CHARIDHAM
Browsing Category

ଖବର

ଦେଶପ୍ରେମୀ Monkey (Video) ମେଘନାଦ ପାଚେରୀରେ ତ୍ରିରଙ୍ଗା ଧରି ବସିଲା ହନୁ, ପାଳିଲା ସ୍ୱାଧିନତା ଦିବସ

ପୁରୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । ଗତକାଲି ଭାରତ ନିଜର ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିବାବେଳେ ସୋସିଆଲ ମିଡିଆରେ ଭିଡିଓ, ରିଲ୍ସ ସବୁ ଭାଇରାଲ ହେଉଛି । କିନ୍ତୁ ଏ ଭିତରେ ଏକ…

Asia Cup 2025: ଇଣ୍ଡିଆ ଟିମରେ ଭାରତୀୟ କ୍ୟାପଟେନଙ୍କୁ ମିଳିବନି ସ୍ଥାନ! ବନ୍ଧୁଙ୍କ ଯୋଗୁଁ ସହିବେ ବଡ଼ କ୍ଷତି

ନୂଆଦିଲ୍ଲୀ: ଏସିଆ କପରେ ୨୦୨୫ର ତାରିଖ ଯେତେ ଯେତେ ପାଖେଇ ଆସୁଛି, ଟିମ୍ ଇଣ୍ଡିଆ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଶୁଣିବାକୁ ମିଳୁଛି। ୯ ସେପ୍ଟେମ୍ବରରୁ ୟୁଏଇରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍‌ରେ…

ପ୍ରେମିକ ସହ ଭଉଣୀ ଫେରାର ହେବାରୁ ଶଳାର ବିଗିଡ଼ିଲା ମୁଣ୍ଡ, ତାଲିବାନ୍ ଭଳି ଭିଣୋଇକୁ ହତ୍ୟା କଲା ଭାଇ, ଶେଷରେ..

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଏକ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ଆରାବଲି ପାହାଡ଼ରେ ଫିଙ୍ଗି ଦିଆଯାଇଥିଲା। ଯୁବକ ଜଣକ କିଏ…

ଇକୋ ରିସର୍ଟରେ ଅଘଟଣ, ସୁଇମିଂ ପୁଲରେ ବୁଡ଼ି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ଢେଙ୍କାନାଳ: ସୁଇମିଂ ପୁଲରୁ ପର୍ଯ୍ୟଟକଙ୍କ ମୃତ ଦେହ ଉଦ୍ଧାର । ସହର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମ୍ଂ ପୁଲରେ ଅଘଟଣ । ଆଠଗଡ଼ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ଜଣକ ଉତ୍ତରାଖଣ୍ଡର ବୋଲି ସୂଚନା…

ପରଲୋକରେ ପ୍ରସିଦ୍ଧ ଦହିବରା ମାଲିକ ରଘୁନାଥ ସାସମଲ, ଆଉ ମିଳିବନି ରଘୁ ଦହିବରା

କଟକ : କଟକର ପ୍ରସିଦ୍ଧ ଦହିବରା ମାଲିକଙ୍କ ପରଲୋକ। ୯୧ ବର୍ଷ ବୟସରଙ୍କ ରଘୁନାଥଙ୍କ ମୃତ୍ୟୁ ହୋଇଛି। ରଘୁ ଦହିବାର ନାଁରେ ବେଶ ପରିଚିତ ଥିଲେ ରଘୁନାଥ ସାସମଲ। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ରଘୁନାଥ…

BREAKING: ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ବ୍ୟକ୍ତି, ଧରିଲା ପୋଲିସ

ପୁରୀ: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ କରୁଥିଲେ ଉଦ୍ୟମ। ବ୍ୟକ୍ତିଙ୍କୁ ଧରିଲା ଜେଟିପି। ବେହରଣ ଦ୍ୱାର ଦେଇ ୭ ଫୁଟ୍ ଉପରକୁ ଚଢ଼ି ଯାଇଥିଲେ। ବ୍ୟକ୍ତି ଜଣଙ୍କ ବିହାର ଅଞ୍ଚଳର ହୋଇଥିବା ସୂଚନା ରହିଛି। ବ୍ୟକ୍ତିଙ୍କୁ…

ଏହି ବୟସରେ ପର ପୁରୁଷ ପ୍ରତି ଆକର୍ଷିତ ହୁଅନ୍ତି ବିବାହିତ ମହିଳା, ବିବାହର ଏତେ ବର୍ଷ ପରେ ବି ଅନ୍ୟ ସହ ରଖନ୍ତି ସମ୍ପର୍କ

ଓଡ଼ିଶା ଭାସ୍କର: ଏକ ଆଦର୍ଶ ଜୀବନ ସତ୍ତ୍ୱେ, 30 ବର୍ଷ ବୟସ ପରେ ଅନେକ ମହିଳା ଏକାକୀ ଏବଂ ଅବହେଳିତ ଅନୁଭବ କରନ୍ତି । ଏଥିପାଇଁ ସେ ବିବାହ ପରେ ଏକ ଭାବପ୍ରବଣ ସମ୍ପର୍କ ଖୋଜନ୍ତି। ବର୍ଷ ବିତିବା ସହିତ, ବିବାହର…

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ; ୨ ଦିନ ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ନାଦିବ ବର୍ଷା, ଆଲର୍ଟ ଜାରି

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । 2 ଦିନ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। କିନ୍ତୁ  ୨୦ ତାରିଖ ଯାଏଁ ସାରା ରାଜ୍ୟରେ…

PM Viksit Bharat Yojana: ସ୍ବାଧୀନତା ଦିବସରେ ମୋଦିଙ୍କ ବଡ଼ ଘୋଷଣା; ଯୁବକଙ୍କୁ ମିଳିବ ୧୫୦୦୦ ଟଙ୍କା, ଜାଣନ୍ତୁ କେମିତି ପାଇବେ…

ନୂଆଦିଲ୍ଲୀ: ସ୍ବାଧୀନତା ଦିବସରେ ମୋଦିଙ୍କ ବଡ଼ ଘୋଷଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବକମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଯାହା ଦ୍ବାରା କୋଟି କୋଟି ଭାରତୀୟ ଯୁବକ ଉପକୃତ ହେବେ । ତେବେ…

BREAKING: “ସାବତ ମା’ ମତେ ମାରିଥିଲେ”, ମୃତ୍ୟୁ ପୂର୍ବରୁ ଯୁବକଙ୍କ ଶେଷ ବୟାନ

ବାଲିପାଟଣା: ଆତ୍ମାହୁତି ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଆଖି ବୁଜିିଲେ ଯୁବକ। କାଲି ପେଟ୍ରୋଲ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଯୁବକ। ଘଟଣା ସ୍ଥଳରେ ହିଁ ସମ୍ପୁର୍ଣ୍ଣ…