Browsing Category
ଖବର
ପୋଲିସ ପରିଚୟ ଦେଇ ବନ୍ଧୁକ ମୁନରେ ଅପହରଣ : ଯୁବକଙ୍କୁ ଛାଡ଼ିବା ପାଇଁ ୭ ଲକ୍ଷ ଡିମାଣ୍ଡ କଲେ ଦୁବୃର୍ତ୍ତ, ୩ ଲକ୍ଷ ଦେଲେ ପରିବାରଲୋକ !
ନୂଆପଡ଼ା, (ଭାସ୍କର ନ୍ୟୁଜ୍): ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଘରୁ ଅପହଣର କରି ନିଆଯାଇଥିଲା । ପରେ ୭ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଯୁବକ ଜଣକ…
ଆଇପିଏଲ୍-୧୫: ରାଜସ୍ଥାନ- ଗୁଜରାଟ ମଧ୍ୟରେ ଫାଇନାଲ୍ ମୁକାବିଲ, ଜାଣନ୍ତୁ କାହାର ପଲ୍ଲା ଭାରି, କିଏ ଜିତିବ ଟାଇଟଲ୍…
ଅହମଦାବାଦ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲେରକୁ ହରାଇ ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷର ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୯ ତାରିଖ ଦିନ ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଗୁଜରାଟ…
ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପରିସରରେ ମହା ସମ୍ପ୍ରୋକ୍ଷଣମ୍ ନୀତି ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…
ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ସମଗ୍ର ରାଜ୍ୟରେ ତାପମାତ୍ରା ବଢିବା ସହ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି । ଆଗକୁ ମଧ୍ୟ ଗୁଳୁଗୁଳି ସହ ଆହୁରି ଗ୍ରୀଷ୍ମ ପ୍ରବାହ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ଆମେରିକାର ସେନାଠାରୁ ୧୦୦ ଗୁଣା ଅଧିକ ଲୋକଙ୍କ ପାଖରେ ରହିଛି ବନ୍ଧୁକ, ସର୍ଭେରୁ ହେଲା ବଡ଼ ଖୁଲାସ
ୱାଶିଂଟନ୍: ଆମେରିକାର ସେନାଠାରୁ ଲୋକଙ୍କ ପାଖରେ ୧୦୦ଗୁଣା ଅଧିକ ବନ୍ଧୁକ ରହିଛି । ବିଶ୍ୱବ୍ୟାଙ୍କ ମୁତାବକ, ୨୦୨୦ ମସିହାରେ ଆମେରିକାର ଲୋକସଂଖ୍ୟା ଆନୁମାନିକ ୩୩ କୋଟି ଥିଲା । ସ୍ମଲ୍ ଆର୍ମସ୍ ସର୍ଭେ ମୁତାବକ ଏଠାରେ…
ଆଇପିଏଲ୍ ଅପ୍ଡେଟ୍.. ଅରେଞ୍ଜ କପ୍ ଦୌଡରେ ଜୋସ୍ ବଟଲର, କେଏଲ ରହୁଲ
କୋଲକାତା: ରାଜସ୍ଥାନ ରୟାଲ୍ସ ବ୍ୟାଟର ଜୋସ୍ ବଟ୍ଟଲର ଚଳିତ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରି ଅରେଞ୍ଜ କପ ପାଇବା ନିଶ୍ଚିତ ହୋଇ ଯାଇଛି । କାରଣ ସେ ୧୫ ମ୍ୟାଚ ଖେଳି ୩ ଶତକ ଓ ୪ ଅର୍ଦ୍ଧଶତକ ସହିତ ୫୧.୨୯ ହାରେ ୭୧୮…
ଗୋଟିଏ ସ୍କୁଟିରେ ୬ ଜଣ ଯୁବକ ବସି ରାସ୍ତାରେ ମାରିଲେ ଷ୍ଟଣ୍ଡ, ଭିଡିଓ ଭାଇରାଲ ପରେ ଆକ୍ସନ୍ ମୋଡ୍ରେ ପୋଲିସ
ମୁମ୍ବାଇ: ଏ ବେ ଟ୍ରାଫିକ ନିୟମକୁ ଲୋକେ ବୋଧେ ଭୁଲିଗଲେଣି । ରାସ୍ତାରେ ଯା ଆସ କରୁଥିବା ଲୋକେ ନିୟମ ମାନୁନଥିବା ଦେଖାଯାଉଛି । ଜଣେ ୨ କି ୩ ନୁହେଁ ଗୋଟିଏ ସ୍କୁଟିରେ ବସି ରାସ୍ତାରେ ବେଧଡ଼କ ବୁଲିଲେ ୬ ଯୁବକ । କେବଳ…
ଚିକିଟି ଅଞ୍ଚଳରୁ ବିପୁଳ ପରିମାଣର ମହୁଲି ମଦ ଜବତ, ୨ମହିଳା ଓ ୨ ପୁରୁଷ ବେପାରୀ ଗିରଫ
ଚିକିଟି, (ଭାସ୍କର ନ୍ୟୁଜ୍) : ଗଞ୍ଜମ ଜିଲ୍ଲା ଅନ୍ତର୍ଗତ ଚିକିଟି ଅବକାରୀ ବିଭାଗ ଇଲାକାର ବିଭିନ୍ନ ଜାଗାରେ ବିଭାଗର ଅଧିକ୍ଷ ରମେନ୍ଦ୍ର ନାୟକୟଙ୍କ ନିର୍ଦ୍ଦେଶକ୍ରମେ ଘନ ଘନ ଚଢ଼ାଉ ହୋଇଥିଲା । ଏହି ଚଢ଼ାଉ ଚିକିତପେଙଋ,…
ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଭାଗ୍ୟ ପରୀକ୍ଷା କରିବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର, ଖୁବ୍ଶୀଘ୍ର ଏହି ଫିଲ୍ମରେ କରିବେ ଡେବ୍ୟୁ
ମୁମ୍ବାଇ: ଖୁବ୍ଶୀଘ୍ର ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଦେବୀଙ୍କ ସାନଝିଅ ଖୁସି କପୁର । କେବଳ ଖୁସି ନୁହନ୍ତି ଆଉ ଜଣେ କପୁର କନ୍ୟା ମଧ୍ୟ ଫିଲ୍ମ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ବଲିଉଡ…
ପିଞ୍ଜରାରେ ବନ୍ଦ ସିଂହକୁ ବିରକ୍ତି କରିବା ପଡିଲା ମହଙ୍ଗା, ଝାମ୍ପି ନେଲା ଯୁବକଙ୍କ ଆଙ୍ଗୁଠି…ଦେଖନ୍ତୁ ଭିଡିଓ
ନୂଆଦିଳ୍ଲୀ: ପିଞ୍ଜରା ଭିତରେ ବନ୍ଦ ଥିବା ପଶୁଙ୍କୁ ବିରକ୍ତି କରିବା ଠିକ୍ ନୁହେଁ । କେତେବେଳେ ସେମାନେ ବିଚଳିତ ହୋଇପଡିବେ ତାହା କହିହେବନି । ଏହାର ପରିଣାମ ବେଶ୍ ଭୟଙ୍କର ହୋଇପାରେ । ନିକଟରେ ଏଭଳି ଏକ ଘଟଣା…