Browsing Category
ଖବର
Ration Card: ବନ୍ଦ ହୋଇଯିବ ମାଗଣା ଗହମ-ଚାଉଳ, ଅଗଷ୍ଟ ୩୧ ପୂର୍ବରୁ ସାରିଦିଅନ୍ତୁ ଏହି କାମ
ନୂଆଦିଲ୍ଲୀ: ଭାରତରେ କୋଟି କୋଟି ଲୋକଙ୍କ ପାଖରେ ରାସନ କାର୍ଡ ଅଛି, ଯାହା ମାଧ୍ୟମରେ ସେମାନେ ମାଗଣା ରାସନ ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ପାଆନ୍ତି। ପ୍ରତି ମାସର କୋଟା ସ୍ଥିର କରାଯାଇଛି ଯେ କେଉଁ ପରିବାରକୁ କେତେ…
IPLରେ ଅଶ୍ୱିନଙ୍କର ବଡ଼ ବଡ଼ ବିବାଦ, ଯାହାକୁ କେବେ ଭୁଲି ପାରିବେନି କ୍ରିକେଟ୍ ପ୍ରେମୀ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରେ ଆର.ଅଶ୍ୱିନ ଏବେ ଆଇପିଏଲ କ୍ରିକେଟକୁ ମଧ୍ୟ ଅଲବିଦା କହିଛନ୍ତି। ଅଶ୍ୱିନ ସୋସିଆଲ ମିଡିଆରେ ତାଙ୍କର ଅବସର ନେଇ ଘୋଷଣା କରିଛନ୍ତି।
ଏହି ଡାହାଣହାତୀ ଅଫ୍ ସ୍ପିନର ଆଇପିଏଲରେ…
ଘରେ ବସି କିପରି କରିବେ ଫେସବୁକରୁ ରୋଜଗାର; ଜାଣନ୍ତୁ ଉପାୟ, କେତେ ସବସ୍କ୍ରାଇବର୍ ହେଲେ ହେବ ମନିଟାଇଜେସନ୍
ନୂଆଦିଲ୍ଲୀ: ଆଜିକାଲି ଫେସବୁକ୍ କେବଳ ବନ୍ଧୁମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା କି ଫଟୋ ଏବଂ ଭିଡିଓ ସେୟାର କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏହା ଆୟର ଏକ ବଡ଼ ଉତ୍ସ ମଧ୍ୟ ପାଲଟିଛି। ଯଦି ଆପଣ ଭାବୁଛନ୍ତି ଯେ…
ରେଳ ଷ୍ଟେସନରେ ବଡ଼ ଅଘଟଣ, ଭୁଶୁଡ଼ିଲା ଷ୍ଟେସନ ପ୍ଲାଟଫର୍ମର ଛାତ, ତଳେ ଯାତ୍ରୀ…
କଟକ: କଟକ ରେଳ ଷ୍ଟେସନରେ ବଡ଼ ଅଘଟଣ। ଭୁଶୁଡ଼ିଲା ରେଳ ଷ୍ଟେସନ ପ୍ଲାଟଫର୍ମର ଛାତ। ନବୀକରଣ କାମ ଚାଲୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ।
ପ୍ଲାଟଫର୍ମ-୧ ଓ୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ। ପ୍ରାୟ ୫୦ ମିଟର…
ଓଡ଼ିଆ ଅସ୍ମିତାକୁ ଅପମାନ! ଚଳଚ୍ଚିତ୍ରରେ ‘ଚାରଧାମ’ ବ୍ୟବହାରକୁ କଂଗ୍ରେସର ନିନ୍ଦା
ଭୁବନେଶ୍ୱର: କଂଗ୍ରେସ ଟାର୍ଗେଟରେ ବିଜେପି । ବିଜେପି ନେତା ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ଦ୍ୱାରା ତାଙ୍କ ଆଗାମୀ ଚଳଚ୍ଚିତ୍ରରେ 'ଚାରଧାମ' ଶବ୍ଦ ବ୍ୟବହାରକୁ ଦୃଢ଼ ବିରୋଧ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ…
OMG! ଦୁର୍ଲଭ କମଳା ରଙ୍ଗର ସାର୍କ, ଇଣ୍ଟରନେଟରେ କରୁଛି ହଇଚଇ, କେଉଁଠୁ ମିଳିଲା ଏ ବିରଳ ମାଛ
ଓଡ଼ିଶାଭାସ୍କର: ଆପଣ କେବେ କମଳା ରଙ୍ଗର ସାର୍କ ଦେଖିଛନ୍ତି କି? ବୋଧ ହୁଏ ନାଁ, ଏହା ଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ କଥାଟି ସତ। ମଧ୍ୟ ଆମେରିକୀୟ ଦେଶ କୋଷ୍ଟାରିକାର ଉପକୂଳରେ ଏକ କମଳା ରଙ୍ଗର ସାର୍କ…
ଶ୍ରେୟସ ଆୟର ହେବେ ଟିମ୍ ଇଣ୍ଡିଆର କ୍ୟାପଟେନ୍, ଟି-୨୦ ଦଳରେ ମିଳିବ ସ୍ଥାନ!
ନୂଆଦିଲ୍ଲୀ: ଯେତେବେଳେ ଶ୍ରେୟସ ଆୟରଙ୍କୁ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନଥିଲା, ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ବହୁତ ସମାଲୋଚନା କରାଯାଇଥିଲା। ହେଲେ ଏବେ ଏହି ଖେଳାଳିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ…
୧ ଲିଟର ପେଟ୍ରୋଲରେ କେତେ ଟଙ୍କା ଲାଭ କରେ ତୈଳ କମ୍ପାନୀ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି, ଭାରତ ରୁଷିଆନ ତେଲ କିଣିବା ଏବଂ ତା’ପରେ ଆମେରିକା ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଲଗାଇବା ଖବରରେ ରହିଛି। ଆମେରିକା ଏବଂ ୟୁରୋପ ଉଭୟ ଅଭିଯୋଗ କରିଛନ୍ତି ଯେ ଭାରତ ରୁଷିଆନଠାରୁ…
ପୁଣି ଜଣେ ମହିଳାଙ୍କୁ ଯୌତୁକ ପାଇଁ ଜୀଅନ୍ତା ଜାଳିଦେଲେ ସ୍ୱାମୀ, ପୋଲିସ ସ୍ୱାମୀ ସହ ପରିବାର ଫେରାର
ଉତ୍ତରପ୍ରଦେଶ: ପୁଣି ଯୌତୁକ ନିର୍ଯ୍ୟାତନା, ପୁଣି ଜଳିଲେ ମହିଳା। ସ୍ତ୍ରୀ ଦେହରେ ନିଆଁ ଲଗାଇ ଜିଅନ୍ତା ପୋଡ଼ି ମାରିଦେବାକୁ ନରହନ୍ତା ସ୍ୱାମୀର ଉଦ୍ୟମ। ସବୁଠାରୁ ବଡ଼ କଥା ସ୍ୱାମୀ ଜଣକ ଜଣେ ସରକାରୀ ଚାକିରିଆ ଅର୍ଥାତ୍…
ବଡ଼ ଅଘଟଣ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସ୍କୁଲ ଶିକ୍ଷକ, ହସ୍ପିଟାଲରେ ମୃତ ଘୋଷଣା
ତେଲକୋଇ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସହକାରୀ ଶିକ୍ଷକ । ପୁଷ୍ପାଞ୍ଜଳି ଦେବା ବେଳେ ତଳେ ପଡ଼ିଗଲେ ଶିକ୍ଷକ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।…