
Browsing Category
ରାଜ୍ୟ
୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଛୁଟି ତାଲିକା : ଜାଣନ୍ତୁ କର୍ମଚାରୀଙ୍କୁ କେତେଦିନ ମିଳିବ ଛୁଟି ?
ଭୁବନେଶ୍ୱର: ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାର ଛୁଟି ତାଲିକା ପ୍ରକାଶ କରିଛନ୍ତି । ଏଥିରେ ମୋଟ୍ ୩୦ଟି ଛୁଟି ଦିବସ ରହିଛି । ସୂଚନା ଅନୁଯାୟୀ ଦ୍ୱିତୀୟ ଶନିବାର ଓ ରବିବାରରେ ୫ଟି ଛୁଟିଦିନ ରହିଥିବା ବେଳେ…
ପ୍ରଥମ ଥର ଓଡ଼ିଶାରେ ପ୍ରତିଷ୍ଠା ହେବ ଏଭିଏସନ ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍: BCAS ବୈଷୟିକ ସହାୟତା ଯୋଗାଇବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ରାଜ୍ୟର ବିମାନ ସେବାକୁ ଆଗକୁ ନେବାକୁ ରାଜ୍ୟ ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି ।…
BREAKING NEWS; ପୁଣି ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ ଯବାନ
ଓଡିଶା ଭାସ୍କର; ପୁଣି ପ୍ରାଣ ହରାଇଲେ ଆଉ ଜଣେ ଓଡ଼ିଆ ଯବାନ । ରାୟପୁର ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଯବାନ ଜଣକଙ୍କର ପରଲୋକ ଘଟିଛି । ସହିଦ ବିଏସଏଫ ଯବାନ ପ୍ରକାଶ ଚନ୍ଦ୍ର ସିଅଲଙ୍କ ଘର ବାଲେଶ୍ଵର ନେଇ ସୂଚନା…
ଆସନ୍ତାକାଲି ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ରଜନୀକାନ୍ତ ସିଂ!
ଓଡିଶା ଭାସ୍କର; ଆସନ୍ତାକାଲି ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ ବରିଷ୍ଠ ବିଜେଡି ନେତା ରଜନୀକାନ୍ତ ସିଂ । ଏନେଇ କାଲି ସେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର…
ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର; ବଡ଼ପୁଅ ଦେଲେ ମୁଖାଗ୍ନି
ଓଡିଶା ଭାସ୍କର: ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର ପରେ ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର । ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂତ୍କାର କରାଯାଇଥିବା…
ଚ୍ୟାଲେଞ୍ଜ ଗ୍ରହଣ କରି ଥରକେ ୪ଟା ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଖାଇ ପ୍ରାଣ ହରାଇଲେ ଯୁବକ
ଓଡିଶା ଭାସ୍କର; ଚ୍ୟାଲେଞ୍ଜ ଗ୍ରହଣ କରି ଥରକେ ୪ଟା ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଖାଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ…
ଦୀପାବଳିକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ; ଏହି ସମୟରେ ଫୁଟାଇ ପାରିବେନି ବାଣ
ଓଡିଶା ଭାସ୍କର; ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ସେହିପରି ଅନ୍ୟ ରାଜ୍ୟମାନଙ୍କର ବିଭିନ୍ନ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥି ପାଇଁ ଲୋକେ…
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି!
ଭୁବନେଶ୍ୱର; ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ନଭେମ୍ବର ୨୦ ତାରିଖରେ ସେ ଦୁଇ ଦିନିଆ ଗସ୍ତରେ ଆସୁଥିବା ସୂଚନା ମିଳିଛି । କିନ୍ତୁ ଏନେଇ ରାଷ୍ଟ୍ରପତି ଭବନରୁ କୌଣସି ସୂଚନା ଦିଆଯାଇନାହିଁ…
ଯାଜପୁର; ବୈତରଣୀ ଶାଖା ନଦୀରେ ବୁଡି ନାବାଳକ ମୃତ
ଓଡିଶା ଭାସ୍କର; ବୈତରଣୀ ଶାଖା ନଦୀରେ ବୁଡି ନାବାଳକ ମୃତ । ଦୁଇ ସାଙ୍ଗ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ନେଇ ସୂଚନା । ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାରେ ଗାଁ ଲୋକେ ସକ୍ଷମ ହୋଇଥିବା…
ଅବଦୁଲ କଲାମ କ୍ଷେପଣାସ୍ତ୍ର କେନ୍ଦ୍ରରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଅଧିନସ୍ଥ ଧାମରାସ୍ଥିତ ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଆଜିସକାଳେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର…