Browsing Category

ଖବର

ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ, କ୍ଷେପଣାସ୍ତ୍ର ମାଡ଼ରେ 15ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ରୁଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା, ଯେଉଁଥିରେ ୟୁକ୍ରେନରେ ୪ ଶିଶୁ ସମେତ ମୋଟ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ପ୍ରତିକ୍ରିୟାରେ ରାଷ୍ଟ୍ରପତି ଭୋଲୋଡିମିର…

ଜାଣନ୍ତୁ ଏସିଆ କପ୍ ୨୦୨୫ର ପୂରା ସିଡ୍ୟୁଲ୍, ମ୍ୟାଚ୍ ର ସ୍ଥାନ, ଭାରତୀୟ ସମୟ, ଟିଭି ଏବଂ OTT ଲାଇଭ୍ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ସେପ୍ଟେମ୍ୱର ୯ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଏକାଠି ୧୯ଟି ମ୍ୟାଚ୍ ଖେଳିବେ। ଯେଉଁଥିରେ ଲିଗ୍ ଲେବଲ୍, ସୁପର-୪ ଏବଂ ଫାଇନାଲ୍ ଅନ୍ତର୍ଭୁକ୍ତ। ଯଦି…

ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ କୁକୁର ଗଣନା, ଗଣିବେ BMC କର୍ମଚାରୀ

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ BMCରୁ ଆରମ୍ଭ ହେବ କୁକୁର ଗଣନା । ଏନେଇ ସୂଚନା ଦେଇଛନ୍ତି BMC କମିଶନର ଚଞ୍ଚଳ ରାଣା । ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା ହେବ । ପ୍ରତି ୱାର୍ଡ…

ଛୋଟ କଥାକୁ ନେଇ ରାଗିଗଲା ସ୍ତ୍ରୀ…ସ୍ବାମୀ ଉପରେ ଚା’ ଫୋପାଡିଦେଲା, ମୁହଁ ପୋଡ଼ିଗଲା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ମୁହଁ ଉପରେ ଫୁଟୁଥିବା ଚା ଫୋପାଡ଼ି ଦେଇଥିଲେ, ଯାହା ଫଳରେ ସ୍ୱାମୀଙ୍କ ମୁହଁ ଗଭୀର ଭାବରେ ପୋଡ଼ି ଯାଇଥିଲା। କେବଳ ଏତିକି ନୁହେଁ, ସ୍ୱାମୀଙ୍କ ମୁଣ୍ଡ…

ଏସିଆ କପ୍ ରେ ସ୍ଥାନ ପାଇଥିବା ବାବର କିଏ, ପାକିସ୍ତାନ ସହ ତାଙ୍କର ସମ୍ପର୍କ କ’ଣ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ ଚଳିତ ବର୍ଷ ଏସିଆ କପ୍ ଖେଳୁନାହାଁନ୍ତି।  ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାର ଦଳ ଘୋଷଣା କରିସାରିଛି, ଯେଉଁଥିରେ ବାବର ଆଜମଙ୍କ ନାଁ…

କୋହଲି ବାଙ୍ଗରା….ପଡକାଷ୍ଟରେ ବିରାଟକୁ ନେଇ କାହିଁକି ଏଭଳି କହିଲେ ଦ୍ରାବିଡ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଖେଳାଳି ବିରାଟ କୋହଲିଙ୍କୁ ବିଶ୍ୱର ସର୍ବୋତ୍ତମ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ସେ ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି…

ପୁରୁଣା ଐତିହାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ଜୀଅନ୍ତା ଜଳି ମରିଗଲେ ଇତିହାସକାରଙ୍କ ଭଉଣୀ

ଉତ୍ତରାଖଣ୍ଡ: କଳା ହୋଇଗଲା ଆକାଶ। ହୁତୁହୁତୁ ହୋଇ ଜଳିଲା ଐତିହାସିକ ପୁରୁଣା ଲଣ୍ଡନ ହାଉସ୍।  ଆଉ ସବୁଠାରୁ ଦୁଃଖର କଥା ଏହା କି ଏହି ଭୟଙ୍କର ଅଗ୍ନିକାଣ୍ଡରେ ପ୍ରସିଦ୍ଧ ଇତିହାସକାରଙ୍କ ଭଉଣୀ ଜୀବନ୍ତ ଜଳି ଦଗ୍ଧ…

Lado Lakshmi Yojana: ସିଏମଙ୍କ ବଡ଼ ଘୋଷଣା, ସେପ୍ଟେମ୍ବର 25ରୁ ମହିଳାମାନେ ମାସକୁ ପାଇବେ 2100 ଟଙ୍କା

ହରିୟାଣା: ଏବେ ମହିଳାମାନଙ୍କର ବଲ୍ଲେ ବଲ୍ଲେ । ଆସିଲା ଲାଡୋ ଲକ୍ଷ୍ମୀ ଯୋଜନା । ଘରର ଲକ୍ଷ୍ମୀଙ୍କୁ ମଜବୁତ କରିବ ଏହି ଯୋଜନା । ଫଳରେ ସେପ୍ଟେମ୍ବର 25 ରୁ ମହିଳାମାନେ ପାଇବେ 2100 ଟଙ୍କା । ଏହି ଯୋଜନା ହରିୟାଣାରେ…

ଭିକ୍ଷାବୃତ୍ତି ଏବେ ସମ୍ପୂର୍ଣ୍ଣ ବନ୍ଦ; ଦେଶର ଏହି ରାଜ୍ୟ ହେବ ଭିକାରୀ ମୁକ୍ତ, ପାସ ହେଲା ବିଲ୍

ମିଜୋରାମ: ଭିକ୍ଷାବୃତ୍ତି ଉପରେ ଲାଗିଲା ରୋକ । ଏଣିକି ରାଜ୍ୟରେ କେହି ବି ମାଗି ପାରିବେନି ଭିକ୍ଷା । ଏନେଇ ବିଧାନସଭାରେ ବିଲ ପାସ ହୋଇଛି । ମିଜୋରାମ ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ଆପତ୍ତି ମଧ୍ୟରେ, ରାଜ୍ୟରେ…

ଟି-୨୦ ସିରିଜ ପାଇଁ ଦଳ ଘୋଷଣା; ୧୭ ଜଣ ଖେଳାଳିଙ୍କୁ ମିଳିଲା ସ୍ଥାନ, ବାଦ ପଡ଼ିଲେ ଷ୍ଟାର ଅଲରାଉଣ୍ଡର୍

ନୂଆଦିଲ୍ଲୀ: ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଦଳ । ଯେଉଁଥିରେ 17 ଜଣ ଖେଳାଳିଙ୍କୁ ସ୍ଥାନ ମିଳିଥିବା ବେଳେ ଏଥିରେ ବାଦ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର୍ । ଶ୍ରୀଲଙ୍କା ଦଳ ସେପ୍ଟେମ୍ବର ୩ ରୁ ଜିମ୍ବାୱେ ବିପକ୍ଷରେ…