Browsing Category
ଖବର
ଦିନ ଦ୍ୱିପ୍ରହରେ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା ! ଆତଙ୍କିତ ସ୍ଥାନୀୟ ଲୋକେ
ହରିୟାଣାର ଗୁରୁଗ୍ରାମରେ ଗୁରୁବାର ଏକ ବଡ଼ ଘଟଣା ଘଟିଛି । ସୋହନା ମାର୍କେଟର ପୂର୍ବ ଭାଇସ ଚେୟାରମ୍ୟାନ୍ ଏବଂ ବିଜେପି ନେତା ସୁଖବୀର ଓରଫ୍ ସୁଖୀଙ୍କୁ କିଛି ଅଜଣା ଯୁବକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ରିଠୋଜର…
ଛାଡ଼ପତ୍ରର ବିରୋଧ କଲେ କେରଳ ହାଇକୋର୍ଟ: କହିଲେ ଆଜିର ଯୁବପୀଢ଼ି ପାଇଁ ବିବାହର ଅର୍ଥ….
ନୂଆଦିଲ୍ଲୀ: ୟୁଜ୍ ଆଣ୍ଡ୍ ଥ୍ରୋ କଲ୍ଚରକୁ ନେଇ କେରଳ ହାଇକୋର୍ଟ ଭର୍ତ୍ସନା କରିବା ସହ ବର୍ତ୍ତମାନର ଯୁବପିଢ଼ୀ, ସଂସ୍କୃତି ଏବଂ ସାମଜର ବିବେକକୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି । ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କ ଛାଡ଼ପତ୍ର…
ଘରେ ସାପ ସାଲୁବାଲୁ, ବାହାରେ ପରିବାର, ପ୍ରତିଶ୍ରୁତି ଦେଇ ଠକି ଦେଲା ପ୍ରଶାସନ..
ଭଦ୍ରକ: ପ୍ରଶାସନକୁ ଭରସା କରି ଆଜି ବାସହୀନ ହୋଇଯାଇଛି ଗୋଟିଏ ପରିବାର । ପ୍ରଥମେ ସାପ ଆଉ ତା’ ପରେ ପ୍ରଶାସନ ଦୁହେଁ ପରିବାରକୁ ଠକି ଦେଇଛନ୍ତି । ଘର ନଥିବାରୁ ପର ବାରଣ୍ଡାରେ କଟୁଛି ରାତି । ମୁଣ୍ଡ ଗୁଞ୍ଜିବା ପାଇଁ ପର…
ବଢ଼ିଲା UPI ନେଣଦେଣ: ଅଗଷ୍ଟରେ ଟପିଲା ୧୦.୭୨ ଲକ୍ଷ କୋଟି
ନୂଆଦିଲ୍ଳୀ: ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବଢ଼ିବାରେ ଲାଗିଛି । ଡିଜିଟାଲ ପେମେଣ୍ଟ ପାଇଁ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଭଳି ସୁବିଧା ଦ୍ୱାରା ଘରେ ବସି ସହଜରେ ଟଙ୍କା ପଠାଇ ହେଉଛି । ସେହିଭଳି ୟୁପିଆଇ…
ଭାରତର ପ୍ରଥମ ପାସେଞ୍ଜର ଡ୍ରୋନ୍: ମଣିଷକୁ ନେଇ ଉଡ଼ିପାରିବ ‘ବରୁଣ’
ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ମିଳିଲା ପାସେଞ୍ଜର ଡ୍ରୋନ୍ । ଭାରତର ପ୍ରଥମ ପାସେଞ୍ଜର ଡ୍ରୋନ୍ ‘ବରୁଣ’ ଇଣ୍ଡିଆନ ନାଭି ପାଇଁ ତିଆରି କରାଯାଇଛି । ଯାହା ପ୍ରାୟ ୧୩୦ କେଜି ଉଠାଇପାରିବ । ବରୁଣ ଡ୍ରୋନ୍ ଦେଶର ପ୍ରଥମ…
(Video) ସହରରେ ବୁଲୁଛି ଜଙ୍ଗଲୀ ଭାଲୁ: ଘରୁ ବାହାରିବାକୁ ଡରୁଛନ୍ତି ଲୋକେ
ସହରରେ ବୁଲୁଛି ଜଙ୍ଗଲି ଭାଲୁ... ଭୟରେ ଅଞ୍ଚଳବାସୀ... ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ଏହି ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ନକ୍ଟିଗୁଡ଼ା ଅଞ୍ଚଳରେ ।
ଗତ କିଛିଦିନ ତଳେ ଭବାନିପାଟଣା ନିକଟସ୍ଥ ଜଙ୍ଗଲରୁ ଏକ…
ଚୀନକୁ ସେମିକଣ୍ଡକ୍ଟର ରପ୍ତାନୀ ବନ୍ଦ କଲା ଆମେରିକା: ପଡ଼ିପାରେ ପଭାବ… କଡ଼ା ଆଭିମୁଖ୍ୟ ରଖିଲା ଡ୍ରାଗନ…
ନୂଆଦିଲ୍ଲୀ: ଚୀନକୁ ସେମିକଣ୍ଡକ୍ଟର ପଠାଇବା ବନ୍ଦ କରିଛି ଆମେରିକା । ଆମେରିକା ଚୀନକୁ କିଛି ଆଡଭାନ୍ସ ଚିପ୍ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଏହାଯୋଗୁଁ ଚୀନର ଅନେକ ଦିଗ୍ଗଜ କମ୍ପାନୀଙ୍କୁ ଝଟକା ଲାଗିଛି । ଏହି…
ପବନରୁ ବାହାରିବ ପିଇବା ପାଣି: ଏହିଠାରେ ଲାଗିବ ପ୍ରଥମ ମେସିନ୍
ନୂଆଦିଲ୍ଲୀ: ମନୁଷ୍ୟକୁ ଜୀବିତ ରହିବା ପାଇଁ ପ୍ରାକୃତିକ ଉପାଦାନର ଆବଶ୍ୟକତା ହୋଇଥାଏ । ଯେଉଁଥିରେ ବାୟୁ ଏବଂ ପାଣି ସବୁଠୁ ଜରୁରୀ । କିନ୍ତୁ ଏହାପରେ ବି ପ୍ରତିଦିନ ଅନେକ ଲୋକ ପାଣି ବରବାଦ କରୁଛନ୍ତି । ପିଇବା ପାଣି…
ଦିଶାଙ୍କ ଜାଗା ନେବେ କି ଶ୍ରଦ୍ଧା?କଫି ୱିଥ୍ କରଣ ଶୋରେ କିଛି ଏପରି କହିଲେ ଟାଇଗର ଶ୍ରଫ…
ମୁମ୍ବାଇ: ବଲିଉଡର ମୋଷ୍ଟ ଏଲିଜିବଲ ବ୍ୟାଚେଲର ହେଉଛନ୍ତି ଅଭିନେତା ଟାଇଗର ଶ୍ରଫ । ସେ ପରଦା ଉପରେ ଯେତିକି ଆକ୍ଟିଭ, ବାସ୍ତବ ଜୀବନରେ ସେତିକି ଶାନ୍ତ । ତେବେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ବ୍ରେକଅପ ହେବା ପରେ ଟାଇଗର…
ଗୁଲାମ ନବୀ ଆଜାଦଙ୍କ ପ୍ରଭାବରେ ତିନି ରାଜ୍ୟରେ ଫସିଲା କଂଗ୍ରେସ, ଦଳକୁ ଟେନସନ ଦେଉଛନ୍ତି ହୁଡ୍ଡା ଏବଂ ଆନନ୍ଦ
ନୂଆଦିଲ୍ଲୀ: ଏବେ କଂଗ୍ରେସ ପାଇଁ ସବୁଠୁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଆଜାଦ କଂଗ୍ରେସ ସହ ଦୀର୍ଘ ପାଞ୍ଚ ଦଶନ୍ଧିର ସଂପର୍କ ଛିନ୍ନ କରିବା ପରେ ନୂତନ ଦଳ ଗଠନ କରିବେ ବୋଲି…