fbpx
BJD SKY
BJD SKY
Browsing Category

ଭିଡିଓ ଖବର

ଏହା ଦୈବୀ ଶକ୍ତି ନା ଯାଦୁ: ହଠାତ୍ ଭାଙ୍ଗି ପଡ଼ିଲା ୩୦ ବର୍ଷର ପୁରୁଣା ଏକ ବିଶାଳକାୟ ଗଛ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରି ପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରିନଥାନ୍ତି । ତେବେ ୩୦ ବର୍ଷର ଏକ ପୁରୁଣା ଗଛ ହଠାତ୍ ଭାଙ୍ଗି ପଡ଼ିଥିଲା । ଏହି ଦୃଶ୍ୟ ଭିଡିଓରେ ରେକର୍ଡ ହୋଇଛି ।…

ତତେ ଶହେ ସଲାମରେ ଡ୍ରାଇଭର ଭାଇ, ତୋ ପାଇଁ ଆଜି ଜଣେ ପୁନର୍ଜୀବନ ପାଇଲା

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଚକିତ କଲା ଭଳି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଏପରି ଏକ ସଡ଼କ ଦୁର୍ଘଟଣାର ଭିଜୁଆଲ ସାମ୍ନାକୁ ଆସିଛି । ଜଣେ ମହିଳା ମରୁମରୁ ପୁନର୍ଜୀବନ ପାଇଛନ୍ତି । ଭିଡିଓଟି ମାତ୍ର…

ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିଲେ ବିଜେପି ନେତା

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକ ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଉଛନ୍ତି । ଏପରିକି ମହିଳାଙ୍କୁ ଯୁବକ ଜଣଙ୍କ ଧକ୍କା ମାରିଛନ୍ତି । ତେବେ ଏହି…

ବାପାଙ୍କ କାନ୍ଧ ଆମର ଭବିଷ୍ୟତ, ନଦୀ ଜଳ ଆମର ଅତି ନିଜର: ସ୍କୁଲ ବସ, ବାଇକ୍, ସାଇକେଲ ଆମ ପାଇଁ ସ୍ୱପ୍ନ

ନୂଆଦିଲ୍ଲୀ: ସରକାର ଶିକ୍ଷା, ଗମନାଗମନ ପାଇଁ ଯେତେ ବ୍ୟବସ୍ଥା ଗ୍ରହଣ କଲେ ମଧ୍ୟ ଅନେକ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି । ଆଜି ବି ଦେଶର ଏପରି କିଛି ସ୍ଥାନରେ ଲୋକମାନେ ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି । ଉପଯୁକ୍ତ…

(Video) ମୋ ସ୍ତ୍ରୀକୁ Video Call କରି ଶାଢ଼ୀ ଖୋଲିବାକୁ କହିବୁ, ତା’ ସହ ଶୋଇବୁ, ତୁ ସବୁଦିନ ପାଇଁ ଶୋଇଯା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ, ବିବାହ ଆଉ ପରକୀୟା ପ୍ରୀତି ଆଜିକାଲି ସାଧାରଣ କଥା ହୋଇଗଲାଣି । ତେବେ ଏହି ପରକୀୟା ପ୍ରୀତି ପାଇଁ କେତେ ଯେ ସଂସାର ଉଜୁଡ଼ୁଛି, କେତେ ଯେ ଜୀବନ ଯାଉଛି ତାହାର ହିସାବ ନାହିଁ । ଜଣେ…

(Video) ଆରେ ଭାଇ ରାଧୁଆ, ଝିଅମାନଙ୍କୁ କମେଣ୍ଟ କରି ବହୁତ ଖାଇଲ, ଏବେ ଟିକେ ହୋସକୁ ଆସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଉଦଭ୍ରାନ୍ତ ଯୁବକମାନଙ୍କୁ ଆଉ ପାରି ହେବନି । ଯୋଉଠି ଝିଅଟିଏ ଏକୁଟିଆ ପାଇଲେ ସୁଯୋଗ ଜମା ହାତଛଡ଼ା କରୁନାହାନ୍ତି । କମେଣ୍ଟ କରିବା ଠାରୁ ଆରମ୍ଭ କରି ଟଣାଓଟରା କରି…

ଆରେ ଏଇଟା ରାକ୍ଷସଟା, ବାପା ନାମରେ କଳଙ୍କ: ସାମାନ୍ୟ ଭୁଲ୍ ପାଇଁ ଜନ୍ମ କଲା ପୁଅର ହାତକୁ ଶରୀରରୁ ଅଲଗା କରିଦେଲା

ନୂଆଦିଲ୍ଲୀ: ବେଳେବେଳେ ମଣିଷ କ୍ରୋଧର ଜ୍ୱାଳା ଏତେ ତଳକୁ ଖସି ଯାଇଥାଏ ଯେ, ତା’ ଦେହରେ ମଣିଷତ୍ୱ ବଞ୍ଚି ନଥାଏ । ନିକଟରେ ଜଣେ ବାପା ତାଙ୍କ ପୁଅ ସହ ଏପରି କିଛି କରିଛନ୍ତି । ବାଇକ୍ ଚାବି ନ ଦେବାରୁ ସେ ତାଙ୍କ ପୁଅର…

କାନ୍ଦ ନାହିଁ ବାପା, ତୁମର ସବୁ ସ୍ୱପ୍ନ ମୁଁ ପୂରଣ କରିବି, ଆଜିଠୁ ପରିବାର ଚଳାଇବା ଦାୟିତ୍ୱ ମୋର

ନୂଆଦିଲ୍ଲୀ: ଆଜିକାଲି ଅନେକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତେବେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି କାହାଣୀ ବିଷୟରେ ଜାଣିଲା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଗୋଟିଏ ୭ ବର୍ଷର ବାଳକ ଜୋମାଟୋ ବଏ…

ଧନ୍ୟରେ ମଣିଷ ଜାତି: ପୁଅର ଶବକୁ ବାପା କାନ୍ଧରେ ବୋହୁଛି, ଦେଖଣାହାରୀ ମଜା ନେଉଛି

ନୂଆଦିଲ୍ଲୀ: ଗରିବଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଆଜି ବି ଅନେକ ଗରିବ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଉତ୍ତରପ୍ରଦେଶର…

(Video) ମୋତେ ନ ହେଲା ନାଇଁ, ମୋ କୁନି ପୁଅକୁ ଏ ନଦୀ ମଝିରୁ କିଏ ଉଦ୍ଧାର କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଦୀର ଦୁଇ କୂଳ ମାଡ଼ି ଭୟଙ୍କର ବେଗରେ ଆଗକୁ ଆଗକୁ ମାଡ଼ି ଚାଲୁଛି ଜଳସ୍ରୋତ । ଆଉ ଏହାରି ମଧ୍ୟରେ ଫସି ଯାଇଛନ୍ତି ଜଣେ ମାଆ ଓ ତା’ର କୁନି ପୁଅ । ତେବେ ଜୀବନ ବଞ୍ଚାଇବା ଆଶାରେ ମାଆଟି ତା’ର…