Browsing Category

ଖବର

Amazon Payକୁ ମିଳିଲା Payment Aggregator ଲାଇସେନ୍ସ: ରିଜର୍ଭ ବ୍ୟାଙ୍କ ଦେଲା ଅନୁମତି

ନୂଆଦିଲ୍ଲୀ: ଇ-କମର୍ସ ଦୁନିଆର ବଡ଼ ଡିଲରଙ୍କ ମଧ୍ୟରେ ଖୁବ ଆଗରେ ରହିଛି ଆମାଜନ୍ । ଏହାର ଫାଇନାନ୍ସିଆଲ ଟେକନୋଲୋଜି ଡିଭିଜନ୍ 'ଆମାଜନ୍ ପେ'କୁ ଏବେ ବଡ଼ ଉପହାର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । 'ଆମାଜନ୍ ପେ'କୁ…

+2 Physics ପରୀକ୍ଷା ତ୍ରୁଟି ମାନିଲେ କର୍ତ୍ତୃପକ୍ଷ: ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର: CHSE ଯୁକ୍ତ ୨ ଭୌତିକ ବିଜ୍ଞାନ ପରୀକ୍ଷାରେ ତ୍ରୁଟି ହୋଇଥିବା ନେଇ ସ୍ୱୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏ ନେଇ ଏକ ପ୍ରେସମିଟ ଯୋଗେ ସୂଚନା ଜାରି କରିଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।…

(Video) ଲଣ୍ଡନରେ ଝିଅଙ୍କ ସହ ମସ୍ତି କରୁଛନ୍ତି ବିରାଟ: ଖେଳିଲେନି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ

ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ଏହି ସିରିଜ ପାଇଁ ଦଳ ଘୋଷଣା ପରେ ଅଚାନକ ପ୍ରଥମ ୨ଟି ଟେଷ୍ଟରୁ ସେ ବିରତୀ ପାଇଁ ଆବେଦନ…

ମହିଳାଙ୍କ ପାଇଁ ବଡ଼ ଘୋଷଣା: ୨୧ ବର୍ଷ ନ ହେଲେ ‘କନ୍ୟା’ ବେଶରେ ସଜେଇ ହେବେନି ଯୁବତୀ

ନୂଆଦିଲ୍ଲୀ: ଏବେ ମହିଳାଙ୍କ ପାଇଁ ଏକ ବଡ଼ ଘୋଷଣା ହୋଇଯାଇଛି । ୨୧ ବର୍ଷ ନ ହେବା ପର୍ଯ୍ୟନ୍ତ 'କନ୍ୟା' ବେଶରେ ସଜେଇ ହୋଇ ପାରିବେନି ଯୁବତୀ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏ ନେଇ ବଡ଼ ଘୋଷଣା ହୋଇଯାଇଛି । ଏଥିରେ କୁହାଯାଇଛି…

(Video) କଥା ଦେଇ କଥା ରଖିଛନ୍ତି ଅଧିନାୟକ ରୋହିତ: ସରଫରାଜଙ୍କ ବାପାଙ୍କୁ ଦେଇଥିଲେ ଏହି ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ୍ ଦେଇ ସିରିଜ ବିଜୟୀ ହୋଇଛି ଟିମ ଇଣ୍ଡିଆ । ରାଞ୍ଚି ଟେଷ୍ଟରେ ୫ ୱିକେଟରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ରୋହିତ ସେନା । ଏହି ମ୍ୟାଚ ପରେ ଭାରତର ଅଧିନାୟକ ରୋହିତ…

ଆହତ ଯୋଗୁଁ ମହମ୍ମଦ ଶାମୀଙ୍କ ସର୍ଜରୀ: ସୋସିଆଲ ମିଡିଆରେ ଲେଖିଲେ Emotional ପୋଷ୍ଟ

ନୂଆଦିଲ୍ଲୀ: ଦୀର୍ଘ ଦିନର ଯନ୍ତ୍ରଣା ପରେ ନିଜ ସର୍ଜରୀ କରାଇଛନ୍ତି ଟିମ ଇଣ୍ଡିଆର ସିନିୟର ବୋଲର ମହମ୍ମଦ ଶାମୀ । ଦିନିକିଆ ବିଶ୍ୱକପ ସମୟରେ ସେ ଆହତ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟା ଯୋଗୁଁ ଦଳରୁ…

ଐତିହାସିକ ବାରବାଟୀ ଷ୍ଟାଡିୟମର ହେବ ନବକଳେବର: ଆଜି ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ

କଟକ: ଓଡ଼ିଶାର ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମକୁ ନୂଆ ରୂପ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଆଜି ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଶିଳାନ୍ୟାସ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆଜି ରାଜ୍ୟସଭା ନିର୍ବାଚନ: ୩ଟି ରାଜ୍ୟର ୧୫ଟି ଆସନ ପାଇଁ ଆଜି ହେବ ମତଦାନ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ୧୫ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ୩ଟି ରାଜ୍ୟର ମୋଟ ୧୫ଟି ଆସନ ପାଇଁ ମତଦାନ ହେବ । ଆଜି ଉତ୍ତରପ୍ରଦେଶର ୧୦ଟି ଆସନରେ ମତଦାନ ହେବାକୁ ଥିବା ବେଳେ କର୍ଣ୍ଣାଟକରେ ୪ଟି ଏବଂ…

ସୁନ୍ଦର Lipstickରେ ରହିଛି ଭୟାନକ କ୍ୟାନ୍ସରର ଉପାଦାନ: ମହିଳା ହୋଇପାରନ୍ତି ନିସନ୍ତାନ, ରିସର୍ଚ୍ଚ କହୁଛି

ଦୈନନ୍ଦିନ ଜୀବନରେ ଆମେ ରାସାୟନିନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ । ବ୍ୟବହାର କରୁଥିବା କସମେଟିକ ପ୍ରଡକ୍ଟ ଠାରୁ ଆରମ୍ଭ କରି ବେଶପୋଷାକ ଯାଏଁ ସବୁ ରାସାୟନିକ ଜିନିଷରେ ପ୍ରସ୍ତୁତ କରାଯାଉଛି । ରାସାୟନିକ ପଦାର୍ଥ…

PayTm Payments Bank ଚେୟାରମ୍ୟାନ୍ ଦେଲେ ଇସ୍ତଫା: ନୂଆ ବୋର୍ଡ ଗଠନ କରିବେ ବିଜୟ ଶେଖର…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲି.(PPBL) ଖୁବ ଚର୍ଚ୍ଚାରେ ରହିଛି । ଏହାମଧ୍ୟରେ ପେଟିଏମର ସିଇଓ ବିଜୟ ଶେଖର ଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।…