
Browsing Category
ରାଜ୍ୟ
ଥରିଲାଣି ଓଡ଼ିଶା: ୨ରୁ ୪ ଡିଗ୍ରୀ ହ୍ରାସ ପାଇଲା ତାପମାତ୍ରା, ଆସନ୍ତା ୧ରୁ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶା ଛୁଇଁଛି ପହିଲି ଶୀତ । ମେଘମୁକ୍ତ ଆକାଶ ସହ ରାଜ୍ୟରେ ପହିଲି ଶୀତର ସ୍ପର୍ଶ ଅନୁଭୂତ ହେଉଛି । କେବଳ ଶୀତ ନୁହେଁ, ସକାଳୁ ଘନ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳୁଛି । ଫୁଲବାଣୀ, ଜି.ଉଦୟଗିରି,…
ଆସନ୍ତାକାଲି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଅକ୍ଟୋବର ୩୧ରେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଏଥିପାଇଁ ଆଜି ପୁରୀଅଭିମୁଖେ ବାହାରିବେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ରବିବାର ଦିନ ପୁରୁଷୋତ୍ତମ…
OSEPA ଜାରି କଲା ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ: କନିଷ୍ଠ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ବିଶେଷ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକାଶ ପାଇଥିବା ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ସେପ୍ଟେମ୍ବର ମାସ…
କୃଷି ବିଜ୍ଞାନୀଙ୍କ ଭୟଙ୍କର ରିପୋର୍ଟ: ଖାଦ୍ୟଶସ୍ୟ ଓ ପନିପରିବାରେ ରହିଥିବା ସୀସା ଓ କ୍ୟାଡମିୟମ ବଢ଼ାଉଛି କିଡନୀ ରୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ଉତ୍ପାଦନରେ ରହିଥିବା ସୀସା ଓ କ୍ୟାଡମିୟମ କାରଣରୁ ବଢ଼ୁଛି କିଡନୀ ରୋଗୀ । ଏନେଇ କୃଷି ବିଜ୍ଞାନୀମାନେ ଏକ ଭୟଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଦିନକୁ ଦିନ ବିଶ୍ୱରେ କିଡନୀ ରୋଗକୁ…
ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ଖର୍ଚ୍ଚ ହେବ ୨ ହଜାର କୋଟି: ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆଜି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ସକାଳେ ଭୁବନେଶ୍ୱରରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି…
ପିଆଜ ମୂଲ୍ୟ ୮୦ ଛୁଇଁବା ପରେ ଚେତିଲେ ସରକାର, କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ
ଭୁୁବନେଶ୍ୱର: ଏବେ ଦେଶ ତଥା ରାଜ୍ୟରେ ପିଆଜର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ଗତ ସପ୍ତାହରେ କିଲୋପ୍ରତି ୩୦ଟଙ୍କାରେ ବିକ୍ରୀ ହେଉଥିବା ପିଆଜ ଏବେ ୧୦୦ ଟଙ୍କା ଛୁଇଁଲାଣି । ପିଆଜର ଏହି ଚଢାଦରକୁ ନେଇ ଖାଉଟୀଙ୍କ…
CRPF କ୍ୟାମ୍ପରେ ଅଘଟଣ : ନିଜକୁ ନିଜେ ଗୁଳି କଲେ ଯବାନ
ନୂଆପଡ଼ା : ବୋଡେନ ଥାନା ଅର୍ନ୍ତଗତ ଖଡୁପାଣି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖଡୁପାଣି ସ୍ଥିତ CRPF କ୍ୟାମ୍ପରେ ଏକ ଅଘଟଣ ଘଟିଛି । ସେ ନିଜ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ମୃତ…
ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ, ସ୍ୱାମୀଙ୍କ ମୃତ୍ୟୁ ପରେ ବାପ ଘରେ ରହି ଆସୁଥିଲେ
ଭୁବନେଶ୍ୱର: କୁହାଯାଏ ଝିଅ ବାପାର ସବୁଠାରୁ ଗେହ୍ଲା ହୋଇଥାଏ । କିନ୍ତୁ ଆଜି ମୟୁରଭଞ୍ଜରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବାପା ଝିଅର ଏହି ଅନ୍ତରଙ୍ଗ ସଂପର୍କ ଉପରେ ରକ୍ତଛିଟାର ଦାଗ ଲଗାଇ ଦେଇଛି । ମୟୂରଭଞ୍ଜର…
ନଭେମ୍ବର ପହିଲାରୁ ରାଉରକେଲା-କୋଲକାତା ବିମାନସେବା ଆରମ୍ଭ : ଆଲାଏନ୍ସ ଏୟାର ପକ୍ଷରୁ ମିଳିଲା ସୂଚନା
ରାଉରକେଲା : ନଭେମ୍ବର ପହିଲାରୁ ଷ୍ଟିଲ ସିଟିରୁ ଭୁବନେଶ୍ୱର ଦେଇ କୋଲକାତାକୁ ବିମାନ ଚଳାଚଳ ଆରମ୍ଭ । ପୂର୍ବରୁ ଚଳାଚଳ ହେଉଥିବା ରାଉଲକେଲାରୁ ଭୁବନେଶ୍ୱର ବିମାନକୁ ଏବେ କୋଲକାତା ସହ ସଂଯୋଗ କରାଯାଇଛି । ଏନେଇ ଆଲାଏନ୍ସ…
ଏଣିକି ଦୈନିକ ଯାଞ୍ଚ ହେବ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ ଏଣିକି ଦୈନିକ ଯାଞ୍ଚ ହେବ । ଦୈନିକ ଉପସ୍ଥାନ ଇ-ସ୍ପେସ୍ରେ ଅପ୍ଲୋଡ କରାଯିବାପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ…