Browsing Category
ରାଜ୍ୟ
ଓଡ଼ିଶାରେ ପ୍ରତି କୋଭିଡ ପଜିଟିଭ୍ ନମୁନାର ଜିନୋମ ସିକୁଏନ୍ସିଂ କରିବା ପାଇଁ ନିର୍ଦ୍ଦେଶ : ତ୍ୱରାନ୍ୱିତ ହେବ ବୁଷ୍ଟର ଡୋଜ୍
ଦେଶରେ କୋଭିଡ ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ସ୍ୱରୂପ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବନ୍ଦର ଓ ବିମାନ ବନ୍ଦର…
ଗୋବିନ୍ଦ ସାହୁ ଘରେ କ୍ରାଇମବ୍ରାଞ୍ଚ; ଆତ୍ମହତ୍ୟାକୁ ନେଇ କରୁଛି ଅଧିକ ଖୋଳତାଡ
ଧର୍ମଗଡ: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଡିସେମ୍ବର ୨୦ ତାରିଖରେ କଣ୍ଟାବାଜି ଜେଲରେ ଆତ୍ମହତ୍ୟା କରିଛି । ଫଳରେ ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି କ୍ରାଇମ…
ଏପ୍ରିଲ ୨୦୨୩ ସୁଦ୍ଧା ଶେଷ ହେବ କୋଣାର୍କ ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ :୫ଟି ସଚିବ
ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା…
ମାଳିଆପଡ଼ାରେ ବୋମାମାଡ଼: ୨ ଆହତ
ଖୋର୍ଦ୍ଧା: କଙ୍କିଆ ଥାନା ଅନ୍ତର୍ଗତ ମଳିଆପଡ଼ା ଗ୍ରାମରେ ବୋମା ଫୁଟିବା କଥା ସାମ୍ନାକୁ ଆସିଛି । ଏହି ଘଟଣାରେ ବୋମାମାଡ଼ ସହ ମାରଣାସ୍ତ୍ରରେ ମଧ୍ୟ ଆକ୍ରମଣ ହୋଇଛି ।
ସୂଚନା ଅନୁସାରେ, ଆଜି ମାଳିଆପଡ଼ା ଗ୍ରାମର…
ବିଧାୟକଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ; ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ
ପାଲଲହଡା: ଆଜି ୧୨ ଘଣ୍ଟିଆ ପାଲଲହଡା ସହର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାଲଲହଡାର ଦୋକାନ ବଜାର ବନ୍ଦ ରହିବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟତ…
ଆଜିଠାରୁ ଆରମ୍ଭ ହେଲା ଚଉଷଠୀ ଯୋଗିନୀ ଅନ୍ତର୍ଜାତୀୟ ମହୋତ୍ସବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଆରମ୍ଭ ହୋଇଛି ଚଉଷଠୀ ଯୋଗିନୀ ଅନ୍ତର୍ଜାତୀୟ ମହୋତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିସହିତ…
ଫେରିଲା କୋଭିଡର ଗାଇଡଲାଇନ, ସର୍ବସାଧାରଣରେ ଛେପ ପକାଇବେ ନାହିଁ ବୋଲି ଦିଆଗଲା ନିର୍ଦ୍ଦେଶ
ଭୁବନେଶ୍ୱର:ଚୀନରେ ବର୍ତ୍ତମାନ କରୋନା ସ୍ଥିତି ବହୁ ଖରାପ ରହିଥିବା ବେଳେ ଏବେ ଠାରୁ ଏହା ସବୁ ଦେଶକୁ ଚିନ୍ତାରେ ପକେଇଛି । ତେବେ ଦେଶରେ ଯେପରି ଏହା ବୃଦ୍ଧି ନପାଏ ତାହାକୁ ନେଇ ଏବେ ଠାରୁ ସଜାଗ ରହିବାକୁ ନିର୍ଦ୍ଦେଶ…
କରୋନା ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଆସିପାରେ ନୂଆ ଆଡ଼ଭାଇଜରୀ
ଭୁବନେଶ୍ୱର: କଡ଼ ଲେଉଟାଉଛି କରୋନା। ଚୀନରେ କରୋନା ବୃଦ୍ଧି ପାଇବା ଦ୍ୱାରା ଏବେ ସାରା ବିଶ୍ୱ ଏହାର ଆତଙ୍କ ଦେଖା ଦେଇଛି । ଭାରତର ବିଭିନ୍ନ ରାଜ୍ୟରେ ଏବେ ଠାରୁ କରୋନାକୁ ନେଇ କଡା ପଦକ୍ଷେପ ଗ୍ରହଣ କରାଯାଉଛି ।ଏହା…
ପୋଖରୀରେ ବୁଡ଼ି ତିନି ଶିଶୁ ମୃତ, ଗାଧୋଇବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଲେ
ରାଜନଗର: ପୋଖରୀରେ ଗାଧୋଇବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଲେ ତିନି ଶିଶୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜନଗର ସାତଭାୟା ଗାଁରେ । ଦିନ ଗୋଟାଏ ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଏଭଳି ଏକ ଦୁଃଖଦ ଘଟଣା ପୂରା…
ବନ୍ଦ ହେବ ବିଏମସିର ଉଚ୍ଛେଦ; ଆନ୍ଦୋଳନ ପରେ ନିଷ୍ପତ୍ତି ବଦଳାଇଲା ବିଏମସି
ଭୁବନେଶ୍ୱର: ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ବିଏମସି ଉଚ୍ଛେଦ ପ୍ରକ୍ରିଆ ବନ୍ଦ କରିବ ବୋଲି ଜଣା ପଡ଼ିଛି । ଆସନ୍ତା କାଲି ଠାରୁ ଉଚ୍ଛେଦ ହେବନି ବୋଲି ନର୍ଥ ଜୋନ ଆସିଷ୍ଟାଣ୍ଟ କମିଶନର କହିଛନ୍ତି । ତେବେ ଏହି ଉଚ୍ଛେଦ କିଛି…