
Browsing Category
ଖବର
ଏହିସବୁ ଲକ୍ଷଣକୁ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା; ନଚେତ ଆପଣ ହୋଇପାରନ୍ତି କ୍ୟାନ୍ସରର ଶିକାର
ନୂଆଦିଲ୍ଲୀ: ବର୍ତ୍ତମାନ ସମୟର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅନିୟମିତ ଖାଦ୍ୟଶୌଳୀ କାରଣରୁ ଅନେକ ଲୋକ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ଫଳରେ ସେମାନଙ୍କୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ…
ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର ହେବ ପାନକାର୍ଡ: ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ
ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ପରମାନେଣ୍ଟ ଆକାଉଣ୍ଟ ନମ୍ବର ବା ପାନକାର୍ଡକୁ ରାଷ୍ଟ୍ରୀୟ ପରିଚୟପତ୍ର ଭାବେ ବ୍ୟବହାର କରାଯିବ ବୋଲି ସଂସଦରେ ବଜେଟ୍ ଉପସ୍ଥାପନ କରିବା ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
ଅନଲାଇନ୍ ଡେଟିଂ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହାର ବିପଦ ସମ୍ବନ୍ଧରେ , ରହିବେ ସୁରକ୍ଷିତ
ସମୟ ସହିତ ଅନେକ ଜିନିଷ ବଦଳିବାରେ ଲାଗିଛି । ଖାସ କରି ମହାମାରୀ କରୋନା ପରେ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କିଛି ନାବ କିଛି ପରିବର୍ତ୍ତନ ଆସିଛି । ଅଧିକାଂଶ ଲୋକେ ଏକା ସମୟ ଅତିବାହିତ କରିବା ସହ ମୋମାଇଲ ଏବଂ…
ଭାରତର ଏହି ମନ୍ଦିରରେ ରହିଛି ଅଜବ ପ୍ରଥା; ନାମକରଣ ପାଇଁ ଆସିଥାଏ ପୋଷା କୁକୁର
ନୂଆଦିଲ୍ଲୀ: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ ବିଚିତ୍ର ତାର ପରିକଳ୍ପନା । ଏହି ବିଶ୍ୱ ତଥା ଦେଶରେ ଅନେକ କିଛି ରହସ୍ୟ ରହିଛି । ଯାହା ବିଷୟରେ ଜାମିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଦେଶରେ ଏହି…
୨୧ରୁ ଆରମ୍ଭ ହେବ ବିଧାନ ସଭା ବଜେଟ୍ ଅଧିବେଶନ
ଭୁବନେଶ୍ୱର: ଆସନ୍ତା ୨୧ରୁ ରାଜ୍ୟ କ୍ୟାବିନେଟରେ ବଜେଟ ଅଧିବେଶନ ଆରମ୍ଭ ହେବ । ଯାହାକି ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ବିଧାନ ସଭା ବଜେଟ୍ ଅଧିବେଶନ ୨ ଟି ପର୍ଯାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲାରେ ନୂଆ ମୋଡ: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୧୫ ପୃଷ୍ଟାର ରହସ୍ୟ କାଗଜ
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ୫ ଦିନ ବିତିଯାଇଥିବା ବେଳେ କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ କରିଛି । ଫଳରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ତେବେ ଅଭିଯୁକ୍ତ ଗୋପାଳ…
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ ମାମଲା; ଜିମରୁ ୧୯ ଲକ୍ଷ ଟଙ୍କା ଜବତ
ବଲାଙ୍ଗିର: ଗତକାଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିସିଂଙ୍କୁ ଗିରଫ କରାଯାଇଥିଲା । କଣ୍ଟାବଞ୍ଜିର ଆଲିଶାନ ସିନେମା ହଲ ମାଲିକ ପୁଅଙ୍କ ସହ କୌଣସି ଏକ କାରଣରୁ ଗଣ୍ଡଗୋଳ ହୋଇଥିଲା । ତେବେ ଏହି…
୧୧ଟି ବଗି ଲାଇନଚ୍ୟୁତ, ଟ୍ରେନ ବାତିଲ
କୋରାପୁଟ: ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଏହି ଟ୍ରେନ କୋତାବାଲସାରୁ ଆର ଅଭିମୁଖେ ଯାତ୍ରା କରୁଥିଲା । ତେବେ ଏଥିରେ କୌଣସି ମୃତାହତ ହୋଇନି ବୋଲି ସୂଚନା ଦେଇ ରେଲୱେ ଅଧିକାରୀ କହିଛନ୍ତି ।…
କମ୍ବ୍ୟାକ୍ରେ ଇତିହାସ ରଚିଲେ ଶାରରୁଖ ଖାନ୍: ‘ପଠାନ୍’ ପ୍ରଥମ ସପ୍ତାହରେ ରୋଜଗାର କଲା ୬୦୦ କୋଟି
ନୁଆଦିଲ୍ଲୀ: ସିଦ୍ଧର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ୟଶ ରାଜ ଫିଲ୍ମସ ପଠାନ ଘରୋଇ ତଥା ବିଦେଶ ବକ୍ସ ଅଫିସରେ ଐତିହାସିକ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। କାରଣ ଏହା ସାତ ଦିନ ମଧ୍ୟରେ ସାରା ବିଶ୍ୱରେ ୬୩୪ କୋଟି ଟଙ୍କା…
Video: ଗୁଲମାର୍ଗରେ ଭୀଷଣ ହିମସ୍ଖଳନ, ଅନେକ ପର୍ଯ୍ୟଟକ ଫସିଥିବା ଆଶଙ୍କା
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ବାରମୁଳା ଜିଲ୍ଲା ଗୁଲମାର୍ଗ 'ଗୁଲମର୍ଗ ସ୍କିଙ୍ଗ ରିସର୍ଟ'ର ଉଚ୍ଚ ଅଞ୍ଚଳରେ ଏକ ବଡ଼ ଧରଣର ହିମସ୍କଳନ ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଜଣେ ପୋଲିସ ଅଧିକାରୀ…