Browsing Category
ରାଜ୍ୟ
ସ୍କ୍ରବ ଟାଇଫସରେ ଆଉ ଜଣଙ୍କ ମୃତ୍ୟୁ : ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
ବରଗଡ଼ : ଆଜି ସୁନ୍ଦରଗଡ଼ରେ ୩ ଜଣ ରୋଗୀ ଚିହ୍ନଟ ହୋଜ଼ଥିବା ବେଳେ ବରଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ…
ବ୍ରହ୍ମପୁରରେ ନିର୍ମାଣ ହେଲା ପ୍ଲାଷ୍ଟିକ ହାତୀ, ଛାତ୍ରଛାତ୍ରୀଙ୍କର ନିଆରା ପ୍ରୟାସ
ବ୍ରହ୍ମପୁର : ୩୦ ହଜାରରୁ ଅଧିକ ପ୍ଲାଷ୍ଟିକ ବୋତଲରେ ନିର୍ମାଣ ହୋଇଛନ୍ତି ଗଜରାଜ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଆଇଟିଆଇ ପରିସରରେ । ଏଠାରେ ଛାତ୍ରଛାତ୍ରୀମାନେ ଏହି ହାତୀଟିକୁ ନିର୍ମାଣ କରିଛନ୍ତି । ମାସେ…
Scrub Typhus : ପୁଣି ୩ଟି ନୂଆ ରୋଗୀ ଚିହ୍ନଟ
ସୁନ୍ଦରଗଡ଼ : ଚିନ୍ତାରେ ସୁନ୍ଦରଗଡ଼ ବାସୀ । ଦିନକୁ ଦିନ କାୟା ବିସ୍ତାର କରୁଛି ସ୍କ୍ରବ ଟାଇଫସ । ଗତ କାଲି ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ୪୭ଟି ନମୁନାରେ ୩ ନୂଆ ପଜିଟିଭ…
ଲଘୁଚାପ ବର୍ଷା ଜାରି: ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଗାମୀ ୨ ଦିନ ଯାଏ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଦୁଇ ଦିନ ପର୍ଯ୍ୟନ୍ତ…
ହୀରାକୁଦରେ ଖୋଲିଲା ୧୦ଟି ଗେଟ : ଜଳସ୍ତର ୬୨୮.୬୭ ଫୁଟ
ସମ୍ବଲପୁର : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଏନେଇ ପାଣିପାଗ ବିଭାଗ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ହୀରାକୁଦରେ ୧୦ଟି ଗେଟ ଖୋଲା ଯାଇଛି ।…
ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରଧୀନ ବନ୍ଦୀ: ସ୍ତ୍ରୀ କୁ ନିର୍ଯାତନା ଅଭିଯୋଗରେ ଆସିଥିଲେ ଜେଲ
ଭଦ୍ରକ: ସ୍ତ୍ରୀ ଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ରେ କିଛି ଦିନ ତଳେ ଜେଲ ଆସିଥିଲେ । ଜେଲ ରେ ପାଇଖାନା ଯାଇଥିବା ବେଳେ ଧାରୁଆ ଅସ୍ତ୍ର ରେ ହାତ ଓ ଗୁପ୍ତାଙ୍ଗ କାଟିଥିବା ବେଳେ ଗୁରୁତର ହୋଇ ମେଡିକାଲ…
ଖବରକାଗଜରେ ବରା, ସିଙ୍ଗଡ଼ା ଖାଉଥିଲେ ସାବଧାନ! FSSAI ଏହାକୁ ନିଷେଧ କରିଛି, ରାସାୟନିକ ପଦାର୍ଥ ସାଜିପାରେ କ୍ୟାନସରର କାରଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଲୋକ ଅଧିକାଂଶ ସମୟରେ ବରା, ସିଙ୍ଗଡ଼ା ଆଦି ଖାଦ୍ୟ ଖବରକାଗଜରେ ଖାଇଥାନ୍ତି । ତେବେ ଆପଣଙ୍କର ଯଦି ଏହି ଅଭ୍ୟାସ ରହିଥାଏ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କର ଶରୀର ପାଇଁ…
ଆଦିବାସୀ ଭାଷାକୁ ପ୍ରୋତ୍ସାହନ; ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ଆଜି ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ସୌରା, କୁଇ,…
ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ ; ଦାବି ପୂରଣ ନେଇ ମହଲତ ମାଗିଲେ ସରକାର
ଭୁବନେଶ୍ୱର; ପାଞ୍ଚ ଦିନ ଧରି ବିଧାନସଭା ଆଗରେ ନିଜର ଦାବି ପୂରଣ ନେଇ ଧାରଣା ଓ ପ୍ରତିବାଦ କରୁଥିବା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଶନିବାର ସ୍ଥଗିତ ହୋଇଛି । ବିଧାନସଭା ପରେ ଆନ୍ତମନ୍ତ୍ରୀସ୍ତରୀୟ ବୈଠକରେ…
ଓଡ଼ିଆ ଫିଲ୍ମ ଖୋଜୁଛି ସିନେମା ହଲ୍, ଚିନ୍ତାରେ ସିନେ ପ୍ରଯୋଜକ
ଭୁବନେଶ୍ୱର: ଓଲିଉଡ୍ ଫିଲ୍ମକୁ ବୁଡାଇଦେଲା ବଲିଉଡ୍ ଫିଲ୍ମ । ଏବେ ଓଡିଆ ଫିଲ୍ମ ଖୋଜୁଛି ସିନେମା ହଲ, ହେଲେ କୌଣସି ବି ଗୋଟିଏ ହଲ୍ ମିଳି ପାରୁ ନାହିଁ । ବଲିଉଡ୍ ଫିଲ୍ମ ଜୱାନ୍ ପାଇଁ ରିଲିଜ୍ ହୋଇପାରିନାହିଁ ୪ରୁ ଅଧିକ…