Browsing Category

ଖବର

ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧରେ ମରିବେ ୨ ବିଲିୟନ ଲୋକ, କିନ୍ତୁ ଆମେରିକା ଋଷ ସଂଘର୍ଷ କଲେ ଧ୍ୱଂସ ହୋଇଯିବ ଅଧା ବିଶ୍ୱ:…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯଦି ପରମାଣୁ ଯୁଦ୍ଧ ଆରମ୍ଭ ହୁଏ ଏହାର ପରିଣାମ କେତେ ଭୟାଭୟ ହେବ ଏହା ଚିନ୍ତା କରିବା ମୁସ୍କିଲ। ରାଉଟର ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ମୁତାବକ ଏପରି ଯଦି…

ଭାରତ ପାଇଁ ଷଡଯନ୍ତ୍ର କରୁଛି ଚିନ୍: ହୱନଟୋଟା ବନ୍ଦର ଉପରେ ଦିଲ୍ଲୀର ନଜର, ଚିନ୍ତାରେ ଆମେରିକା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ହୱନଟୋଟା ବନ୍ଦରରେ ଚିନ୍ ଜାହାଜର ଉପସ୍ଥିତିକୁ ନେଇ ଆମେରିକା ଓ ଭାରତ ଚିନ୍ତା ପ୍ରକଟ କରିଛନ୍ତି । ଏହାକୁ ନେଇ ଚିନର ବିଦେଶ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି ଯେ ୟୁଆନ୍…

ଭେଳିକି ବନ୍ଦ କରି ଲୋକଙ୍କୁ ସହାୟତା କର: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ବିଜେପି ଏକ ପ୍ରେସ ମିଟ କରିଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ମହାନଦୀକୁ ନେଇ ରାଜ୍ୟ…

୩ମିନିଟ୍ ବିଳମ୍ବରେ ଆସିବାରୁ ଚାଲିଗଲା ଚାକିରୀ: ଷ୍ଟାରବକ୍ସର ନୂଆ ନିୟମ

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ କଫି କମ୍ପାନୀ ଷ୍ଟାରବକ୍ସର ବିବାଦ ଦିନକୁ ଦିନ ବଢିବାର ଲାଗିଛି । ପୂର୍ବରରୁ କମ୍ପାନୀରେ ଶ୍ରମିକ ସଂଗଠନ (Labour Union)ଗଠନକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଭେଦଭାବକୁ ନେଇ ବିବାଦ…

କୌଣସି ବ୍ୟକ୍ତିର ଗୋପନୀୟତାକୁ ବ୍ୟାଘାତ କରୁଥିବା ମେସେଜ ପଠାଇବା ଅଧିକାର କାହାର ନାହିଁ: କୋର୍ଟ

ମୁମ୍ବାଇ: କୌଣସି ବ୍ୟକ୍ତିର ଗୋପନୀୟତାକୁ ବ୍ୟାଘାତ କରୁଥିବା କୌଣସି ମେସେଜ ପଠାଇବାର ଅଧିକାର କାହାର ନାହିଁ। ଶିବସେନା ନେତାଙ୍କ ପତ୍ନୀଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗରେ ତାଙ୍କୁ ତିନିମାସ ସରଳ କାରାଦଣ୍ଡରେ…

କଳିଯୁଗର ମାଆ: ସ୍ୱାମୀ ସହ ଝଗଡା ପରେ ଶିଶୁଙ୍କ ସହ କରିଲା ଏପରି କାଣ୍ଡ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଯେଉଁଠି ଜଣେ ମାଆ ତାର ତିନି ଶିଶୁଙ୍କୁ ନିଜ ହାତରେ ହତ୍ୟା କରିଛି । ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

ଓଡିଶାରେ ଫଳୁଛି ବିଦେଶୀ ଫଳ ଅଭୋକାଡୋ: ଓଡିଶା ଚାଷୀ ବି ହୋଇପରିବେ ଲାଭବାନ

ବାଲେଶ୍ୱର: ଅଭୋକାଡୋ ଏପରି ଏକ ଫଳ ଯେଉଁଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହି ଫଳକୁ ସେବନ କରିବା ଦ୍ୱାରା ଏହା ଶରୀରରେ କଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିଥାଏ । ଏଥି ସହିତ ଦୃଷ୍ଟିଶକ୍ତି ବୃଦ୍ଧି…

ରିଲିଜ ପୂର୍ବରୁ ଅଡୁଆରେ ଫିଲ୍ମ ‘ହମ୍‌ ଦୋ ହମାରେ ବାରା’, ପୋଷ୍ଟରକୁ ନେଇ ଉଠିଲା ବିବାଦ

ମୁମ୍ବାଇ: ରିଲିଜ ପୂର୍ବରୁ ଅଡୁଆରେ ଫିଲ୍ମ ‘ହମ୍‌ ଦୋ ହମାରେ ବାରା’ । ଫିଲ୍ମର ପୋଷ୍ଟରକୁ ନେଇ ଉଠିଛି ବିବାଦ । ଏହି ଫିଲ୍ମର କାହାଣୀ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ସହିତ ଜଡିତ ବୋଲି କୁହାଯାଉଛି । ଏହି…

ତୃତୀୟ ପକ୍ଷର ହସ୍ତକ୍ଷେପ ପଡିଲା ମହଙ୍ଗା: ଭାରତୀୟ ଫୁଟବଲ ଫେଡେରେସନକୁ ନିଲମ୍ବନ କଲା ଫିଫା

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ମହାସଂଘ କାର୍ଯ୍ୟକଳାପରେ ତୃତୀୟ ପକ୍ଷର ହସ୍ତକ୍ଷେପ ଶେଷରେ ମହଙ୍ଗା ପଡିଲା । ଏହି ଘଟଣାରେ ଫିଫା କ୍ଷୁବ୍ଧ ହୋଇ ମଙ୍ଗଳବାର ଦିନ ଅଲଇଣ୍ଡିଆ ଫୁଟବଲ ଫେଡେରେସନ (ଏଏଫଏଫଆଇ)କୁ ନିଲମ୍ବନ କରିଛି ।…

ସୋନିର ନୂତନ ‘ର୍ଟିୟର ଲିଙ୍କବଡ୍ସ ଇଅର୍‌ ଫୋନ୍ ଲଞ୍ଚ, ମାତ୍ର ଏତିକି ଟଙ୍କାରେ ପ୍ରିୟ ମ୍ୟୁଜିକ୍‌ର ମଜା ଉଠାଇପାରିବେ ଗ୍ରାହକ

ନୂଆଦିଲ୍ଲୀ : ସୋନି ଇଣ୍ଡିଆ ଉପସ୍ଥାପିତ କରିଛି ବ୍ରାଣ୍ଡ ନୂଆ ବାସ୍ତବରେ ୱାୟାରଲେସ୍‌ ଲିଙ୍କବଡ୍ସ, ଯାହା ସହିତ ଆପଣ ଏକାକାଳୀନ ଆପଣଙ୍କର ପ୍ରିୟ ସଙ୍ଗୀତ ଏବଂ ଜୀବନର ଗୁରୁତ୍ୱ ପୂର୍ଣ୍ଣ ମୂହୁର୍ତ୍ତ ଗୁଡିକର ଆନନ୍ଦ…