Browsing Category
ରାଜ୍ୟ
ସର୍ବୋଚ୍ଚ ସ୍ତରରେ ଝାରସୁଗୁଡା ପାରଦ; ଜାଣନ୍ତୁ ଭୁବନେଶ୍ୱର, ସମ୍ବଲପୁର ଓ ପୁରୀରେ ତାପମାତ୍ରା କେତେ
ଭୁବନେଶ୍ୱର : ଆଜି ପୁଣି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି । ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱର ରେ ୪୦.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ପଶ୍ଚିମ ଓଡିଶାର ଦୁଇଟି…
ରାଜ୍ୟରେ ଚିନ୍ତା ବଢେଇଛି ତାତି : ବସରେ ORS, ପାଣି ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ତାପମାତ୍ରା ବୃଦ୍ଧି ପାଉଛି। ଗ୍ରୀଷ୍ମ ପ୍ରବାହକୁ ନେଇ ମନ୍ତ୍ରୀ ବୈଠକ ଡାକିଛନ୍ତି । ଆଉ ଏଭଳି ଗରମକୁ ଦେଖି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏକ ବୈଠକ ଡାକିଥିଲେ ।ରାଜ୍ୟରେ…
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମେ’ ୧୦ରେ ଭୋଟ୍
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଏହା ସହ ଏପ୍ରିଲ ୨୧ରେ ଯାଞ୍ଚ ଓ ୨୪ ତାରିଖରେ ପ୍ରତ୍ୟାହାର କରାଯିବ ।…
ସମ୍ବଲପୁର ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ସମ୍ବଲପୁର(ଓଡ଼ିଶା ଭାସ୍କର) : ସମ୍ବଲପୁର ଜିଲ୍ଲାରେ ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ…
ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ, ପାଳନ ପାଇଁ ସହର ଉତ୍ସବମୁଖର
ଭୁବନେଶ୍ୱର: ଆଜିକୁ ଠିକ ୭୫ ବର୍ଷ ତଳେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ସେତେବେଳେ ରାଜଧାନୀ ସବୁଜିମାରେ ପରିପୂର୍ଣ୍ଣ ଥିଲା । ସେହି ଜଙ୍ଗଲକୁ ସଫା କରି ସହରର ଶିଳାନ୍ୟାସ କରାଯାଇଥିଲା । ତେବେ ଆଜି…
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP
ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ତେବେ ଏହା ମଧ୍ୟରେ ବିଜେଡି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀଙ୍କ…
ରାଜ୍ୟର ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ ‘ଆମ ବସଷ୍ଟାଣ୍ଡ’: କମିଟି ଗଠନ କଲା ବାଣିଜ୍ୟ ଓ ପରିବହନ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଶିକ୍ଷା, କୃଷି, ଶିଳ୍ପ, ସ୍ୱାସ୍ଥ୍ୟର ବିକାଶ ପାଇଁ ରାଜ୍ୟର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଗାଁରୁ ସହର ଓ ରାଜଧାନୀକୁ ଗମନାଗମନର ସୁବିଧା ପାଇଁ…
ହନୁମାନ ଜୟନ୍ତୀରେ ବଡ଼ ହିଂସାକାଣ୍ଡ: ଅତିରିକ୍ତ SP ଓ IICଙ୍କ ସମେତ ୧୦ରୁ ଅଧିକ ପୋଲିସ ଆହତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯିବା ସହ ଭୟଙ୍କର ହିଂସାକାଣ୍ଡ ଘଟିଛି । ହନୁମାନ ଜୟନ୍ତୀ ଉପଲକ୍ଷେ…
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆହତ: ହାତ, ମୁହଁ ଓ କହୁଣୀରେ ଲାଗିଛି ଗଭୀର ଆଘାତ
ନୂଆଦିଲ୍ଲୀ: ବଲିଉଡ ଦୁନିଆରୁ ଏକ ଦୁଃଖ ଖବର ଆସିଛି । ସୁଟିଂ ବେଳେ ଆହତ ହୋଇଛନ୍ତି ମୁନ୍ନାଭାଇ ତଥା ଅଭିନେତା ସଞ୍ଜୟ ଦତ୍ତ । ସଞ୍ଜୟଙ୍କ ମୁହଁ, ହାତ ଓ କହୁଣୀରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ବେଙ୍ଗାଲୁରୁରେ ଏକ…
ଜନତା ସାବଧାନ: ମାର୍କେଟରେ ମାତିଛନ୍ତି ନକଲି ପୋଲିସ, ଲୁଟି ନେଉଛନ୍ତି ସୁନା ଅଳଙ୍କାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଘରୁ ଏକା ବାହାରିବାକୁ ସତେ ଯେମିତି ଡର ଲାଗୁଛି । ଟିକିଏ ଅନ୍ୟମନସ୍କ ହେଲେ ପକେଟରୁ ମୋବାଇଲ, ପର୍ସରୁ ଟଙ୍କା, ଏଟିଏମ୍ ଗାଏବ୍ କରିଦେଉଛନ୍ତି ଲୁଟେରା । ଦୈନିକ ଖବରକାଗଜ ପୃଷ୍ଠା…