ଏକ ବଡ଼ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ସାତଜଣ ଲୋକେ ପାଣିରେ ବୁଡିଯାଇଛନ୍ତି । ଏମାନଙ୍କୁ ରେସ୍କ୍ୟୁ ଅପରେସନ ମାଧ୍ୟମରେ ଉଦ୍ଧାର କରାଯାଉଛି ।…

ଫେଡେରେସନ୍ କପ ୨୦୨୪ରେ ସ୍ୱର୍ଣ୍ଣ ପଦକ ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଅଲମ୍ପିକରେ ପୁଣିଥରେ ଭାରତର ମାନ ରଖିଛନ୍ତି । ଆଥଲେଟିକ୍ସ ଫେଡେରେସନ କପ ୨୦୨୪ରେ ଏହି ଖେଳାଳି ଜାଭଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭୁବନେଶ୍ୱରରେ…

ବାରାଣସୀରୁ ମିଳିଲା Rejection: ନିର୍ବାଚନ ପାଇଁ ଶ୍ୟାମ ରଙ୍ଗିଲାଙ୍କ ନାମାଙ୍କନ ଖାରଜ

ବାରାଣସୀ: ହାସ୍ୟ କଳାକାର ଶ୍ୟାମ ରଙ୍ଗିଲାଙ୍କ ନିର୍ବାଚନୀ ନାମାଙ୍କନକୁ ଖାରଜ କରାଯାଇଛି । ବାରାଣସୀରୁ ନିର୍ବାଚନ ପାଇଁ ନୋମିନେସନ କରିଥିବା ବେଳେ ଏଥିରେ ଫେଲ ମରିଛନ୍ତି ରଙ୍ଗିଲା । ଯାଞ୍ଚ ପ୍ରକ୍ରିୟା ସମୟରେ ଶ୍ୟାମ…

‘ଏଣିକି ମୋତେ ଆଉ ବୁର୍ଖା ପିନ୍ଧିବାକୁ ପଡିବନି’, ଭାରତର ନାଗରିକତା ମିଳିବା ପରେ ଏପରି ଖୁସି ବ୍ୟକ୍ତ କଲେ ପାକିସ୍ତାନୀ ଭାବନା

ନୂଆଦିଲ୍ଲୀ: ସିଏଏ ଅନୁଯାୟୀ ବୁଧବାର ଦିନ ୧୪ ଜଣଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି । ଏନେଇ ସମସ୍ତେ ଖୁସି ରହିଛନ୍ତି । ତେବେ ଏହି ଅବସରରେ ଭାବନା ନାମକ ଜଣେ ଯୁବତୀ ଭାରତର ନାଗରିକତା ପାଇବା ପରେ ଖୁସି ବ୍ୟକ୍ତ…

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କମଳା ବେନିୱାଲଙ୍କ ପରଲୋକ

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା କମଳା ବେନିୱାଲଙ୍କର ଆଜି ୯୭ ବର୍ଷ ବୟସରେ ପରଲୋକ ଘଟିଛି । ରାଜଧାନୀ ଜୟପୁରର ଫୋର୍ଟିସ ହସ୍ପିଟାଲରେ ସେ ଶଷେ ନିଶ୍ୱାସ ତ୍ୟାଗ…

ଝାଡ଼ଖଣ୍ଡର ମନ୍ତ୍ରୀ ଆଲମଗୀର ଆଲମଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କଲା ଇଡି

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଗ୍ରାମୀଣ ବିକାଶ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ମନି ଲଣ୍ଡରିଂ ମାମଲାରେ ପବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଗତ ୬ ମେ ରେ ହିଁ ଇଡି ତାଙ୍କ ବ୍ୟକ୍ତିଗତ ସଚିବ ଏବଂ ତାଙ୍କ ଘରୋଇ ସହାୟକ ଫ୍ଲାଟରୁ…

ସବୁଠି ଦିଅନ୍ତୁନି ଆଧାର ନମ୍ବର: କେମିତି ମିଳିବ ନମ୍ବର ନଥିବା Aadhaar Card?

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଖୁବ ଜରୁରୀ ଡକ୍ୟୁମେଣ୍ଟ ପାଲଟିଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଟି କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକତା ରହିଛି । ତେବେ ସବୁଠି ଆଧାର…

‘ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଦୁଃଖ ଖବର..’, ଜାଣନ୍ତୁ ଅମିତ ଶାହ କାହିଁକି କହିଲେ ଏପରି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଲଗାଯିବା ଅଭିଯୋଗର ଉତ୍ତର ଦେଇଛନ୍ତି । ନ୍ୟୁଜ ଏଜେନ୍ସି ସହ କଥାହେବା ସମୟରେ ଅମିତ ଶାହ କହିଛନ୍ତି ଯେ,…

(Video) ମୋଦୀଙ୍କ ସୁରକ୍ଷା ପାଇଁ କେତେ ଦରମା ନିଅନ୍ତି SPG କମାଣ୍ଡୋ? ଜାଣନ୍ତୁ କିପରି ହୋଇଥାଏ ଏମାନଙ୍କ ଚୟନ ପ୍ରକ୍ରିୟା

ଓଡ଼ିଶା ଭାସ୍କର: ବର୍ତ୍ତମାନ ନିର୍ବାଚନ ପାଇଁ ରାଜନେତାମାନଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟକୁ ନିର୍ବାଚନୀ ପ୍ରଚାର ପାଇଁ ଯାଉଥିବା…