Browsing Category
ରାଜ୍ୟ
୨୯ ତାରିଖରୁ ଓଡ଼ିଶାରେ ବଦଳିବ ପାଗ
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ରହିଛି । ଉପକୂଳକୁ ସାମୁଦ୍ରିକ ପବନ ବହିବା ଦ୍ୱାରା ପାଗ ମେଘୁଆ ରହିବ ଓ ଅଧିକାଂଶ ସ୍ଥାନରେ ଦିନରେ କୋହଲା ପାଗ ହେବ । ତେବେ ରାତି ତାପମାତ୍ରାରେ…
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ମିଳିବ ଚଳିତବର୍ଷର ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର
ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସ୍ଡମା) ଏବଂ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ର ଅନୁଷ୍ଠାନ ବର୍ଗରେ ସୁଭାଷ ଚନ୍ଦ୍ର ବୋଷ ଅପଦା ପ୍ରବନ୍ଧନ ପୁରସ୍କାର ପାଇଁ ଯୋଗ୍ୟ…
(VIDEO)ଭାଲେଣ୍ଟାଇନ୍ସ ପୂର୍ବରୁ ଭାଇରାଲ ହେଉଛି ଚିଠି; ବୟଫ୍ରେଣ୍ଡ ନଥିଲେ କଲେଜ ଆସିବା ମନା
ଜଗତସିହଂପୁର: ଆଉ କିଛି ଦିନ ପରେ ଆରମ୍ଭ ହେବ ଭାଲେଣ୍ଟାଇନ୍ସ ସପ୍ତାହ । ଯାହାକୁ ଆଜିର ଯୁବପିଢି ଖବୁ ଧୁମଧାମରେ ସେଲିବ୍ରେଟ କରିଥାନ୍ତି । ନିଜର ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ସହ ବୁଲିବା ସହ ଗିଫ୍ଟ ମଧ୍ୟ…
ଦିଶାଙ୍କ ପାଇଁ ହଁ, ଯାତ୍ରା ପାଇଁ ନାଁ; କାହିଁକି ଏତେ ପାତରଅନ୍ତର ?
ଭୁବନେଶ୍ୱର: ଚଳିତ ମାସ ୨୮ ତାରିଖରୁ ଭୁବନେଶ୍ୱରର ଖଣ୍ଡଗିରି ଏବଂ ଉଦୟଗିରି ପାଦଦେଶରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଚଳିତ ବର୍ଷ…
ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ବସ୍; କାରଣ ଅସ୍ପଷ୍ଟ
ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ଛିଡା ହୋଇଥିବା ଏକ ବସରେ ନିଆଁ ଲାଗି ଯାଇଛି । ଫଳରେ ବସଟି ହୁହୁ ହୋଇ ଜଳୁଥିବା ଜଣାପଡିଛି । ତେବେ ଏହି ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ…
ଫାଙ୍କା ଗୁଳି ଫୁଟାଇ ଡକାୟତି, ୩ଲକ୍ଷ ଲୁଟିନେଲେ ଲୁଟେରା!
ସୋର: ରାଜ୍ୟ ତଥା ଦେଶରେ ଅନେକ ଡ଼କାୟତି ହେଉଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ସୋର ଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଲୁଟେରାମାନେ ଫାଙ୍କା ଗୁଳି ଫୁଟାଇ ୩ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୁନା କଳସ ଦାନ, ଶାନ୍ତ ହେବେ ଶନି କଟିବ ଦଶା
ଭୁବନେଶ୍ୱର:ରାଜ୍ୟ ବାହାରେ ଯାଇ ମନ୍ତ୍ରୀ କରିଲେ ଦାନ । ଶନି ଅଭିଷେକ କରିବା ପାଇଁ କୋଟି କୋଟି ଟଙ୍କାର ସୁନା କଳସ ଦାନ କରି ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନା ସମୟରେ ଦାମି କାର କିଣି ଚର୍ଚ୍ଚାକୁ…
ବ୍ରିଜ ତଳକୁ ଖସିଲା ବସ:୨ମୃତ ଅନେକ ଆହାତ
ଢ଼େଙ୍କାନାଳ: ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଆସି ପହଞ୍ଚିଛି । ବସ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ ଦୁଇ ଜଣ ମହିଳା ଅଛନ୍ତି । ତେବେ ଏହି ବସଟି ବ୍ରିଜ ତଳକୁ ଖସି…
ଆସିକା ଥାନାକୁ ମିଳିଲା ଶ୍ରେଷ୍ଠ ଥାନାର ପୁରସ୍କାର: ସାରା ଦେଶରେ ଚମକିଲା ଓଡ଼ିଶା, ରାଜ୍ୟ ପାଇଁ ଗର୍ବର ବିଷୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗୌରବ ଆଣିଦେଇଛି ଆସିକା । ଗଞ୍ଜାମ ଜିଲ୍ଲାର ଆସିକା ଥାନା ସାରା ଭାରତବର୍ଷର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି । ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ କେନ୍ଦ୍ର…
(VIDEO) ଆକ୍ୱା ଗାର୍ଡ କମ୍ପାନୀ ଉପରେ ଚଢ଼ାଉ; ୯୦ ଲକ୍ଷ ଟଙ୍କାର ନକଲି ଆକ୍ୱା ଗାର୍ଡ ଓ ୟୁରେକା ଫୋବସ ମେସିନ ଜବତ
କଟକ: ସିଲଭର ସିଟି କଟକ ବର୍ତ୍ତମାନ ନକଲି କମ୍ପାନୀର ଗନ୍ତା ଘ୍ର ପାଲଟିଛି । ଫଳରେ ଅନେକ ସମୟରେ କଟକରୁ ନକଲି କମ୍ପାନୀ ଏବଂ ସାମଗ୍ରୀ ଜବତ ହେଉଛି । ତେହେ ପୂର୍ବରୁ ଏହିପରି ନକଲି ସାମଗ୍ରୀ ଜବତ ହୋଇଥିବା ବେଳେ ଆଜି କଟକ…