Browsing Category
ଖବର
ନୂଆଖାଇ ପାଇଁ ହେଲା ଲଗ୍ନ ସ୍ଥିର, ଜାଣନ୍ତୁ କେଉଁ ସମୟରେ ମାଆ ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ନବାନ୍ନ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ସ୍ଥିର ହୋଇଛି ଲଗ୍ନ । ସ୍ଥିର ହୋଇଥିବା ଲଗ୍ନରେ ମା' ସମଲେଶ୍ୱରୀଙ୍କ ଠାରେ ଲାଗୁହେବ ନବାନ୍ନ । ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୂଯାୟୀ ଭାଦ୍ରବ ମାସ ପଞ୍ଚମୀ ତିଥି ତୁଳା…
1.35 କୋଟି ମହିଳାଙ୍କୁ ମାଗଣାରେ ମିଳିବ ସ୍ମାର୍ଟଫୋନ୍, ଏହି ସରକାର କରିଛନ୍ତି ଘାଷଣା
ଦେଶର ତିନି ପ୍ରମୁଖ ଦୂରସଂଞ୍ଚାର କମ୍ପାନୀ ରାଜସ୍ଥାନ ସରକାରଙ୍କ ମୁଖ୍ୟମନ୍ତ୍ରୀ ଡିଜିଟାଲ ସେବା ଯୋଜନାରେ ରୁଚି ଦେଖାଇଛନ୍ତି । ଏହି ଯୋଜନା ଅନୂଯାୟୀ ରାଜ୍ୟରେ ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦିଆଯିବ ।…
ଚାଇନା ଔଷଧକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ଲାଗିବ ଏହି ଟ୍ୟାକ୍ସ
ନୂଆଦିଲ୍ଲୀ: ଭାରତ ସରକାର ଚୀନ ଔଷଧକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଘରୋଇ ଔଷଧ କମ୍ପାନୀଙ୍କ ହିତକୁ ଦେଖି, ବିଭିନ୍ନ ପ୍ରକାର ସଂକ୍ରମଣର ଉପଚାର ପାଇଁ ବ୍ୟବହୃତ ହେଉଥିବା…
ରାଷ୍ଟ୍ରପତିଙ୍କ ସଚିବ ହେଲେ ଓଡ଼ିଶା କ୍ୟାଡର IAS, ଜାଣନ୍ତୁ କିଏ…
ନୂଆଦିଲ୍ଲୀ: ଆଇଏଏସ ରାଜେଶ ବର୍ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କ ସଚିବ ଭାବରେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି । ରାଜେଶ ବର୍ମା ୧୯୮୭ ବ୍ୟାଚର…
PNB ବ୍ୟାଙ୍କ୍ ଗ୍ରାହକ ୩୧ ଅଗଷ୍ଟ ମଧ୍ୟରେ କରିନିଅନ୍ତୁ ଏହି କାମ: ନହେଲେ ବନ୍ଦ ହୋଇପାରେ ଆପଣଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ପଞ୍ଜାବ ନାସନାଲ ବ୍ୟାଙ୍କ୍(PNB) ନିଜ ଗ୍ରାହକଙ୍କୁ କେୱାଇସି ଅପଡେଟ କରିବା ପାଇଁ କହିଛି । ବ୍ୟାଙ୍କ୍ ଟ୍ୱିଟ୍ ରେ କହିଛି ଯେ ସବୁ ଗ୍ରାହକ ୩୧ ଅଗଷ୍ଟ ୨୦୨୨ ମଧ୍ୟରେ କେୱାଇସି କରାଇନିଅନ୍ତୁ । ଗତ କିଛି…
ସମୁଦ୍ର କୂଳରେ ଲାଗିଲା ସନ୍ଦିଗ୍ଧ ବୋଟ୍, ଭିତରୁ ମିଳିଲା ଏକେ-୪୭ ସହ ବିସ୍ଫୋରକ
ମହରାଷ୍ଟ୍ରର ରାୟଗଡ଼ ଜିଲ୍ଲା ହରିହରେଶ୍ୱର ସମୁଦ୍ର ଉପକୂଳରୁ ସନ୍ଦିଗ୍ଧ ବୋଟ୍ (suspect boat) ମିଳିବା ପରେ ଆତଙ୍କ ଖେଳିଯାଇଛି । ବୋଟରେ ଏକେ-୪୭, ରାଇଫଲ ଏବଂ କିଛି ଅଫୁଟା ଗୁଳି ମିଳିଛି । ଏହା ସହ ଡଙ୍ଗାରେ ବିସ୍ଫୋଟକ…
BSNL ର ଏହି ପ୍ଲାନରେ ସିମ୍ ରହିବା ପୂରା ବର୍ଷେ ଆକ୍ଟିଭ, ଦାମ୍ 800 ରୁ ବି କମ୍
ନୂଆଦିଲ୍ଳୀ: BSNL ପ୍ରାଇଭେଟ୍ ଟେଲିକମ୍ ସଂସ୍ଥାଙ୍କ ତୁଳନାରେ ନିଜ ସ୍ଥିତି ବଜାୟ ରଖିବାକୁ ଚେଷ୍ଟା କରୁଥିଲେ ବି, କମ୍ପାନୀର ପୋର୍ଟଫୋଲିଓରେ କିଛି ଏଭଳି ପ୍ଲାନ୍ ଅଛି, ଯାହା ବେଶ୍ ଆକର୍ଷଣୀୟ । ଡୁଆଲ ସିମ୍ ରଖିଥିବା…
5G ସ୍ପେକ୍ଟ୍ରମ ପାଇଁ Airtel ଦେଲା ଚାରି ବର୍ଷର ଆଗୁଆ କିସ୍ତି, DoTକୁ ମିଳିଲା ଏତିକି କୋଟି
ନୂଆଦିଲ୍ଳୀ: ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍(Airtel) ନିକଟରେ ସରିଥିବା ୫ଜି ସ୍ପେକ୍ଟ୍ରମ (5G Spectrum) ନିଲାମୀରେ କିଣିଥିବା ସ୍ପେକ୍ଟ୍ରମ ପାଇଁ ଦୂରସଂଞ୍ଚାର ବିଭାଗ(DoT) କୁ ୮,୩୧୨ କୋଟି ଟଙ୍କାର ଆଡଭାନ୍ସ…
Flipkart ଉପରେ ୧ ଲକ୍ଷ ଟଙ୍କାର ଫାଇନ୍: ବିକିଥିଲା ଖରାପ କ୍ୱାଲିଟିର ପ୍ରେସର କୁକର
ନୂଆଦିଲ୍ଳୀ: କେନ୍ଦ୍ର ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ(CCPA) ଫ୍ଲିପକାର୍ଟ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଆବଶ୍ୟକ ମାନର ଉଲ୍ଲଘଂନ କରୁଥିବା ପ୍ରେସର କୁକର ନିଜ ପ୍ଲାଟଫର୍ମରେ ବିକ୍ରିକୁ ଅନୁମତି ଦେଇଥିବାରୁ…
ମହିଳା ଉସ୍କାଇବା ଭଳି ଡ୍ରେସ୍ ପିନ୍ଧିଥିଲେ ହେବନାହିଁ ଯୌନ ଉତ୍ପୀଡ଼ନ କେସ୍ ! ଅଦାଲତଙ୍କ ଟିପ୍ପଣୀ ପରେ ଉଠିଲା ବିବାଦ
ନୂଆଦିଲ୍ଳୀ: ଯଦି ମହିଳା ଉସ୍କେଇବା ଭଳି ଡ୍ରେସ୍ ପିନ୍ଧୁଛନ୍ତି ତେବେ ଅଭିଯୁକ୍ତଙ୍କ ଉପରେ ଆଇପିସିର ସେକ୍ସନ ୩୫୪ ଅନୂଯାୟୀ ଯୌନ ଉତ୍ପୀଡ଼ନ ମାମଲା ହେବ ନାହିଁ । ଉତ୍ତର କେରଳ କୋଝିକୋଡେ ଜିଲ୍ଲା ଅଦାଲତ (Court)ଙ୍କ ଏହି…