Browsing Category
ଖବର
ବଢୁଛି ହୀରାକୁଦର ଜଳସ୍ତର..ଖୋଲିବ କି ଗେଟ୍? ଦିଲ୍ଲୀ ପରିସ୍ଥିତିକୁ ନେଇ ମନରେ ଭୟ
ସମ୍ବଲପୁର: ରାଜ୍ୟରେ ମୌସୂମୀ ଜନିତ ବର୍ଷା ଜାରି ରହିଛି । ଏହା ଭିତରେ ହୀରାକୁଦ ଡ୍ୟାମରେ ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଡ୍ୟାମରେ ପାଣି ବଢିବା ପରେ ଲୋକଙ୍କ ମନରେ ଭୟ ଦେଖାଦେଇଛି । ରାଷ୍ଟ୍ରୀୟ…
ଟମାଟୋ ପରେ ଅଟା ମହଙ୍ଗା: କିଲୋ ପିଛା ୩୨୦ ଟଙ୍କାରେ ବିକ୍ରି ହେଉଛି ଅଟା, ଚିନି ବି ଦାମୀକା
ନୂଆଦିଲ୍ଲୀ: ଟମାଟୋର ବର୍ଦ୍ଧିତ ଦର ବର୍ତ୍ତମାନ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ତେବେ ଟମାଟୋ ମହଙ୍ଗା ମାଡ଼ରେ ସାରା ଦେଶ କଲବଲ ହେଉଥିବା ବେଳେ ଏବେ ଅଟା ମୂଲ୍ୟ ବି ଆକାଶଛୁଆଁ ହୋଇଛି । ଅଟା କିଲୋ ଏବେ ୩୨୦…
ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଗଲା ନିଆଁ: ୧୪ ନମ୍ବର କୋଚରୁ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ସାଧାରଣ ପାସେଞ୍ଜର ତଥା ମାଲବାହୀ ଟ୍ରେନ ବିଭିନ୍ନ ସ୍ତାନରେ ଦୁର୍ଘଟଣା ହେବା ସହ ଟ୍ରେନରେ ଅଗ୍ନିକାଣ୍ଡ ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ବନ୍ଦେ ଭାରତ ଏକ୍ସପ୍ରେସକୁ ଲୋକମାନେ ସୁରକ୍ଷିତ ବୋଲି…
ISROରୁ BPSC ପର୍ଯ୍ୟନ୍ତ ସରକାରୀ ଚାକିରର ମେଳା: ଜାଣି ରଖନ୍ତୁ ଏହି ସପ୍ତାହରେ କ’ଣ ରହିଛି ବେଷ୍ଟ୍ ଅପ୍ସନ
ନୂଆଦିଲ୍ଲୀ: ଏବେକାର କମ୍ପିଟିଟିଭ ମାର୍କେଟରେ ସରକାରୀ ଚାକିରି ପ୍ରତି ବେଶ୍ ଆକର୍ଷିତ ହେଉଛନ୍ତି ଯୁବପିଢୀ । ସରକାରୀ ଚାକିରିରେ ସ୍ଥିରତା ଏବଂ ଭତ୍ତା ଇତ୍ୟାଦି ସୁବିଧା ଯୋଗୁଁ ସମସ୍ତ ଯୁବବର୍ଗ ଏଥିପ୍ରତି ଆକୃଷ୍ଟ…
ଭୟଙ୍କର ସଡ଼କ ଦୁର୍ଘଟଣା: କାର-ଟ୍ରକ ମୁହାଁମୁହିଁ ଧକ୍କାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ
ଭୋପାଲ: ବର୍ତ୍ତମାନ ସମୁଦାୟ ମୃତ୍ୟୁସଂଖ୍ୟା ମଧ୍ୟରୁ ଅଧିକାଂଶ ଲୋକଙ୍କ ମୃତ୍ୟୁର କାରଣ ହେଉଛି ସଡ଼କ ଦୁର୍ଘଟଣା । ସେହିପରି ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ । ସାନୋଧା ଥାନା ଅଞ୍ଚଳରେ…
ଶ୍ରାବଣର ଦ୍ୱିତୀୟ ସୋମବାରରେ ଶ୍ରୀମନ୍ଦିର ଦର୍ଶନ ବନ୍ଦ: ଜାଣନ୍ତୁ କେତେ ସମୟ ପାଇଁ ବନ୍ଦ ରହିବ ମନ୍ଦିର
ପୁରୀ: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ପୁରୀ ଶ୍ରୀମନ୍ଦିରରେ ଜଗାଦର୍ଶନ କରି ପାରିବେନି ଶ୍ରଦ୍ଧାଳୁ । ଶ୍ରୀଜୀଉଙ୍କ ନୀତିକାନ୍ତି ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ନରେ ୪ ଘଣ୍ଟା ପାଇଁ ଭକ୍ତଙ୍କୁ ଦର୍ଶନରୁ…
ଟମାଟୋ କନ୍ଦାଇଲା, ପିଆଜ କିନ୍ତୁ କନ୍ଦାଇବନି: କେନ୍ଦ୍ର ସରକାର ଆଗୁଆ ନେଲେ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ଟମାଟୋର ମହଙ୍ଗା ମାଡ଼କୁ ନେଇ ସାରା ଦେଶବାସୀ ଏବେ ଛଟପଟ ହେଉଛନ୍ତି । ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟଙ୍କା ଟପିଥିବା ବେଳେ ଅଳ୍ପ କିଛି ସ୍ଥାନରେ ୨୦୦-୩୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଉଛି ।…
ଏଣିକି ବୁଲା କୁକୁରଙ୍କୁ ମିଳିବ ID Card: କେଉଁଠି ଓ କେମିତି ହେବ ସେମାନଙ୍କ ପରିଚୟ?
ମୁମ୍ବାଇ: ମଣିଷର ପରିଚୟ ପାଇଁ ବର୍ତ୍ତମାନ ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ଭାବରେ ସ୍ଥାନ ପାଇଛି । କିନ୍ତୁ ଏବେ କେବଳ ମଣିଷ ନୁହେଁ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ଆଧାର କାର୍ଡର ବ୍ୟବସ୍ଥା…
ସୀମା ପ୍ରେମ ପାଇଁ କାନ୍ଦୁଛନ୍ତି ଭଗବାନ୍! ହିନ୍ଦୁ ମନ୍ଦିର ଉପରେ ରକେଟ ଲଞ୍ଚରରେ ହେଉଛି ଆକ୍ରମଣ
ନୂଆଦିଲ୍ଲୀ: ପାକିସ୍ତାନ ଯୁବତୀ ସୀମା ହାଇଦର ଏବଂ ଗ୍ରେଟର ନୋଏଡାର ସଚିନଙ୍କ ଲଭ ଷ୍ଟୋରୀ ଭାରତରୁ ପାକିସ୍ତାନ ପର୍ଯ୍ୟନ୍ତ ଚର୍ଚ୍ଚ ହେବାରେ ଲାଗିଛି । ୪ ପିଲାଙ୍କୁ ନେଇ ପାକିସ୍ତାନରୁ ଭାରତ ଆସିବା ପରେ ପାକିସ୍ତାନୀ…
ଏହାକୁ ଛୁଇଁଲେ ଅମର ହୋଇଯିବ ମଣିଷ ସମାଜ! ୨୦୨୪କୁ ନେଇ ବଡ଼ ଭବିଷ୍ୟବାଣୀ-ଗୋଟିଏ ଖୁସି ଗୋଟିଏ ଦୁଃଖ
ଦୁନିଆରେ କିଛି ଲୋକ ଭବିଷ୍ୟବାଣୀ କରିଦେଉଥିବା ନେଇ କୁହାଯାଏ । ଗ୍ରହ ନକ୍ଷତ୍ରର ଗତିବିଧି ଓ ମଣିଷକୁ ଦେଖି ତାର ଆଗାମୀ ଜୀବନ ବିଷୟରେ କହିଥାନ୍ତି । କିନ୍ତୁ ଅନେକ ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ କିଛି ଏହାକୁ…