Browsing Category

ଖବର

Reliance-Disney Deal: ସ୍ୱାକ୍ଷର ହେଲା ଚୁକ୍ତିନାମା, ଏତିକି ଟଙ୍କା ବିନିଯୋଗ କରିବ ରିଲାଏନ୍ସ କମ୍ପାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଏକ ନୂତନ ଡିଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତୈଳରୁ ଆରମ୍ଭ କରି ଗ୍ରୀନ୍ ଏନର୍ଜୀ ପର୍ଯ୍ୟନ୍ତ ତାଙ୍କ ବ୍ୟବସାୟକୁ କ୍ରମାଗତ ଭାବେ ବିସ୍ତାର…

‘WTO Quit Day’ ପାଳିବ କୃଷକ ମୋର୍ଚ୍ଚା: ଆସନ୍ତାକାଲି ନେସନାଲ-ଷ୍ଟେଟ୍ ହାଇୱେରେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ: MSPକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି କୃଷକ ମୋର୍ଚ୍ଚା । ପଞ୍ଜାବ-ହରିୟାଣା ସୀମାରେଖାରେ ଆନ୍ଦୋଳନ ଜାରି ରଖିଛନ୍ତି ହଜାର ହଜାର କୃଷକ । ଏହାମଧ୍ୟରେ ଆସନ୍ତାକାଲି(ଫେବୃଆରୀ ୨୬ ତାରିଖରେ) ‘'WTO Quit Day'’…

(Video) ଭାରତକୁ ମିଳିଲେ ପରବର୍ତ୍ତୀ MS Dhoni… ଟେଷ୍ଟରେ ମାହିଙ୍କ ସ୍ଥାନ ପୂରଣ କରିବେ ଏହି ଖେଳାଳି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇ ସାରିଛନ୍ତି । ଏହାପରେ ମଧ୍ୟ ବିଭିନ୍ନ ସିରିଜ ଏବଂ ମ୍ୟାଚରେ ତାଙ୍କୁ ନେଇ ଖୁବ ଆଲୋଚନା ହୋଇଥାଏ । ଇଂଲଣ୍ଡ…

‘ମୁଁ ଭାରତ ସରକାରଙ୍କୁ ଦିଲ୍ଲୀରୁ ବାହାର କରି…’ ଗୁଜୁରାଟରୁ ସାରା ଦେଶକୁ କ’ଣ କହିଲେ ମୋଦୀ?

ନୂଆଦିଲ୍ଲୀ: ଆଜି ଗୁଜୁରାଟର ରାଜକୋଟରେ ରାଜ୍ୟର ପ୍ରଥମ ଭାରତୀୟ ଆୟୁର୍ବଜ୍ଞାନ ସଂସ୍ଥାନ(AIIMS) ଉଦଘାଟନ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମେଡିକାଲକୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ…

(Video) ଗଭୀର ସମୁଦ୍ରରେ ‘ଦ୍ୱାରକା ନଗରୀ’ର ପୂଜାର୍ଚ୍ଚନା: ପାଣି ଭିତରେ ଆରାଧନା କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆରବ ସାଗରର ଗଭୀର ଜଳରାଶି ଭିତରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀକୁ ପୂଜାର୍ଚ୍ଚନା କରିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୁଦ୍ର ଭିତରେ ପୂଜା କରୁଥିବାର ଫଟୋ ଏବଂ ଭିଡିଓ ସେ ନିଜ ସୋସିଆଲ…

Team India ବିପକ୍ଷରେ ୭ଟି Wrong Decission ଦେଲେ ଅମ୍ପାୟାର: DRS ବି କାମ ଦେଲାନି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ପୁଣିଥରେ ମ୍ୟାଚକୁ କମବ୍ୟାକ କରିଛି ଟିମ ଇଣ୍ଡିଆ । ତେବେ ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲର ଭାରତୀୟ ବ୍ୟାଟରଙ୍କ ଉପରେ ଭାରୀ ପଡ଼ିଥିଲେ । ଯାହା ଫଳରେ ଇଂଲଣ୍ଡର…

ପୁଣି ବୀରତ୍ୱ ଦେଖାଇଲା ‘Indian Air Force’: କମ୍ ସମୟରେ ପୂର୍ବ ସୈନିକଙ୍କୁ ବାୟୁସେନା ଦେଲା ନୂଆ ଜୀବନ

ନୂଆଦିଲ୍ଲୀ: ଭାରତୀୟ ସେନାର ଅନେକ ବୀରତ୍ୱର କାହାଣୀ ଦେଖିବାକୁ ମିଳେ । ସାହସିକତାର ସହ ଦେଶସେବା କରିବା ସହିତ ଦେଶବାସୀଙ୍କୁ ବିପଦରୁ ମୁକ୍ତ କରିବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଥାନ୍ତି ଭାରତର ସୁରକ୍ଷାବାହିନୀ ।…

Big Breaking; ବିଜେପିରେ ସାମିଲ ହେବେ ଦେବାଶିଷ ନାୟକ: ଇସ୍ତଫା ପରେ BJP କାର୍ଯ୍ୟାଳୟରେ ପହଞ୍ଚିଲେ

ଭୁବନେଶ୍ୱର: ରାଜନୀତି ଦୁନିଆରେ ଏବେ ଆଉ ଏକ ବଡ଼ ଚାଲ୍ ଦେଖାଯାଇଛି । ବିଜୁ ଜନତା ଦଳର ବରିଷ୍ଠ ନେତା ଦେବାଶିଷ ନାୟକ ଅଚାନକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ଦେବାଶିଷ ଆଗାମୀ ନିର୍ବାଚନ ପୂର୍ବରୁ ପଦ୍ମ…

ଭାରତକୁ ୧୯୨ ରନର ଟାର୍ଗେଟ ଦେଲା ଇଂଲଣ୍ଡ: ସିରିଜ ହାତେଇବା ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ: ରାଞ୍ଚି ଟେଷ୍ଟର ତୃତୀୟ ଦିନରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ୪୬ ରନ୍ ପଛୁଆ ରହିଥିବା ବେଳେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଉପରେ ଭାରୀ ପଡ଼ିଛି ସ୍ପିନ ଡିପାର୍ଟମେଣ୍ଟ । ଅଶ୍ୱୀନ ଏବଂ କୁଳଦୀପ…

୩ ମାସ ପାଇଁ ବନ୍ଦ ରହିବ ମୋଦୀଙ୍କ ‘Maan Ki Baat’ କାର୍ଯ୍ୟକ୍ରମ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଚଳିତବର୍ଷର ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ସାରିଛନ୍ତି । ଏତିରେ ଖୁବ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଏହି ନିର୍ବାଚନର ପ୍ରସ୍ତୁତି ପାଇଁ ଆଜି…