CHARIDHAM
Browsing Category

ରାଜ୍ୟ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ‘ଭାଇରସ୍ ଇଣ୍ଡେକ୍ସିଂ ଲ୍ୟାବ୍’: ଭୂତାଣୁ ପ୍ରତିକାର ପାଇଁ ରାଜ୍ୟ କୃଷି ବିଭାଗର ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପାରମ୍ପରିକ ଧାନ ଚାଷ ବଦଳରେ ପନିପରିବା ଓ ଫସଲ ଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବାକୁ ଅନେକ…

ବସଷ୍ଟାଣ୍ଡରେ ମାଡ଼ିଗଲା କାର୍: ୨ ମୃତ, ଜଣେ ଗୁରୁତର

ଆସିକା: ବସଷ୍ଟାଣ୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ପାଟପୁର ଥାନା ପୋଡ଼ାମାରି ବସଷ୍ଟାଣ୍ଡରେ ଏହି ଦୁର୍ଘଟଣା…

ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ରାଉରକେଲାରୁ ଉତ୍ତରକାଶୀ ଗଲା ୨୪ଟି ପାଇପ୍‌

ରାଉରକେଲା: ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ୧୦ ଦିନ ହେଲାଣି ଫସି ରହିଛନ୍ତି ୪୧ ଜଣ ଶ୍ରମିକ । କାଳ କୋଠରୀରୁ ବଞ୍ଚିବାର ଆଶା ନେଇ ସମସ୍ତ ଶ୍ରମିକ ମାନେ ନିଜର ସଂଘର୍ଷ ଜାରି ରଖିଛନ୍ତି । ସେହିପରି ସମସ୍ତ ଶ୍ରମିକଙ୍କୁ…

କ୍ରିକେଟ ପରେ ଫୁଟବଲରେ ପରାଜୟ; ଭାରତକୁ ୩-୦ ଗୋଲ୍‌ରେ ହରାଇଲା କତାର

ଓଡିଶା ଭାସ୍କର: କ୍ରିକେଟ ପରେ ଫୁଟବଲରେ ପରାଜୟ, ଭାରତକୁ ୩-୦ ଗୋଲ୍‌ରେ ହରାଇଲା କତାର । ଆଜି କଳିଙ୍ଗ ଷ୍ଟାଡିୟମ୍‌‌ରେ ଭାରତ ଓ କତାର ମଧ୍ୟରେ ବିଶ୍ୱକପ୍‌‌ ୨୦୨୬ ଓ ଏଏଫ୍‌‌ସି କପ୍‌‌ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ…

Breaking; ପୁଣିଥରେ ନବଜାତ ଶିଶୁ ଅଦଳବଦଳ: ହସ୍ପିଟାଲରେ ପରିବାର ଲୋକଙ୍କ ହଙ୍ଗାମା

ରାୟଗଡ଼ା: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ପରେ ପୁଣିଥରେ ନବଜାତ ଶିଶୁ ଅଦଳବଦଳ ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ଅଦଳବଦଳ ହୋଇଥିବା ମାମଲା ଜାଣିବାକୁ ମିଳିଛି । ଏହି…

ପୁଣି ଭୟଙ୍କର ଟ୍ରେନ ଦୁର୍ଘଟଣା: ଗୋଟିଏ ଟ୍ରାକରେ ୩ଟି ଯାତ୍ରୀବାହୀ ଟ୍ରେନ ମୁହାଁମୁହିଁ

ରାଉରକେଲା: ବାହାନଗା ଦୁର୍ଘଟଣାର ଭୟଙ୍କର ଦୃଶ୍ୟକୁ ଆଜି ବି ଭୁଲିପାରି ନାହାନ୍ତି ଓଡ଼ିଶାବାସୀ । କାଳରାତି ମନେ ପଡ଼ଲେ ଆଜି ବି ଛାତି ଥରି ଉଠୁଥିବା ବେଳେ ଠିକ ଏତିକିବେଳେ ଆଉ ଏକ ଦୁର୍ଘଟଣର ପରିସ୍ଥିତି ସୃଷ୍ଟି ହୋଇଛି ।…

ନବଜାତ ଶିଶୁକନ୍ୟାକୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବାପା ଗିରଫ

ଭୁବନେଶ୍ୱର: ନିଜ ନବଜାତ ଶିଶୁକନ୍ୟାକୁ ହତ୍ୟା କରିବାକୁ ଉଦ୍ୟମ ଅଭିଯୋଗରେ ଆଜି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ କର । ତେବେ ଏପରି କରିବା ସମୟରେ ବାଦା ଦେବାରୁ ମାନସ ତାଙ୍କ ଶାଶୁ ଏବଂ…

ପଞ୍ଚୁକ ୫ ଦିନରେ ବଡ଼ ଦାଣ୍ଡର ସମସ୍ତ ଉଠାଦୋକାନ ବନ୍ଦ

ପୁରୀ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ନେଲା ବଡ଼ ନିଷ୍ପତି । ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ମରଚିକୋଟ ଛକ ପର୍ୟ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ମାର୍କେଟ ଛକରୁ ଗାଡ଼ି…

ରାଜ୍ୟ ଜଳ ସମ୍ପଦ ବିଭାଗ ଆରମ୍ଭ କରିବ ‘Go-Water’ ପଦ୍ଧତି: କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ହେବ ହିରାକୁଦ ଡ୍ୟାମ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବା ବେଳେ ଏହାର ଜଳ ଉପରେ ରାଜ୍ୟର ୧୫ଟି ଜିଲ୍ଲାର ଲୋକମାନେ ନିର୍ଭର କରିଥାନ୍ତି । ହିରାକୁଦ ଜଳଭଣ୍ଡାରର ଜଳକୁ ପାନୀୟ ଜଳ, ଶିଳ୍ପ କାରଖାନା ଓ…

Big Breaking: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୨ ମୃତ, ୬ ଗୁରୁତର

ବ୍ରହ୍ମପୁର: ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରତର ଅଛନ୍ତି । ୬ଜଣ ଗୁରୁତରଙ୍କୁ ହସ୍ପିଟାଲରେ…