Browsing Category

ଖବର

(Video)ଦୁଆରଶୁଣି ଘାଟିରେ ୨ ଟ୍ରକ ମୁହାଁମୁହିଁ: ଟ୍ରକ ସହ ଜୀବନ୍ତ ଜଳିଗଲେ ଡ୍ରାଇଭର

ମୟୁରଭଞ୍ଜ: ଦୁଆରଶୁଣୀ ଘାଟି ନିକଟରେ ୨ ଟ୍ରକ ମୁହାଁମୁହିଁ ହୋଇଛି । ତେବେ ଏହି ଦୁର୍ଘଟଣାରେ ଜୀବନ୍ତ ଜଳିଯାଇଛନ୍ତି ଡ୍ରାଇଭର । ତେଲ ବୋଝେଇ ଟ୍ୟାଙ୍କର ଏବଂ ଟ୍ରକ ପରସ୍ପର ସହ ଧକ୍କା ହୋଇଥିଲେ । ଦୁର୍ଘଟଣା ହେବା ପରେ…

ଆପଣଙ୍କ ପିଲା ଆପଣଙ୍କଠାରୁ ଚାହୁଁଛି କି Extra Attention? ଏହି ସବୁ ଲକ୍ଷଣ ଦେଇଥାନ୍ତି ସଙ୍କେତ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ପିତାମାତା ନିଜ ପିଲା ସହିତ ଖୁବ କମ ସମୟ ଅତିବାହିତ କରିପାରୁଛନ୍ତି । ପିଲାମାନଙ୍କୁ ସଠିକ ଭାବେ ସମୟ ଦେଇପାରୁ ନାହାନ୍ତି । ଏହି କାରଣରୁ ପିଲମାନଙ୍କର ସ୍ୱଭାବରେ ବେଶ…

Breaking News: କାଲିଠୁ ପର୍ଯ୍ୟଟକଙ୍କ ପାଇଁ ୯ ଦିନ ବନ୍ଦ ରହିବ ଭିତରକନିକା

ଭୁବନେଶ୍ୱର: କାଲିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ହେବାକୁ ଯାଉଛି ଭିତରକନିକା । ଏଠାରେ ବଉଳା କୁମ୍ଭୀର ଏବଂ ପକ୍ଷୀ ଗଣନା କର।।ଯିବା ପାଇଁ ଭିତରକନିକାକୁ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି । ତେବେ ଆସନ୍ତା…

Big Breaking: ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ, ସକାଳ ୬ରୁ ସଂଧ୍ୟା ୬ ଯାଏଁ ବନ୍ଦ ପାଳନ

କଳାହାଣ୍ଡି: ବିଜେପି ପକ୍ଷରୁ ଆଜି କଳାହାଣ୍ଡିରେ ୧୨ ଘଣ୍ଟିଆ ବନ୍ଦପାଳନ କରାଯାଉଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଜିଲ୍ଲାରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ…

ବେରୁତରେ ହମାସ ନେତାଙ୍କ ହତ୍ୟାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଲା ଇରାନ

ଓଡ଼ିଶା ଭାସ୍କର: ବେରୁତରେ ସନ୍ଦିଗ୍ଧ ଇସ୍ରାଏଲ ଆକ୍ରମଣରେ ହମାସ ନେତା ସାଲେହ ଅଲ-ଅରାଉରିଙ୍କ ମୃତ୍ୟୁକୁ ଇରାନର ଅଧିକାରୀମାନେ ତୀବ୍ର ନିନ୍ଦା କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନି ଅମୀର ଅବଦୁଲ୍ଲାନ୍ ଏକ୍ସ…

AIIMS Smart ଲ୍ୟାବରେ ଏଣ୍ଟ୍ରି କଲେ Robot-AI: ରୋଗୀଙ୍କୁ କେମିତି କରିବ ସାହାଯ୍ୟ?

ନୂଆଦିଲ୍ଲୀ: ଦେଶର ମେଡିକାଲ ସାଇନ୍ସରେ ମଧ୍ୟ ଏବେ ଏଣ୍ଟ୍ରି କରିସାରିଛି ରୋବୋଟ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ସ୍ମାର୍ଟ ଲ୍ୟାବରେ…

(Video) କଲେଜ ଲାଇବ୍ରେରୀରେ ଅଧ୍ୟାପକ-ଛାତ୍ରୀଙ୍କ ଅଡିଓ ଭାଇରାଲ… ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବାଲେଶ୍ୱର: ଫିଜିସ୍କ ଅଧ୍ୟାପକ ଛାତ୍ରୀଙ୍କ ସହ କଲେଜ ଲାଇବେରିରେ ଏମିତି କହୁଛନ୍ତି । ଯାହାକୁ ଶୁଣିଲେ ଆପଣମାନେ ଚକିତ ହୋଇଯିବେ । ଫିଜିକ୍ସ ଅଧ୍ୟାପକ ଜଣଙ୍କ ଯୁକ୍ତ ୩ ବିଜ୍ଞାନ ଛାତ୍ରୀଙ୍କୁ ବହି ଦେବାକୁ ଲାଇବେରିରେ…

୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ଅନୁରୋଧ କଲା ASI; ତଥ୍ୟ ପାଇବାକୁ ଚେଷ୍ଟା ଚଳାଇଛନ୍ତି ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ବାରାଣସୀ ଅଦାଲତକୁ ଅନୁରୋଧ କଲା (ଏଏସ୍ଆଇ) ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା।  ସେମାନେ ଜ୍ଞାନବାପୀ ଉପରେ ସିଲ୍ କଭରରେ ଦାଖଲ…

ନୂଆ ବର୍ଷରେ ଓଡ଼ିଶା ପିଇଲା ୬୦ କୋଟି ଟଙ୍କାର ମଦ; କଟକରେ ସବୁଠୁ ଅଧିକ ମଦୁଆ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ ବେଭରେଜେସ୍ କର୍ପୋରେସନ-OSBCର ସୂଚନା ଅନୁସାରେ, ଡିସେମ୍ବର ୩୦ରେ ଏହାର ୯ଟି ସରକାରୀ ଡିପୋରୁ ଯାଇଛି ୧୧ ଲକ୍ଷ ଲିଟର ମଦ । ଯାହାର ମୂଲ୍ୟ ୬୦ କୋଟି ୭୩ ଲକ୍ଷ ଟଙ୍କା। ୩୧ ତାରିଖ ରବିବାର…

Instagram ଷ୍ଟୋରୀ ପାଇଁ ମିଳିବ ନୂଆ ଫିଚର: ଜାଣନ୍ତୁ କିପରି ଏହାର ବ୍ୟବହାର କରିପାରିବେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱକୁ ପାଗଳ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଟେକନୋଲୋଜିର ଏହି ଦୁନିଆରେ ଖୁବ ଲୋକପ୍ରିୟ ହୋଇପାରିଛି ଏହି ଏଆଇ ଫିଚର । ସେଥିପାଇଁ ଆପଲ, ଗୁଗଲ, ମାଇକ୍ରୋସଫ୍ଟ ଭଳି ଅନେକ…