
Browsing Category
ରାଜ୍ୟ
I am Sorry… ସାମ୍ବାଦିକାଙ୍କ ଅଭିଯୋଗ ପରେ କ୍ଷମା ମାଗିଲେ ପ୍ରଯୋଜକ ଟୁଟୁ ନାୟକ
ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଜଣାଶୁଣା ସଞ୍ଜୟ ନାୟକ (ଟୁଟୁ) ବାରମ୍ବାର ଅଡ଼ୁଆ ଭିତରେ ଫସି ଯାଉଛନ୍ତି । କାଷ୍ଟିଂ କାଉଚ ପରେ ଆଜି ସାମ୍ବାଦିକାଙ୍କୁ ମାଡ଼ ମାରି ଅଭିଯୋଗରେ ଫସିଛନ୍ତି ଟୁଟୁ ନାୟକ । ତେବେ ''I am…
ଶୀତଋତୁର ଆଗମନରେ ଚିଲିକା ମୁହାଁ ବିଦେଶୀ ପକ୍ଷୀ; ଆସିଲେଣି ୭୭ ପ୍ରଜାତିର ୭୪ ହଜାରରୁ ଉର୍ଦ୍ଧ ପକ୍ଷୀ
ଓଡିଶା ଭାସ୍କର; ଚିଲିକା ମୁହାଁ ବିଦେଶୀ ପକ୍ଷୀ । ଶୀତଋତୁର ଆଗମନରେ ଏବେ ଚିଲିକା ମୁହାଁ ହୋଇଛନ୍ତି ବିଦେଶୀ ପକ୍ଷୀ । ବିଦେଶାଗତ ପକ୍ଷୀ ମାଇଲି ମାଇଲି ଦୂର ଅତିକ୍ରମ କରି ଏବେ ଚିଲିକା ନଳବଣରେ ପହଁଚୁଥିବାର ଦେଖିବାକୁ…
ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ; ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ଅଭିଯୋଗ
ଓଡିଶା ଭାସ୍କର; ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଜଣେ ମହିଳା ସାମ୍ବାଦିକାଙ୍କୁ ସେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମହିଳା ସାମ୍ବାଦିକା ଜଣଙ୍କ ଖାରବେଳ ନଗର…
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ଗଜପତି ମହାରାଜାଙ୍କ ସୂଚନା
ପୁରୀ: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ୧୭ରେ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ନେଇ ଗଜପତି ମହାରାଜା ସୂଚନା ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପରେ ଗଜପତି ମହାରାଜା ଏହି…
ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଆଜିଠୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା
ଭୁବନେଶ୍ୱର : ରାଜ୍ୟରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆଜିଠାରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ଆଶାୟୀମାନେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ୍ (ସିବିଟି) ଦେବେ। ଏଥିନିମନ୍ତେ ୩୦ ଜିଲାର ୫୮ଟି ପରୀକ୍ଷା…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୮ଟି ସ୍ଥାନରେ ଚାଲିଛି ରେଡ୍
କଟକ : ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ, ଆୟ ବହିର୍ଭୂତ…
ଲଭ ସେକ୍ସ ଧୋକା ଅଭିଯୋଗ: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ
ଭୁବନେଶ୍ୱର: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଲଭ ସେକ୍ସ ଧୋକା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ଅଭିଯୋଗ ଅନୁସାରେ, ବିବାହର ପ୍ରଲୋଭନ ଦେଖାଇ ସେ ଜଣେ ଯୁବତୀଙ୍କ ସହ…
ବରିଷ୍ଠ ସାମ୍ବାଦିକ ଶରତ ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକତା କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର ଆଉ ନାହାନ୍ତି । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ଦୈନିକ ନ୍ୟୁଜ ପେପର ‘ସମାଜର’ର ପୂର୍ବତନ…
ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ କାଲିଠୁ ହେବ ବର୍ଷା, ଆସନ୍ତା ୨୪ ଘଣ୍ଟା ପାଇଁ ଏହି ଜିଲ୍ଲା ସାବଧାନ୍ !
ଭୁବନେଶ୍ୱର: ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଆସନ୍ତାକାଲିଠାରୁ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପୂର୍ବାଳି ତରଙ୍ଗ ଯୋଗୁଁ ଗଞ୍ଜାମ ଓ ଗଜପତି…
ଦେଶରେ ଟ୍ରେନ ଦୁର୍ଘଟଣା କମୁନି କାହିଁକି: ଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାର ଏଥିପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି
ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ଦେଶରେ ଟ୍ରେନ ଦୁର୍ଘଟଣା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଗତ ଜୁନ ମାସରେ ଘଟିଥିବା ବାଲେଶ୍ୱରର ବାହାନଗା ଟ୍ରେନ ଦୁର୍ଘଟଣା ସବୁ ସୀମା ଟପିଯାଇଥିଲା । ସେହି ଦୁର୍ଘଟଣାରେ ପାଖାପାଖି ୩…