Browsing Category

ଖବର

“ବିଶ୍ୱ ଶାନ୍ତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ, ଆମେରିକା ପ୍ରତିଶ୍ରୁତିବଦ୍ଧ”: ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ତିନି ଦିନିଆ ଆମେରିକା ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ୱାଇଟ୍ ହାଉସ୍‌ରେ ଭବ୍ୟ ସ୍ୱାଗତ କରାଯାଇଛି। ଏଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ…

ଗରିବ ହେବେ ଉପକୃତ: ରାଜ୍ୟର ବିଭିନ୍ନ ଆହାର କେନ୍ଦ୍ରର ପରିଚାଳନା ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଗମନାଗମନର ସୁବିଧା…

(Video) ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ମ୍ୟାଚ: ହାତାହାତି ହୋଇଗଲେ ଉଭୟ ଦେଶର ଖେଳାଳି

ବାଙ୍ଗାଲୋର: ସେଫ ଚମ୍ପିଆନସିପରେ ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଉଭୟ ଦଳ ମଇଦାନରେ କେବଳ ଖେଳ ବେଳେ ମୁହାଁମୁହିଁ ହୋଇ ନାହାନ୍ତି, ବରଂ ଉଭୟ ଦଳର ଖେଳାଳି ଏହି ଲାଇଭ…

(Video) ସର୍ବାଧିକ ଦେଶବାସୀଙ୍କ ସହ ଯୋଗ କଲେ ପି.ଏମ ମୋଦୀ: ଗିନିଜ ବୁକ ରେକର୍ଡରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଜୁନ୍ ୨୧ ତାରିଖ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ନ୍ୟୁୟର୍କ ଜାତିସଂଘର ମୁଖ୍ୟାଳୟଠାରେ ମୋଦୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ…

(Video) ଭାଙ୍ଗିଲା ସ୍କୁଲ, କିନ୍ତୁ ମନରୁ ଯାଇନି ଭୟ: ବାହାନଗା ସ୍କୁଲରେ ଚାଲିଛି ହୋମ-ଯଜ୍ଞ, ପୂଜାପାଠ

ବାଲେଶ୍ୱର: ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣାକୁ ୨୦ ଦିନ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ସେଠାକାର ଲୋକଙ୍କ ମନରୁ ଯାଇନି ଭୟ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଜଣ ଯାତ୍ରୀଙ୍କ ମୃତଦେହ ରଖାଯାଇଥିବା ସ୍କୁଲ…

୧୫ଟି ପ୍ରସ୍ତାବକୁ ମିଳିଲା ମୋହର: ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଖୁବଶୀଘ୍ର ଏହି…

ଭାରତକୁ ଶକ୍ତି ଦେଲା ICC: ଏଣିକି ପାକିସ୍ତାନ କ୍ରିକେଟ ମ୍ୟାଚ ଉପରେ ନିର୍ଣ୍ଣୟ ନେବ BCCI

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଭାରତୀୟ କ୍ରିକେଟ ବୋର୍ଡ ମଧ୍ୟରେ ଅଧିକାଂଶ ସମୟରେ ମତଭେଦ ଦେଖିବାକୁ ମିଳିଥାଏ । ବିସିସିଆଇର କୌଣସି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ପାରେନାହିଁ ପାକିସ୍ତାନ । ନିକଟରେ…

ପାଣିପାଗ ବିଭାଗର ସୂଚନା: ମୌସୁମୀ ପୂର୍ବରୁ ଭିଜିବ ଓଡ଼ିଶା

ଭୁବନେଶ୍ୱର: ସମ୍ପ୍ରତି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ପାଣିପାଗ ବିଭାଗ ଏକ ଆଶ୍ୱସ୍ତିକର ଖବର ଦେଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବା ପୂର୍ବରୁ ବର୍ଷାରେ ଭିଜିବ…

PM Modi US Visit: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜକୀୟ ଗସ୍ତ ଆରମ୍ଭ, ‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ନ୍ୟୁୟର୍କ

ୱାଶିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇ ନ୍ୟୁୟର୍କ ସହରରେ ପହଞ୍ଚିଛନ୍ତି । ଏହି ସମୟରେ ଭାରତୀୟ ପ୍ରବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ସହ 'ମୋଦୀ-ମୋଦୀ'ର ସ୍ଲୋଗାନ ଦେଇଥିଲେ…

(Video) ରଥ ଟାଣୁଟାଣୁ କାଳିଆର ପାଦତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀର ବଡ଼ଦାଣ୍ଡ କମ୍ପି ଉଠୁଛି । ଶଙ୍ଖ, ଘଣ୍ଟ ସାଙ୍ଗକୁ ଭକ୍ତଙ୍କ କୋହାହଳରେ ଆଜି ଜଗା ଭକ୍ତଙ୍କୁ ଦର୍ଶନ ଦେଉଛି । ଏହି…